
ଗମ୍ଭାରିପଙ୍କ ରେ ଚୋବିଶି ପ୍ରହରୀ ନାମଯଜ୍ଞ ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ୍ କୁକୁଡ଼ାପାଲି ପଞ୍ଚାୟତ ଗମ୍ଭାରିପଙ୍କ ଗ୍ରାମ ରେ କାହିଁ କେତେ ଦିନରୁ ପ୍ରତି ବର୍ଷ ପରମ୍ପରା ଅନୁଯାୟି ଚାଲିଆସିଛି ନାମଯଜ୍ଞ | ଏହି ଗ୍ରାମ ନାମସଂକୀର୍ତ୍ତନ ପାଇଁ ପ୍ରସିଦ୍ଧି ଲାଭ କରିଛି | ଯେତେବେଳେ ଗମ୍ଭାରିପଙ୍କ ର ନାମଯଜ୍ଞ କଥା ପଡ଼େ ଛତିଶଗଡ଼ ରୁ ବଉଦ୍...

ନୁଆଦିଲ୍ଲୀ : ବେଙ୍ଗାଲୁରୁରୁ ବାହାରିବେ ଅନୁପ୍ରବେଶକାରୀ । ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରିଛନ୍ତି ଏ ବଡ଼ ଘୋଷଣା । ଅମିତ ଶାହା କହିଛନ୍ତି ଯେ, ମେ ୫ ତାରିଖ ପରେ ଆମେ ପୁରା ପଶ୍ଚିମବଙ୍ଗରୁ ଜଣ ଜଣ କରି ସବୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରିବୁ। ସେ...

କୋଲକତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିବା ପରେ କୋଲକତାରେ ହୁଗୁଳୀ ନଦୀରେ ସମୟ ଅତିବାହିତ କରିଛନ୍ତି । ହୁଗୁଳୀ ନଦୀରେ ନୌକାବିହାର କରିବା ସହିତ ଫଟୋ ଉଠାଇଛନ୍ତି । ହାତରେ କ୍ୟାମେରା ଧରି ବିଦ୍ୟାସାଗର ସେତୁ ଏବଂ ହାୱଡା ବ୍ରିଜର ଫଟୋ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ ନିଜ ସୋସିଆଲ...

ୱାଶିଂଟନ: ଆମେରିକା – ଇରାନ ଶାନ୍ତି ଆଲୋଚନା ପୁଣିଥରେ ବିଫଳ ହୋଇଛି । ଇସଲାମବାଦ ଠାରେ ପୁଣିଥରେ ଶାନ୍ତି ଆଲୋଚନା ହେବାକୁ ଥିବାବେଳେ ଉଭୟ ଆମେରିକା ଓ ଇରାନ ସିଧା ସଳଖ କଥା ହେବାକୁ ମନା କରିଛନ୍ତି । ପ୍ରଥମେ ଇରାନ ମନା କରିଥିବାବେଳେ ଇରାନ ସହ ସିଧା କଥା ହେବାକୁ ଆମେରିକା ମନା କରିଛି ।...

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର ସବୁଠାରୁ ବ୍ୟସ୍ତବହୁଳ ରେଳ ହବ୍ ଭାବେ ପରିଚିତ ବ୍ରହ୍ମପୁର ରେଳ ଷ୍ଟେସନ, ଯେଉଁଠାରେ ପ୍ରତିଦିନ ୧୬୨ରୁ ଅଧିକ ଟ୍ରେନ୍ ଚଳାଚଳ କରେ ଏବଂ ୨୫,୦୦୦ରୁ ଅଧିକ ଯାତ୍ରୀ ଯାତାୟାତ କରନ୍ତି, ତାହାର ଏକ ବୈପ୍ଳବିକ ପରିବର୍ତ୍ତନ ହେବାକୁ ଯାଉଛି। ପୂର୍ବତଟ ରେଳପଥ ପକ୍ଷରୁ ₹୩୦୦ କୋଟିର ଏକ ବହୁମୁଖୀ ପୁନର୍ବିକାଶ ଯୋଜନାକୁ ଅନୁମୋଦନ...

ଭୁବନେଶ୍ବର: ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ। ଏନେଇ ଅର୍ଥ ବିଭାଗ ସବୁ ବିଭାଗକୁ ଚିଠି କରିଛି । ଏପ୍ରିଲ ପହିଲାରୁ ଏଇ ନିୟମ ଲାଗୁ ହେବା ନେଇ ନିଷ୍ପତ୍ତି ହୋଇଛି । ଚଳିତ ବାର୍ଷିକ ବଜେଟରେ ଏପ୍ରିଲ ପହିଲାରୁ ପିଛିଲା ଭାବେ ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ ନେଇ ସରକାର ଘୋଷଣା କରିଥିଲେ । ବର୍ତ୍ତମାନ ଏହି...

ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ’, ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ’ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଏକ୍ସ’ରେ ଲେଖିଛନ୍ତି ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ! ଏହି ଦିବସ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ନାନା କ୍ଷେତ୍ରରେ ଓଡ଼ିଶାବାସୀଙ୍କ ଉଲ୍ଲେଖନୀୟ ଅବଦାନକୁ...

ମିଆଁମାର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୭୦୦କୁ ବୃଦ୍ଧି । ୩,୪୦୦ ଆହତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମ୍ୟାଁମାରରେ କ୍ଷମତାସୀନ ଜୁନ୍ତା ସରକାର ରବିବାର ସ୍ପଷ୍ଟ କରିଛନ୍ତି ଯେ ଏପର୍ଯ୍ୟନ୍ତ ୧୭୦୦ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୩୫୦୦ରୁ ଅଧିକ ଆହତ ହୋଇଛନ୍ତି ଏବଂ ୩୦୦ ଲୋକଙ୍କର ପତ୍ତା ମିଳୁନାହିଁ। ଦୁଇଟି ପରିବହନ ବିମାନରେ ଭାରତ ପଠାଇଥିବା ରିଲିଫ୍...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ‘ମନ କି ବାତ’ର ୧୨୦ତମ ସଂସ୍କରଣରେ ମାଧ୍ୟମରେ ଅନେକ ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଚୈତ୍ର ମାସର ଶୁକ୍ଳ ପକ୍ଷର ପ୍ରତିପଦ ତିଥି । ଆଜିଠାରୁ ଚୈତ୍ର ନବରାତ୍ରି ଆରମ୍ଭ ହେଉଛି । ଭାରତୀୟ ନବବର୍ଷ ମଧ୍ୟ ଆଜିଠାରୁ...

ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍ ର ନବମ ମ୍ୟାଚ ମୁମ୍ବଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯିବ। ଦୁଇ ଦଳ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାରୁ ଦ୍ବିତୀୟ ମ୍ୟାଚରେ ବିଜୟ ଖାତା ଖୋଲିବାକୁ ଉଦ୍ୟମ କରିବେ। ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍ସ ନିକଟରୁ ୪...

ମିଆଁମାରକୁ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ । ବାୟୁସେନା ବିମାନ ଯୋଗେ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ । ଟେଣ୍ଟ୍, ସ୍ଲିପିଂ ବ୍ୟାଗ୍, ବ୍ଲାଙ୍କେଟ, ସୋଲାର ଲ୍ୟାମ୍ପ ପଠାଯାଇଛି । ଆବଶ୍ୟକୀୟ ଔଷଧ ସହ ଜେନେରେଟର ସେଟ୍ ପଠାଇଲା । ଭୂମିକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୭.୭ ରେକର୍ଡ କରାଯାଇଛି । ଏହା କେନ୍ଦ୍ର...

ନୂଆଦିଲ୍ଲୀ: ସାମରିକ ବଳକୁ ଆହୁରି ଶକ୍ତିଶାଳୀ କରିବ ଭାରତ। ୧୫୬ ଟି ଲଢୁଆ ଯୁଦ୍ଧ ହେଲିକପ୍ଟର ପ୍ରଚଣ୍ଡ କିଣିବ ଭାରତ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ରୁ ୧୫୬ ଟି ସ୍ୱଦେଶୀ ହାଲୁକା ଯୁଦ୍ଧ ହେଲିକପ୍ଟର ‘ପ୍ରଚଣ୍ଡ’ କିଣିବ ଭାରତୀୟ ସେନା ଏବଂ ଭାରତୀୟ ବାୟୁସେନା (IAF)। ଏଥିପାଇଁ ଦେଶର ବଡ଼ ପ୍ରତିରକ୍ଷା ଡିଲ୍କୁ ଅନୁମୋଦନ ମିଳିଛି...









All rights reserved. Designed by Inter Softech