
ବୌଦ୍ଧ – ଜିଲ୍ଲା ପ୍ରଶାସନ ବୌଦ୍ଧ ତରଫରୁ ସ୍ଥାନୀୟ ମୂର୍ଶୁଣ୍ଢି ସ୍ଥିତ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ମୁଖ୍ୟଅତିଥି ମାନ୍ୟବର ବିଧାୟକ ବୌଦ୍ଧ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଅନ୍ତ୍ୟୋଦୟ ଗୃହ ଯୋଜନା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ...

୩ଶହ କ୍ଷମତା ବିଶିଷ୍ଟ ବହୁମୁଖୀ କଲ୍ୟାଣୀମଣ୍ଡପର ଉଦଘାଟନ କେବେ! ତାଳଚେର, ୨୫/୦୪ ଗ୍ରାମ୍ୟ ଉନ୍ନୟନ ବିଭାଗ ତାଳଚେର ପୌରପରିଷଦ ମଣ୍ଡାପାଳ ଠାରେ ୩ଶହ କ୍ଷମତା ବିଶିଷ୍ଟ ବହୁମୁଖୀ କୋଠାଘର ନିର୍ମାଣ ଭିତିପ୍ରସ୍ତର ସ୍ଥାପନ ଗତ ତା ୨୬/୧୧/୨୦୨୩ରିଖ ସ୍ୱତନ୍ତ୍ର ଅତିଥି ଢ଼େଙ୍କାନାଳ ସାଂସଦ ମହେଶ ସାହୁ, ସମ୍ମାନୀୟ ଅତିଥି ବିଧାୟକ ବ୍ରଜକିଶୋର ପ୍ରଧାନ, ନଗରପାଳ ପବିତ୍ର ଭୂତିଆ,...

ପୌରପରିଷଦ ମଧ୍ୟରେ ରହିଥିବା ୩ଟି ପାଠାଗାର କାହା ସ୍ୱାର୍ଥପାଇଁ ବନ୍ଦ ହୋଇ ପଡ଼ି ରହିଛି ।ତାଳଚେର, ୨୫/୦୪ ତାଳଚେର ପୌରପରିଷଦ ମଧ୍ୟରେ ଦୀର୍ଘବର୍ଷରୁ ରହିଥିବା ପୌରପରିଷଦ ପକ୍ଷରୁ ରାମଚନ୍ଦ୍ର ବଜାର, ହାଟତୋଟା ସ୍ଥିତ ପ୍ରଜାମଣ୍ଡଳଭବନ ଓ ନୂଆଁ ବସଷ୍ଟାଣ୍ଡରେ ଦୀର୍ଘବର୍ଷ ହେବ ପାଠାଗାର ଚାଲୁଥିଲା । ଏଥିରେ ସମସ୍ତ ପ୍ରକାର ମୁନିଋଷି, ବହୁ ପ୍ରତିଷ୍ଠିତ ଲେଖକ, ଲେଖିକା...

ବିଶ୍ୱ ମ୍ୟାଲେରିଆ ଦିବସ’ରେ ସୁରକ୍ଷିତ ରହିବା ସହ ସଚେତନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଡ.ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତିଯେ, ଆମେ ଜିତିବା, ମ୍ୟାଲେରିଆ ହାରିବ ।’ବିଶ୍ୱ ମ୍ୟାଲେରିଆଦିବସ’ ଅବସରରେ ଆସନ୍ତୁଶପଥ ନେବା, ନିଜେ ସଚେତନ ହେବା ଏବଂ ଅନ୍ୟମାନଙ୍କୁ ଏହି ରୋଗରୁସୁରକ୍ଷିତ ରଖିବା ପାଇଁ ସଚେତନ କରାଇବା।

ପରଜଙ୍ଗ – ସମୃଦ୍ଧ ଓଡ଼ିଶାର ମୂଳଦୁଆ ହେଉଛି ବିକଶିତ ଗ୍ରାମାଞ୍ଚଳ। ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ରାଜ୍ୟର ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଜନକଲ୍ୟାଣକାରୀ ବ୍ୟବସ୍ଥାକୁ ପ୍ରତିଟି ପଞ୍ଚାୟତରେ ପହଞ୍ଚାଇବା ପାଇଁ ଲୋକଙ୍କ ସରକାର ସଂକଳ୍ପବଦ୍ଧ। “ଆଜି ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଅଭାସି ମଧ୍ୟମରେ ରାଜ୍ୟର ୫୦.୦୦୦ ଉର୍ଦ୍ଧ...

ଗଞ୍ଜାମ – ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପର୍ଯ୍ୟଟନ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ସମେତ ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସହିତ ଆଗାମୀ ଦିନର କାର୍ଯ୍ୟଯୋଜନା ବିଷୟରେ...

ଆଜି ରାଷ୍ଟ୍ରପତିଙ୍କ ନୟାଗଡ଼ ଗସ୍ତ । କଣ୍ଟିଲୋରେ ପ୍ରଭୁ ନୀଳମାଧବଙ୍କ ଦର୍ଶନ କରିବା ପରେ ସ୍ଥାନୀୟ କାଳିଆପଲ୍ଲୀ ଗାଁରେ ଏକ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନଜରରେ ରଖି ନୀଳମାଧବଙ୍କ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । କାଳିଆପଲ୍ଲୀ ଗାଁରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପଶ୍ଚିମଦ୍ୱାର...

କୋଲକାତା: ଶନିବାର ଠାରୁ ବିଶ୍ୱ କ୍ରିକେଟର ସବୁଠାରୁ ମହଙ୍ଗା ଏବଂ ଅନ୍ୟତମ ଲୋକପ୍ରିୟ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆରମ୍ଭ ହେବ। ଆଇପିଏଲ୍ ମ୍ୟାଚ୍ ଦେଖିବା ପରେ କ୍ରିକେଟ୍ ପ୍ରେମୀମାନେ ଯେମିତି ଘରକୁ ଫେରିବାରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ସ୍ୱତନ୍ତ୍ର ମେଟ୍ରୋ ଏବଂ ଟ୍ରେନ୍ ବ୍ୟବସ୍ଥା ହୋଇସାରିଛି। ଏଥର ରାଜ୍ୟ ପରିବହନ ବିଭାଗ ମ୍ୟାଚ୍...

ଭୂବନେଶ୍ୱର: ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ବିଭିନ୍ନ ବିଷୟ ସହିତ ମହାନଦୀ ଜଳ ବିବାଦ ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ବିବାଦ ଉପରେ ଗୁରୁତ୍ଵ...

ବିଶ୍ରା: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ ପୁଣି ଥରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ସୁରକ୍ଷା ବାହିନୀକୁ କଲେ ଟାର୍ଗେଟ୍ । ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସିଆର୍ପିଏଫ୍ର ଜଣେ ସବ୍ଇନ୍ସ୍ପେକ୍ଟର ସୁନୀଲ କୁମାର ମଣ୍ଡଳ ସହିଦ ହୋଇଛନ୍ତି ।ଏଥିସହ ଯବାନ ପାର୍ଥ ପ୍ରତୀମ ଦେ’ ଗୁରୁତର ହୋଇଛନ୍ତି। ଖବରମୁତାବକ, ଗତ ଶନିବାର ଦିନ ସରଣ୍ଡା ଜଙ୍ଗଲର ମାରାଙ୍ଗପୋଙ୍ଗାଠାରେ...

ଭୂବନେଶ୍ୱର, ୨୩/୦୩ : ଆସନ୍ତା ଡିସେମ୍ବର ମାସ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯାଇ ଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ । ମିଳିଥିବା ସୂଚନା ମୁତାବକ ଆସନ୍ତା ନଭେମ୍ବର ମାସରୁ ଦକ୍ଷୀଣ ଆଫ୍ରିକା ଟିମ ଭାରତ ଭ୍ରମଣରେ ଆସିବାକୁ ଥିବା ବେଳେ ଏହି ଟୁଅରରେ ଉଭୟ ଟିମ ମଧ୍ୟରେ ଦୁଇଟି ଟେଷ୍ଟ, ତିନୋଟି...

ଭୂବନେଶ୍ୱର୨୨/୩ : ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ନୃତ୍ୟ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କୁ ମୁମ୍ବାଇର ଏକ ପାରିବାରିକ ଅଦାଲତ ଛାଡ଼ପତ୍ର ପ୍ରଦାନ କରିଛନ୍ତି। କୋର୍ଟ ଛାଡ଼ପତ୍ରର ନିର୍ଦ୍ଦେଶକୁ ମଞ୍ଜୁର କରିଛନ୍ତି। କୋର୍ଟ ଉଭୟ ପକ୍ଷର ମିଳିତ ଆବେଦନକୁ ଗ୍ରହଣ କରିଛନ୍ତି। କୋର୍ଟ ବାହାରେ ଆଇନଜୀବୀ ନୀତିନ କୁମାର ଗୁପ୍ତା ଗଣମାଧ୍ୟମକୁ କହିଛନ୍ତି, ଉଭୟ ପକ୍ଷ ଆଉ...



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-3-scaled.jpg)



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-3-scaled.jpg)
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-14-scaled.jpg)
All rights reserved. Designed by Inter Softech