
ସାପ ଧରାଳି ସୂର୍ଯ୍ୟକାନ୍ତଙ୍କ ଜୀବନ କାହାଣୀ ଢେଙ୍କାନାଳ ଜିଲ୍ଲାର ଏକ ଛୋଟ ରାମେଶ୍ବର ପୁର ରେସୂର୍ଯ୍ୟକାନ୍ତ ନାମରେ ଜଣେ ଯୁବକ ରହୁଥିଲେ। ପିଲାଦିନୁ ସେ ସାପ ଦେଖି ଡରୁ ନ ଥିଲେ। ଅନ୍ୟ ପିଲାମାନେ ଯେଉଁଠି ଚିତ୍କାର କରି ପଳାଉଥିଲେ, ସୂର୍ଯ୍ୟକାନ୍ତ ସେଠି ଠିଆ ହୋଇ ସାପର ଚାଲି ଦେଖୁଥିଲେ।୧୯ ବର୍ଷ ବୟସରେ ପ୍ରଥମ ଥର ପାଇଁ...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ସଂପୂର୍ଣ୍ଣ ସୁରକ୍ଷିତ ରହିଛି । ପୁରୀର ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ସାମଗ୍ରୀର ଚାଲୁଥିବା ତାଲିକାରେ ଏପର୍ଯ୍ୟନ୍ତ କୌଣସି ଅସଙ୍ଗତି ଚିହ୍ନଟ ହୋଇନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ଭିତର ରତ୍ନଭଣ୍ଡାରରେ ରହିଛି ପ୍ରାୟ ୫୯୮ ପ୍ରକାର ଅଳଙ୍କାର । ୧୯୭୮ ମସିହାରେ ପ୍ରସ୍ତୁତ...

କୋଲକତା : ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୩ ତାରିଖରେ ହେବ । ଏହା ପୂର୍ବରୁ ପଶ୍ଚିମବଙ୍ଗରେ ଦୁଇ ଚକିଆ ଯାନ ଉପରେ କଟକଣା ଲଗାଯାଇଛି । ବାଇକରେ ରାଲି ବ୍ୟାନ୍ କରିବା ସହ, ରାତିର ବାଇକ୍ ଚଳାଇବା ଉପରେ କଟକଣା ଲଗାଯାଇଛି । ବାଇକରେ ପଛରେ କାହାକୁ ବସାଇବା ଉପରେ ମଧ୍ୟ କଟକଣା ଲଗାଇଛନ୍ତି...

ରାଉରକେଲା: ମାନ୍ୟବର ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ ଅବସରରେ ଆୟୋଜିତ ଆଦି ପରବ ୨୦୨୬ ତଥା ବିଭିନ୍ନ ଜନହିତକର ପ୍ରକଳ୍ପର ଲୋକାର୍ପଣ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ରଖିକହିଛନ୍ତି ଜୟ ଜଗନ୍ନାଥ ! ଆଜି ଏକ ଐତିହାସିକ ଦିନ । ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ଦିନ । ଭାରତର ପ୍ରଥମ ନାଗରିକ, ଆମ...

ଭୁବନେଶ୍ୱର: ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବିଧାନସଭା ଅଧ୍ୟକ୍ଷଙ୍କ କ୍ଷମତା ଓ ଦାୟିତ୍ୱର ସମୀକ୍ଷା ପାଇଁ ପୁରୀଠାରେ “ବାଚସ୍ପତି କମିଟି ସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଶ୍ରୀ ରାହୁଲ ସୁରେଶ ନରୱେକରଙ୍କ ଅଧ୍ୟକ୍ଷତାରେ ଏବଂ ଓଡ଼ିଶାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ବୈଠକରେ କର୍ଣ୍ଣାଟକର ବାଚସ୍ପତି...

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆଜି ସମଗ୍ର ରାଜ୍ୟରେ ଏକ ଐତିହାସିକ ସଫଳତା ହାସଲ କରାଯାଇଛି। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ଆଜି ଓଡ଼ିଶାର ୨୭ଟି ଜିଲ୍ଲାରେ ଗୋଟିଏ ଦିନରେ ପ୍ରାୟ ୧,୦୦୦ ଦମ୍ପତ୍ତିଙ୍କର ବିବାହ କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡମ୍ବର ସହ ସମ୍ପନ୍ନ ହୋଇଛି । ଏହି ପବିତ୍ର ଅବସରରେ ମାନ୍ୟବର...

ନୂଆଦିଲ୍ଲୀ: ଏଣିକି ଏଟିଏମ୍ ଦ୍ବାରା ଉଠାଇ ହେବ ଇପିଏଫ ଟଙ୍କା । ଏନେଇ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଇପିଏଫର ତୃତୀୟ ସଂସ୍କରଣରେ ପେନସନ ଧାରୀଙ୍କୁ ମୋଟା ଅଙ୍କର ଟଙ୍କା ମିଳିବା ସହ କର୍ମଚାରୀଙ୍କ ପାଇଁ ଏହି ଟଙ୍କା ଉଠାଇବା ପାଇଁ ଏଟିଏମ୍ କାର୍ଡକୁ ବୈଧ କରିବା ପାଇଁ ଲକ୍ଷ୍ୟ...

ଭୂବନେଶ୍ବର, ୩୦/୧୧ : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟା ଫେଙ୍ଗଲରେ ପରିଣତ ହୋଇଛି l ଆଜି ତାମିଲନାଡୁ ନିକଟ ପୁଡୁଚେରୀରେ ଲ୍ୟାଣ୍ଡଫଲ୍ କରିପାରେ ‘ଫେଙ୍ଗଲ’। ସମୁଦ୍ର ମଧ୍ୟରେ ବାତ୍ୟା ‘ଫେଙ୍ଗଲର ଗତି ତୀବ୍ର ହେବାରେ ଲାଗିଛି । ତାମିଲନାଡୁ ଜିଲ୍ଲା ଏବଂ ପୁଡୁଚେରୀ...

ଭୂବନେଶ୍ୱର, ୨୯/୧୧ : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଫେଞ୍ଜଲ’ । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ତାମିଲନାଡୁ-ପୁଡୁଚେରୀ ଉପକୂଳ ଛୁଇଁବ । ଉପକୂଳ ଛୁଇଁବା ବେଳେ ପବନର ବେଗ ୭୦ରୁ ୮୦ କିମି ସମ୍ଭାବନା ରହିଛି। ଘଣ୍ଟାପ୍ରତି ୧୩ କିମି ବେଗରେ ମାଡି ଆସୁଛି ବାତ୍ୟା। ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳରେ ପ୍ରବଳ ବର୍ଷା ହେବା ସହ...

ଭୂବନେଶ୍ୱର, ୨୭/୧୧ : ଆସନ୍ତା ୨୯ ତାରିଖରେ ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ଆୟୋଜନ ଚାଲିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ୍ ଶୋ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନେମୋହନ ସାମଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ପ୍ରଥମ ଥର ହେବାକୁ ଥିବା ୩ଦିନିଆ ଡିଜି ଓ ଆଇଜି...

ନୂଆଦିଲ୍ଲୀ : ମହାରାଷ୍ଟ୍ର ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ଇଭିଏମକୁ ଦୋଷ ଦେଇଛନ୍ତି ଶିବସେନା ନେତା ଉଦ୍ଧବ ଠାକରେ। ମହାରାଷ୍ଟ୍ର ନିର୍ବାଚନରେ ମହାୟୁତିକୁ ୨୩୬ ଆସନ ଓ ମହା ବିକାଶ ଅଘାଡିକୁ ୪୮ ଆସନ ମିଳିଛି। ସେ କହିଛନ୍ତି, ଏହି ଫଳାଫଳ ଅସ୍ବାଭାବିକ। ମୁଁ ଭାବୁନାହିଁ ଯେ ମୋ ମହାରାଷ୍ଟ୍ର ଏପରି କରିବ। କିଛି ଭୁଲ୍ ହୋଇଛି।...

ୱାୟନାଡ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ସହ ୧୫ଟି ରାଜ୍ୟର ୪୬ଟି ବିଧାନସଭା ଏବଂ ୨ଟି ଲୋକସଭା ଆସନ ପାଇଁ ଭୋଟିଂ ଗଣତି ଚାଲିଛି। ପ୍ରିୟଙ୍କା ଗାନ୍ଧୀ ୩.୫ ଲକ୍ଷରୁ ଅଧିକ ଭୋଟରେ ୱାୟନାଡ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆଗରେ ରହିଛନ୍ତି। ଏଠାରେ ସିପିଆଇର ସତ୍ୟନ ମୋକେରୀ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଜେପିର ନବ୍ୟା ହରିଦାସ...








All rights reserved. Designed by Inter Softech