
ଭୁବନେଶ୍ୱର : ଆତଙ୍କୀ ଲିଙ୍କ୍ରେ ଓଡ଼ିଆ ଯୁବକ ଗିରଫ । ଓଡ଼ିଆ ଯୁବକ ଶେଖ୍ ଇମ୍ରାନକୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ । ଆତଙ୍କବାଦୀଙ୍କ ସହ ଲିଙ୍କ୍ ଥିବା ଅଭିଯୋଗରେ ଶେଖ୍ ଇମ୍ରାନକୁ ଦିଲ୍ଲୀରେ ଗିରଫ କରାଯାଇଛି । ତେବେ ଦିଲ୍ଲୀ ପୋଲିସ ଦର୍ଶାଇଥିବା ୪ ମୌଳବାଦୀଙ୍କ ମଧ୍ୟରୁ ଶେଖ୍ ଇମ୍ରାନ ଜଣେ ବୋଲି ଜଣାପଡିଛି ।...

ରାଜ୍ୟ ଯୋଜନା ବୋର୍ଡର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। ନୀତି ଓ ବିକାଶର ଥିଙ୍କ୍ ଟ୍ୟାଙ୍କ ପାଲଟିଥିବା ଯୋଜନା ବୋର୍ଡ ଏବେ ଇତିହାସ ପାଲଟିଛି। ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ ଇନିସିଏଟିଭି ବା SITI-Odisha ନାମରେ ନାମିତ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ‘ସଂକଳ୍ପ’ ମାଧ୍ୟମରେ ‘SITI ଓଡ଼ିଶା’କୁ ବାସ୍ତବ ରୂପ ଦେଇଛନ୍ତି...

ନୁଆଦିଲ୍ଲୀ: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ ସଂଶୋଧନ ବିଲ, ୨୦୨୬) ସମ୍ପର୍କରେ ଗୃହରେ ଭୋଟିଂ ହୋଇଥିଲା। ଏହି ଭୋଟ ରେ, ସରକାର ବିରୋଧୀଙ୍କ ସମର୍ଥନ ହାସଲ କରିବାରେ ବିଫଳ ହୋଇଥିଲେ, ଏବଂ ଫଳସୱରୂପ, ବିଲ ପାସ...

ନୁଆଦିଲ୍ଲୀ; ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଏକ କୂଟନୈତିକ ସମାଧାନ ଖୋଜିବା ପାଇଁ ପ୍ରୟାସ ପୁଣି ଥରେ ଆରମ୍ଭ ହୋଇଛି । ଇସଲାମାବାଦରେ ପ୍ରଥମ ପର୍ଯ୍ୟାୟ ଶାନ୍ତି ବୈଠକ ପରେ ପୁଣି ଥରେ ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ ପ୍ରସଙ୍ଗରେ ଏକ ନୂତନ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହେବାକୁ ଯାଉଛି । ଆମେରିକା ଏବଂ ଇରାନ...

ନୁଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ଆଜି ସେମାନଙ୍କ ମହଙ୍ଗା ଭତ୍ତା ବା ଡିଏ ୨% ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ବସିଥିବା କ୍ୟାବିନେଟ ମହାଙ୍ଗା ଭତ୍ତା ବୃଦ୍ଧି ଉପରେ ମୋହର ମାରିଛି। ମୁଦ୍ରାସ୍ଫୀତି ଓ ବର୍ଷକୁ ଦୁଇ ଥର ଡିଏ ସାଧାରଣତଃ ବୃଦ୍ଧି ପାଇଥାଏ।...

ଜିଲ୍ଲା ମହୋତ୍ସବ ଅବସରରେ ଯୋଗ ଶିବିର ଆୟୋଜନ ଅନୁଗୋଳ,୧୮.୦୪ : ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ଜିଲ୍ଲା ମହୋତ୍ସବ ଅବସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହେଇଯାଇଛି। ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଯୋଗ ଗୁରୁ ଶ୍ରୀ ଅଭୟ ରାୟ,...

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ, ଜେପି ନଡ୍ଡା ଏବଂ ଅମିତ ଶାହା ମଧ୍ୟ ଯୋଗଦେବେ। ଆଜିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକାରେ ଚୂଡ଼ାନ୍ତ ଅନୁମୋଦନ ଦିଆଯାଇପାରେ ବୋଲି କୁହାଯାଉଛି। ଖବର...

ଅସରନ୍ତି ସ୍ବପ୍ନ ସତ କରିବେ ରାଜନେତା ….. ଏକ କୃତ୍ରିମ ସୁଖର ସନ୍ଧାନ ଆଶାରେ ୨୦୨୪ର ଭୋଟର୍ ଭାଇ ଭଉଣୀ ବିଶେଷ – ଆଜିକୁ ଦେଶ ସ୍ବାଧୀନ ହେବାର ଢେର୍ ଦିନ ବିତି ଯାଇଛି। ଢେର୍ ସାରା ସ୍ବପ୍ନ ସତ ହୋଇଛି। ଢେର୍ ସାରା ଦଳ ପ୍ରତିଶୃତି ପରେ ପ୍ରତିଶୃତି ପୂରଣ କରି ଚାଲିଛନ୍ତି। ସବୁସମୟରେ ରାଜନୈତିକ...

ହାନୋଇ,୧୨ା୯: ନୂଆଦିଲ୍ଲୀରେ ଜି୨୦ ସମିଟ୍ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭାରତ-ଆମେରିକା ସହଭାଗୀତାକୁ ମଜଭୁତ୍ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ବୋଲି ଭିଏଟ୍ନାମ ରାଜଧାନୀ ହାନୋଇଠାରେ ଖବରଦାତାମାନଙ୍କୁ କହିଛନ୍ତି। ଏଥିସହିତ ମାନବାଧିକାରକୁ ସମ୍ମାନ ଦେବା, ସିଭିଲ ସୋସାଇଟିର ଭୂମିକା ଏବଂ ପ୍ରେସ୍ ସ୍ବାଧୀନତା ପ୍ରସଙ୍ଗରେ ସେ ମୋଦିଙ୍କ ସହ ଆଲୋଚନା...

ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ – ଅବସିଷ୍ଟାଂଶ ଆଜି ସୋମବାର ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିଲା ବର୍ଷା। ଶ୍ରୀଲଙ୍କାର ଆର୍. ପ୍ରେମାଦାସା ଷ୍ଟାଡିଅମରେ ମ୍ୟାଚ୍ ବେଳେ ବର୍ଷା। ୨୪.୧ ଓଭର ସୁଦ୍ଧା ଭାରତର ସ୍କୋର ୧୪୭/୨। ୨୦ ଓଭର ବିଶିଷ୍ଟ ମ୍ୟାଚ ସମ୍ଭବ ନ ହେବାରୁ ଆଜି ଖେଳାଯିବ ମ୍ୟାଚ। ଆଜି ସଂରକ୍ଷିତ ଦିବସରେ ଖେଳାଯିବ...

ସୂର୍ଯ୍ୟ ମିଶନ ଆଦିତ୍ୟ L-1କୁ ନେଇ ଇସ୍ରୋର ଆଉ ଏକ ସଫଳତା। ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ଅତିକ୍ରମ କଲା ଆଦିତ୍ୟ L-1। ରାତି ୨ଟା ୩୦ ମିନିଟ ସମୟରେ କକ୍ଷପଥ ପରିବର୍ତ୍ତନ। ଚତୁର୍ଥ କକ୍ଷପଥରେ ପ୍ରବେଶ କଲା ସୂର୍ଯ୍ୟ ମିଶନ ଆଦିତ୍ୟ L-1। ଚତୁର୍ଥ କକ୍ଷପଥ ପ୍ରବେଶ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ ସୂଚନା।...

ଭାରତ ଛାଡିଲେ ବାଇଡେନ୍ ଜି-୨୦ ସମ୍ମିଳନୀରେ ଯୋଗ ଦେବା ପରେ, ଭାରତ ଛାଡିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।










All rights reserved. Designed by Inter Softech