ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ – ଅବସିଷ୍ଟାଂଶ ଆଜି ସୋମବାର ଖେଳାଯିବ
ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିଲା ବର୍ଷା।
ଶ୍ରୀଲଙ୍କାର ଆର୍. ପ୍ରେମାଦାସା ଷ୍ଟାଡିଅମରେ ମ୍ୟାଚ୍ ବେଳେ ବର୍ଷା।
୨୪.୧ ଓଭର ସୁଦ୍ଧା ଭାରତର ସ୍କୋର ୧୪୭/୨।
୨୦ ଓଭର ବିଶିଷ୍ଟ ମ୍ୟାଚ ସମ୍ଭବ ନ ହେବାରୁ ଆଜି ଖେଳାଯିବ ମ୍ୟାଚ।
ଆଜି ସଂରକ୍ଷିତ ଦିବସରେ ଖେଳାଯିବ ମ୍ୟାଚ।
ଓଭର କମ ନ କରି ବନ୍ଦ ଥିବା ଓଭରରୁ ଖେଳ ଆରମ୍ଭ ହେବ।




