
ଭୁବନେଶ୍ୱର: ଆଗାମୀ ଭାରତ ବୈଷୟିକ ଜ୍ଞାନ କୌଶଳର ଭାରତ ହେବ। ଗବେଷଣା, କୃତ୍ରିମ ମେଧା (AI) ଓ Innovation ର ସଠିକ୍ ବ୍ୟବହାର ଦ୍ୱାରା ଦେଶର ସମୃଦ୍ଧି ସୁନିଶ୍ଚିତ ହେବ ବୋଲି କେନ୍ଦୁଝରସ୍ଥିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ)ର ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ =ମୋହନ ଚରଣ ମାଝୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ...

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନଠାରେ ଆଇନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ମନ୍ଦିର ପରିଚାଳନା ଏବଂ ‘ଦେବୋତ୍ତର ଆଇନ’ର ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ସମୀକ୍ଷା ବୈଠକରେ ‘ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ’, ‘OHRE Act’ ଏବଂ ‘ୟୁନିଫର୍ମ ଲ୍ୟାଣ୍ଡ ପଲିସି’ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ବୈଠକରେ ଏହି ଆଇନଗୁଡ଼ିକର...

ଭୁବନେଶ୍ୱର: ଆଉ ବର୍ଷେ ବଢିଲା ମହାନଦୀ ଟ୍ରିବ୍ୟୁନାଲ୍ ଅବଧି । ୨୦୨୭ ଜାନୁଆରୀ ୧୩ ଯାଏଁ ଏହି ଟ୍ରିବ୍ୟୁନାଲ୍ର ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏନେଇ ଜଳ ସମ୍ପଦ ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ୍ ୧୪ରେ ମହାନଦୀ ଟ୍ରିବ୍ୟୁନାଲ୍ ଅବଧି ସରୁଥିଲା ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-12.jpg)
ଆଜି ରବିବାର, ୧୨ ଏପ୍ରିଲ ୨୦୨୬। ଜାଗ୍ରତ ଭାରତ ନ୍ୟୁଜ୍ ର ସମସ୍ତ ପାଠକ ଓ ଦର୍ଶକଙ୍କ ପାଇଁ ଆଜିର ଦିନଟି କିପରି ରହିବ, ଆସନ୍ତୁ ଜାଣିବା ଆଜିର ରାଶିଫଳ: ୧. ମେଷ (Aries) ୨. ବୃଷ (Taurus) ୩. ମିଥୁନ (Gemini) ୪. କର୍କଟ (Cancer) ୫. ସିଂହ (Leo) ୬. କନ୍ୟା (Virgo) ୭....

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଅନୁଗୋଳ – ଜଣେ ୪ ବର୍ଷର ନିରୀହ ଶିଶୁକୁ ଘରୁ ଅପହରଣ କରି ନେଇ ଆସିବା ପରେ ଗାଁ ମୁଣ୍ଡ ଏକ ନାଳ ନିକଟରେ ଅଭିଯୁକ୍ତ ଦୁଷ୍କର୍ମ ପରେ ନାବାଳିକାଙ୍କୁ ପଥରରେ ଛେଚି ହତ୍ୟା କରିଥିଲା । ଏହି ଘଟଣାରେ ଅଭିଯୁକ୍ତକୁ ଆଜି ଫାଶି ଦଣ୍ଡାଦେଶ...

ଭୁବନେଶ୍ୱର: ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଓ ଅଭିମୁଖ୍ୟ ନେଇ ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ ପରିକଳ୍ପନା କରିଥିଲେ, ତାହାର ଏକ ବର୍ଷ ପୂର୍ତ୍ତି ସହ ରାଜ୍ୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ । ଆଜି ଆଇନ ଆୟୋଗ ଗଠନର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେଇ...

ନୂଆଦିଲ୍ଲୀ : ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ସୋମବାର ଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିବାର କାର୍ୟ୍ୟକ୍ରମ ରହିଛି। ଏହି ଗସ୍ତକାଳରେ ସେ ଭାରତ-ଜାପାନ ଦ୍ବିପାକ୍ଷିକ ପ୍ରସଙ୍ଗରେ ବିଭିନ୍ନ ଆଲୋଚନା କରିବେ। ଏହା ସହିତ କେତେକ ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ କଥାବାର୍ତ୍ତା କରିବେ। ତେବେ କିସିଦାଙ୍କ ଗସ୍ତର ମୁଖ୍ୟସୂଚୀରେ ରହିଛି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ନେଇ...

ଆଜିଠୁ ଭାରତ ଅଷ୍ଟ୍ରେଲିଆ ଦିନିକିଆ ସିରିଜ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ । ରୋହିତଙ୍କ ସ୍ଥାନରେ ନେତୃତ୍ବ ନେବେ ହାର୍ଦ୍ଦିକ ପାଣ୍ଡ୍ୟା । କଙ୍ଗାରୁ ଦଳକୁ ଫେରିଲେ ୱାର୍ଣ୍ଣର, ମାକ୍ସୱେଲ ।

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତ ରେ ଜମି ଭାଗବଣ୍ଟା କୁ ନେଇ ସାନଭାଇ ଆକ୍ରମଣରେ ବଡଭାଇ ଗୁରୁତ୍ତର। ସାନଭାଇ କୁ ବଅଁରପାଳ ପୋଲିସ ଗିରଫ କରି କୋର୍ଟଚାଲାଣ। ଥାନା ପକ୍ଷରୁ ସୂଚନା ମୁତାବକ ଗଡସନ୍ତ୍ରୀ ଗ୍ରାମର ଧନେଶ୍ୱର ମାଝୀ ଙ୍କ ଦୁଇ ପୁଅ ହେଲେ ନଟବର ମାଝୀ ଓ ରାଜକିଶୋର ମାଝୀ।...

ଆଜି ମାଣିକ ନେଲେ ଶପଥ ପୁଣି ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା । ମାଣିକ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ । ତ୍ରିପୁରାର ୬୦ରୁ ୩୨ଟି ଆସନରେ ଜିତିଥିଲା ବିଜେପି । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଜି ୫ମ ଥର ପାଇଁ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଳେ ନେଫ୍ୟୁ ରିଓ* *ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି*

ଲାଲୁ ପ୍ରସାଦ ଯାଦବଙ୍କ ଘରେ CBI ବିହାର ପାଟନା ସ୍ଥିତ ଲାଲୁ ପ୍ରସାଦ ଯାଦବଙ୍କ ଘରେ CBI ଟିମ୍ର ରେଡ ।






All rights reserved. Designed by Inter Softech