
ଶାନ୍ତି ଆଲୋଚନା ପାଇଁ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକଜୁଟ୍ ହୋଇଛନ୍ତି ଇରାନ ଓ ଆମେରିକାର ପ୍ରତିନିଧିମଣ୍ଡଳ। ଇରାନୀ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ନିକଟରେ ସ୍ପଷ୍ଟ ଭାବରେ ଚାରୋଟି ପ୍ରମୁଖ ଦାବି ଉଲ୍ଲେଖ କରିଛନ୍ତି ପ୍ରମୁଖ ଦାବି ଉପସ୍ଥାପନ କରିଛନ୍ତି। ଏହି ସର୍ତ୍ତଗୁଡ଼ିକୁ ଆମେରିକା-ଇରାନ ଶାନ୍ତି ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ପ୍ରଥମରେ ଇରାନର...

ପୁରୀ ସହରରେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଦେଖିବାକୁ ମିଳିଛି । ସହର ସାରା ବଙ୍ଗୀୟ ଭାଷାରେ ପୋଷ୍ଟର ଛାଇ ଯାଇଛି । ସମୁଦ୍ରକୂଳ, ବସଷ୍ଟାଣ୍ଡ, ସମୁଦ୍ରକୂଳ ବଡଦାଣ୍ଡରେ ବିଜେପିର ପୋଷ୍ଟର ଲଗାଯାଇଛି । ଶ୍ରୀ ଜଗନ୍ନାଥ ଧାମ ଆପଣଙ୍କୁ ସ୍ୱାଗତ କରୁଛି ବୋଲି ପୋଷ୍ଟରରେ ଲେଖାଯାଇଛି । ପଶ୍ଚିମବଙ୍ଗରୁ ପୁରୀ ଆସୁଥିବା ଭକ୍ତଙ୍କୁ ଆକୃଷ୍ଠ କରିବା ପାଇଁ...

କଟକ – କଟକ ରେଳ ଷ୍ଟେସନରୁ ୧୨ ଜଣ ନାବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ରେଳବାଇ ସୁରକ୍ଷା ବଳ- RPFର ‘ଅପରେସନ୍ ନନ୍ହେ ଫରିସ୍ତେ’ ଅଭିଯାନ ମାଧ୍ୟମରେ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ମାଗଣାରେ ମାଦ୍ରାସାରେ ପଢ଼ାଇବା ନାଁରେ ବିହାର ଆରାରିଆ ଜିଲ୍ଲାରୁ ଓଡ଼ିଶା ଆସିଥିବା ୧୨ ଜଣ ନାବାଳକ କଟକ ରେଳଷ୍ଟେସନର ୪ନମ୍ବର...

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଦ୍ୱାରା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ୭୨ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୩୮ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ୨୩ଜଣଙ୍କୁ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ଗ୍ରହଣ କରାଯାଇ ନାମ ତାଲିକା...

ଭୁବନେଶ୍ୱର: ଆଗାମୀ ଭାରତ ବୈଷୟିକ ଜ୍ଞାନ କୌଶଳର ଭାରତ ହେବ। ଗବେଷଣା, କୃତ୍ରିମ ମେଧା (AI) ଓ Innovation ର ସଠିକ୍ ବ୍ୟବହାର ଦ୍ୱାରା ଦେଶର ସମୃଦ୍ଧି ସୁନିଶ୍ଚିତ ହେବ ବୋଲି କେନ୍ଦୁଝରସ୍ଥିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ)ର ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ =ମୋହନ ଚରଣ ମାଝୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ...

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନଠାରେ ଆଇନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ମନ୍ଦିର ପରିଚାଳନା ଏବଂ ‘ଦେବୋତ୍ତର ଆଇନ’ର ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ସମୀକ୍ଷା ବୈଠକରେ ‘ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ’, ‘OHRE Act’ ଏବଂ ‘ୟୁନିଫର୍ମ ଲ୍ୟାଣ୍ଡ ପଲିସି’ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ବୈଠକରେ ଏହି ଆଇନଗୁଡ଼ିକର...

ପୁଣି ଦିଲ୍ଲୀ ରେ ଭୂକମ୍ପ ଭୂମିକମ୍ପରେ ପୁଣି ଦୋହଲିଲା ଦିଲ୍ଲୀ । ଅପରାହ୍ଣ ୪ଟା ୪୨ରେ କିଛି ସମୟ ପାଇଁ ଭୂକମ୍ପ ଅନୁଭୂତ । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୭।

*ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ଆଜି ଚେନ୍ନାଇରେ ଖେଳାଯିବ। ଶେଷ ମ୍ୟାଚ୍ ଉଭୟ ଦଳ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି।*

ଦିଲ୍ଲୀର ବଜେଟ ବନ୍ଦକୁ ନେଇ ସିଏମ କେଜ୍ରିୱାଲ କହିଛନ୍ତି ଯେ ଭିତ୍ତିଭୂମି ଅପେକ୍ଷା ବିଜ୍ଞାପନ ବଜେଟ ଅଧିକ କରାଯାଇଛି ବୋଲି କୁହାଯାଇଛି। ସେମାନେ ଅଶିକ୍ଷିତ ଲୋକଙ୍କ ଗୋଷ୍ଠୀକୁ ଉପରୁ ତଳ ପର୍ଯ୍ୟନ୍ତ ସବୁ ପଦବୀରେ ରଖିଛନ୍ତି । ୫୦୦ ସଂଖ୍ୟା ୨୦,୦୦୦ କୋଟିରୁ ଅଧିକ କି? ଭିତ୍ତିଭୂମି ଉପରେ ୨୦, ୦୦୦ କୋଟି ଟଙ୍କା ଅଛି।ବିଜ୍ଞାପନରେ ୫୦୦...

ପାକିସ୍ତାନରେ ବଡ ଧରଣର ଭୂମିକମ୍ପର ଝଟ୍କା ଲାଗିଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୬ ରହିଥିବା ସୂଚନା ମିଳିଛି । ବେଶ୍ କିଛି ସମୟ ଧରି ପାକିସ୍ତାନ, ଆଫଗାନିସ୍ତାନ ସମେତ ଭାରତର ବିଭିନ୍ନ ରାଜ୍ୟରେ ଝଟ୍କା ଅନୂଭୁତ ହୋଇଛି । ଭାରତର ଦିଲ୍ଲୀ, ପଞ୍ଜାବ, ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ ସମେତ ଆଉ କିଛି ରାଜ୍ୟ ଥରିଛି ।...

ଓଡ଼ିଶା ଗସ୍ତ ପୂର୍ବରୁ କୋଲକାତାରେ ମମତାଙ୍କ ପ୍ରତିକ୍ରିୟା ମୁଖ୍ୟମନ୍ତ୍ରୀ ନବୀନଙ୍କ ସାକ୍ଷାତକାରକୁ ନେଇ ପ୍ରତିକ୍ରିୟା। ନବୀନଙ୍କ ସହ ସାକ୍ଷାତକାର ସୌଜନ୍ୟମୂଳକ, ଦେଖାଯାଉ କ’ଣ ହେଉଛି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ସୁପ୍ରିମକୋର୍ଟରେ ସାହାରା ଚିଟ୍ଫଣ୍ଡ ଠକେଇ ମାମଲାର ଶୁଣାଣି । ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ କମିଟି ଗଠନ ନିର୍ଦ୍ଦେଶ । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କମିଟି ହେବ । କ୍ଷତିଗ୍ରସ୍ତ ଜମାକାରୀଙ୍କୁ କିଭଳି ଟଙ୍କା ମିଳିବ କମିଟି ନିଷ୍ପତ୍ତି ନେବ।







All rights reserved. Designed by Inter Softech