
ନୂଆଦିଲ୍ଲୀ – ଭାରତୀୟ ରାଜନୀତିରେ ଅନେକ ରୋଚକ ଘଟଣାମାନ ଦେଖିବାକୁ ମିଳେ। ରାଜନୀତିରେ ସରକାର ଓ ବିରୋଧୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ସଂସଦ ଭିତରେ ଓ ବାହାରେ ଉଭୟ ଉଭୟଙ୍କ ଉପରେ ଆରୋପ – ପ୍ରତ୍ୟାରୋପ କରୁଥିବାବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ କିନ୍ତୁ ବେଶ୍ ସୁଦୃଢ ଥାଏ। ଆଜି ସେମିତି ଏକ ଘଟଣା ଦେଖିବାକୁ ମିଳିଛି। ଜ୍ୟୋତିବା...

କଳାକାର ପାଇଁ ଦିନ ଟିଏ , ଓଡ଼ିଆ ପକ୍ଷ ପାଳନ ଅବସରରେ, କଳାହାଣ୍ଡି ଭବାନୀପାଟଣା (ଜାଗ୍ରତ ଭାରତ ) କଳାହାଣ୍ଡି ଜିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଥିଲା ଲୋକକଳା ପାଇଁ ଦିନଟିଏ । ଏହି ଅବସରରେ କଳାହାଣ୍ଡି ଜିଲ୍ଲାର କଳାଗ୍ରାମ ଛୋରିଆଗଡ ଠାରେ କଳାକାରମାନଙ୍କ ପାଇଁ ଏକ ବିଶେଷ ଓ ସ୍ମରଣୀୟ କାର୍ଯ୍ୟକ୍ରମ...

ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗକୁ ଆଜି ଦୁଇ ଦୁଇଟି ବଡ଼ ସଫଳତା ମିଳିଛି। ଦୁଇ ଗୋଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରି ମୋଟ୍ କୋଟିଏ ୨୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀ ଆଜି ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ପ୍ରଥମ...

କଳିଙ୍ଗ ଷ୍ଟୁଡିଓର ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେକୌଣସି ସମୟରେ ଏହାର ଉଦ୍ଘାଟନ ହୋଇପାରେ। ହେଲେ ୧୬୪ କୋଟି ଟଙ୍କାରେ ନବୀକରଣ କରାଯାଇଥିବା ଏହି ଷ୍ଟୁଡିଓରୁ ରାଜ୍ୟ ସରକାର କିଛି ଲାଭ ପାଇବେ ନାହିଁ ବୋଲି ଆଶଙ୍କା ସୃଷ୍ଟି ହେଲାଣି। କାରଣ ଆସନ୍ତା ୨ ବର୍ଷ ପାଇଁ ଇଡ୍କୋ କଳିଙ୍ଗ ଷ୍ଟୁଡିଓକୁ ଘରୋଇ ସଂସ୍ଥା ‘ଯାତ୍ରୀ...

ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍ଲେସ୍ ଚିକିତ୍ସା । ଦୁର୍ଘଟଣା ପୀଡିତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ସଡ଼କ ଦୁର୍ଘଟଣାରେ ସମ୍ପୃକ୍ତ ଲୋକଙ୍କ ପାଇଁ କ୍ୟାସ୍ଲେସ୍ ଚିକିତ୍ସା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହି ପଦକ୍ଷେପ “ପ୍ରଧାନମନ୍ତ୍ରୀ ରିଲିଫ୍ ଯୋଜନା” ଅଧୀନରେ ଆରମ୍ଭ କରାଯିବ, ଯାହା...

ଭୁବନେଶ୍ୱର ମେଟ୍ରୋ ବର୍ଦ୍ଧିତ ଜନସାଧାରଣଙ୍କ ଚାହିଦା ଏବଂ ସହରର ଦ୍ରୁତ ସହରାଞ୍ଚଳ ପ୍ରସାରଣକୁ ଉଲ୍ଲେଖ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓଡ଼ିଶା ସରକାରଙ୍କୁ ଭୁବନେଶ୍ୱରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ କରିବାର ନିଷ୍ପତ୍ତି ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପକୁ ବନ୍ଦ କରିବା...

ବର୍ତ୍ତମାନ ସୁଦ୍ଧା ତ୍ରିପୁରା-ନାଗାଲାଣ୍ଡରେ BJP ଆଗରେ, ମେଘାଳୟରେ ତ୍ରୀକୋଣୀୟ ଲଢ଼େଇ ତ୍ରିପୁରା- BJP +୩୪, ବାମ +୧୪, ଟିଏମପି ୧୧, ଅନ୍ୟମାନେ ଗୋଟିଏ ଆସନରେ ଅଗ୍ରଣୀ । ନାଗାଲାଣ୍ଡ- BJP+୪୦, NPF ୩, କଂଗ୍ରେସ ୦, ଅନ୍ୟମାନେ ୧୭ ଟି ଆସନରେ ଆଗୁଆ ଅଛନ୍ତି

ତ୍ରିପୁରା ନାଗାଲାଣ୍ଡ ମେଘାଳୟରେ ଭୋଟ ଗଣତି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଆଜି ଭୋଟ ଗଣତି। କିଏ ହେବେ ମୁଖ୍ୟମନ୍ତ୍ରୀ ? ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ଗଣତି |

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ନାବାଳିକା ସହ ଶାରୀରିକ ସମ୍ପର୍କ ଓ ବିକ୍ରି କରିଦେବା ଦେବା ଅଭିଯୋଗ ରେ ବଅଁରପାଳ ପୋଲିସ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନା ପକ୍ଷରୁ ସୂଚନା ମୁତାବକ ବଅଁରପାଳ ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳିକା ଯୁବତୀ ସହ ହୋଇଛି ଧୋକା । ବିଗତ କିଛି...

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବନ୍ଦା ଗ୍ରାମରେ ଆଜି ନୂତନ ମହିମା ମନ୍ଦିର ପ୍ରତିଷ୍ଠା ଓ ବାର୍ଷିକ ବାଲ୍ୟା ଲୀଳା ଉତ୍ସବ ପାଳିତ ହୋଇଯାଇଛି। ଆଜି ସକାଳ ୩ ଘଟିକା ପଣା ଅମୁଁଣିଆ, ପ୍ରଭାତ ଅବକାଶ ଭଜନ ଜଣାଣ, ବ୍ରହ୍ମଧୂନି ଲାଗିବା ପରେ ଅଖଣ୍ଡ ବତି ଲାଗିଲା ନାମ କାର୍ଯ୍ୟକ୍ରମ ପରେ ମନ୍ଦିର ପ୍ରତିଷ୍ଠା ହୋଇଥଲା। ଅଖଣ୍ଡ...

ଅନୁଗୋଳ ଜିଲ୍ଲାର ସମାଜ କାର୍ଯ୍ୟାଳୟ ସମ୍ମୁଖରେ ବୁଲେଟ ଦୁର୍ଘଟଣା ଗ୍ରସ୍ତ ଜଣେ ଗୁରୁତର। ସୂଚନା ଯେ, ବୁଲେଟ ଚାଳକ ଜନଙ୍କ ବସ ଷ୍ଟାଣ୍ଡ ଆଡୁ DIC ଛକ ଅଭିମୁଖେ ଯାଉଥିବା ବେଳେ ସମାଜ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ଗ୍ରସ୍ତ ଘଟି ଥିବା ବେଳେ ବୁଲେଟ ଚାଳକ ଜନଙ୍କ ଗୁରୁତର ଅବସ୍ଥା ରେ ରାସ୍ତା ରେ ପଡି ଥିଲେ।...

ଅନୁଗୋଳ ଜିଲ୍ଲା ନିଶା ଇଣ୍ତଷ୍ଟିଆଲ ଥାନା ଅନ୍ତର୍ଗତ ଜିନ୍ଦଲ ନିକଟରେ ଟାଟାଏସି ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି l ମୃତକ ଜଣଙ୍କ ହେଲେ ଖଇରବେରେଣୀ ଗ୍ରାମର ନିରଞ୍ଜନ ସାହୁ। ସୂଚନା ଯେ, ନିରଞ୍ଜନ ନିଜ ବାଇକ୍ ଯୋଗେ ଛେଣ୍ତିପଦାରୁ ଅନୁଗୋଳ ଅଭିମୁଖେ ଜାଉଥିବା ବେଳେ ଅନୁଗୋଳରୁ...








All rights reserved. Designed by Inter Softech