
ନୁଆଦିଲ୍ଲୀ : ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ଜଷ୍ଟିମ ଯଶୱନ୍ତ ବର୍ମା ବିରୋଧରେ ଗତବର୍ଷ ମାର୍ଚ୍ଚ ୧୪ରେ ଦିଲ୍ଲୀର ସରକାରୀ ବାସଭବନରେ ନିଆଁ ଲାଗିବା ଯୋଗୁଁ ବିପୁଳ ଟଙ୍କା ଧରାପଡିଥିଲା । ଏତେ ମାତ୍ରାର ନଗଦ କ୍ୟାସ୍ ମିଳିବା ପରେ ତାଙ୍କ...

୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି ହୁମାୟୁନ୍ କବୀରଙ୍କ ଦଳ ସହିତ ତାଙ୍କର ମେଣ୍ଟ ଭାଙ୍ଗିବା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଦଳ ବଙ୍ଗଳାରେ ଏକାକୀ ନିର୍ବାଚନ ଲଢ଼ିବ। ଦଳ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛି। ହୁମାୟୁନ୍ କବୀରଙ୍କ ଏକ କଥିତ ଭିଡିଓ...

ଭାରତୀୟ ଜନତା ପାର୍ଟି ଆଜି “ବିଶ୍ୱାସର ପ୍ରତିଜ୍ଞା” ଶୀର୍ଷକରେ ଏହାର ଇସ୍ତାହାର ପ୍ରକାଶ କରିଛି। ଗୃହମନ୍ତ୍ରୀ ଏବଂ ବିଜେପି ନେତା ଅମିତ ଶାହ ଇସ୍ତାହାର ପ୍ରକାଶ କରିଛନ୍ତି। ଦଳ କହିଛି ଯେ, ଏହା ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ବିଶ୍ୱାସର ଏକ ଦସ୍ତାବିଜ ଏବଂ ଏଥିରେ ଗୁରୁତ୍ୱପୂର୍ଣ୍ଣ ଜନସାଧାରଣ-ସମ୍ମୁଖୀ ପ୍ରତିଶ୍ରୁତି ଅନ୍ତର୍ଭୁକ୍ତ। ସମାବେଶ ସମୟରେ ଅମିତ ଶାହ ଜନତାଙ୍କୁ...

ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି। ଆଜି ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ବିଜେପି ଇସ୍ତାହାର ପ୍ରକାଶ କରିଛନ୍ତି। କୋଲକାତାର ନ୍ୟୁ ଟାଉନରେ ଇସ୍ତାହାର ପ୍ରକାଶ କରି ଅମିତ ଶାହ କହିଛନ୍ତି ଯେ, “ଆମେ ସୁନାର ବଙ୍ଗଳା ନିର୍ମାଣ ପାଇଁ ପ୍ରତିବଦ୍ଧ। ଏହି ଇସ୍ତାହାର ବଙ୍ଗଳାକୁ ବିକାଶର...

ଅନୁଗୋଳ ଜିଲ୍ଲାରେ ଘଟିଥିବା ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ଭଳି ସମ୍ବେଦନଶୀଳ ମାମଲାର ଚୁଡାନ୍ତ ରାୟ ଆଜି ପ୍ରକାଶ ପାଇଛି। ଅନୁଗୋଳ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ (POCSO) କୋର୍ଟ ଅଭିଯୁକ୍ତ ବାବୁଲା ଜେନାକୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଦଫା ୧୩୭(୨), ୧୦୩(୧),...

ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟ ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ‘ଅଟଳ ବସ୍ ଷ୍ଟାଣ୍ଡ’ ଯୋଜନାକୁ ମଞ୍ଜୁରି ମିଳିଛି। ଏହି ଯୋଜନା ଅନୁସାରେ ରାଜ୍ୟର ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ମୁଖ୍ୟାଳୟ ସହ ପର୍ଯ୍ୟଟନ କ୍ଷେତ୍ର ଓ ସହରାଞ୍ଚଳ ପୌର ସଂସ୍ଥାସ୍ତରରେ ଆଧୁନିକ ବସ୍ ଷ୍ଟାଣ୍ଡ ସ୍ଥାପନ, ଉନ୍ନୟନ ଓ ନବୀକରଣ କରାଯିବ। ରାଜ୍ୟର...

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀକୁ ନେଇ ବୟାନବାଜି : କେଜ୍ରିୱାଲ କହିଲେ ସିସୋଦିଆ ନିର୍ଦ୍ଦୋଷ; ବିଜେପିର ପ୍ରଶ୍ନ କାହିଁକି ପ୍ରତ୍ୟାହାର କରିଥିଲେ ଅବକାରୀ ନୀତି ?

ନୂଆଦିଲ୍ଲୀ: ଆଜି ଦୁଇ ଉତ୍ତର-ପୂର୍ବ ରାଜ୍ୟରେ ଭୋଟ ଗ୍ରହଣ ସହ ଦେଶର ୫ଟି ରାଜ୍ୟର ୬ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ମଧ୍ୟ ଉପନିର୍ବାଚନ ହେବାକୁ ଯାଉଛି । ସୂଚନା ଅନୁଯାୟୀ ଅରୁଣାଚଳ ପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ତାମିଲନାଡୁର ଗୋଟିଏ ଲେଖାଏଁ ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ମହାରାଷ୍ଟ୍ରର ଦୁଇଟି ବିଧାନସଭା...

‘ରାଜନୀତିରୁ କେବେ ଅବସର ନେଇନଥିଲି କି ନେବିନି’ *ଏବେ ରାଜନୀତିରୁ ସନ୍ନ୍ୟାସ ନେବେନି ସୋନିଆ ଗାନ୍ଧୀ। ଖୋଦ୍ ସୋନିଆ ଏହା ସ୍ପଷ୍ଟ କରିଛନ୍ତି। ସୋନିଆ କହିଛନ୍ତି, ସେ ରାଜନୀତିରୁ କେବେ ରିଟାୟର ହୋଇନଥିଲେ କି ଆଗକୁ ବି ହେବେନାହିଁ। ସେ ରାଜନୀତି ଛାଡିବା ନେଇ ହେଉଥିବା ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରିବା ସହ ସବୁ ଆକଳନ ଉପରେ...

ମାର୍ଚ୍ଚ ୧ରେ ଭାରତ ଆସିବେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବେ। ଭାରତ ସହ ଆମେରିକାର ଦୃଢ ସହଭାଗିତାକୁ ନିଶ୍ଚିତ କରିବାକୁ ସେ ବରିଷ୍ଠ ଭାରତୀୟ ଅଧିକାରୀଙ୍କୁ ଭେଟିବେ। ସୂଚନା ଥାଉକି ଏଥର ଭାରତ ଜି -୨୦ର ଅଧ୍ୟକ୍ଷତା କରୁଛି। ସେ ମାର୍ଚ୍ଚ...

ରାୟପୁର: ଆଜିଠୁ କଂଗ୍ରେସର ମହାଅଧିବେଶନ । ଛତିଶଗଡ଼ ରାୟପୁରରେ ଆୟୋଜିତ ହେଉଥିବା ଏହି ଅଧିବେଶନରେ ସାମିଲ ହେବେ ୧୮୨୫ରୁ ଅଧିକ ନିର୍ବାଚିତ କର୍ମକର୍ତ୍ତାଙ୍କ ସହ ପ୍ରାୟ ୧୫ ହଜାର ପ୍ରତିନିଧି । ସମାବେଶରେ ଯୋଗଦେବେ ସମସ୍ତ ପିସିସି ସଭାପତି, ପିସିସି କମିଟି ସଦସ୍ୟଙ୍କ ସମେତ ବହୁ ହେଭିଓ୍ବେଟ । ଏଆଇସିସି ସଭାପତି ଭାବେ ମଲ୍ଲିକାର୍ଜୁନ ଖଡ଼ଗେ ନିର୍ବାଚିତ...

ଓଡିଆ ପୁଅ ତଥା ଭାରତର ମୁଖ୍ୟ ମହାଲେଖାକା ନିୟନ୍ତ୍ରକ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ମିଳିଛି ଆନ୍ତର୍ଜାତୀୟ ଦାୟିତ୍ବ। ସେ ଆନ୍ତର୍ଜାତୀୟ ଶ୍ରମିକ ସଂସ୍ଥା ବା ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନର ଏକ୍ସଟ୍ରନାଲ ଅଡିଟର ଭାବେ ମନୋନିତ ହୋଇଛନ୍ତି। ଏହି ପଦବୀ ପାଇଁ ତାଙ୍କୁ ଆନ୍ତର୍ଜାତୀୟ ସ୍ତରୀୟ ଏକ କଷ୍ଟକର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ସଂସ୍ଥା ବର୍ତ୍ତମାନ...








All rights reserved. Designed by Inter Softech