
କଟକ – ଅବକାରୀ ବିଭାଗ କଟକ ସଦର ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ଚଢଉ କରି ୪ ଜଣ ନିଶା ବେପାରୀଙ୍କୁ ଗିରଫ କରିବା ସହିତ ୩୧ କିଲୋ ଗଞ୍ଜେଇ ଓ ଦୁଇଟି କାର ଜବତ କରିଛି । କଟକ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ ବିଶେଷ ସୂତ୍ରରୁ ଖବର ପାଇ, ସଦର ଥାନା ଅନ୍ତର୍ଗତ...

ଭୁବନେଶ୍ବର, ୦୬/୦୪ : ଆଉ ଖୋଲାରେ ବିକ୍ରି ହେବନି ଗ୍ୟାସ୍ । ୫କେଜି ଗ୍ୟାସ୍ ବିକ୍ରି ବନ୍ଦ। କଳାବଜାରୀକୁ ରୋକିବା ପାଇଁ E-KYC କରାଯାଉଛି। ତେଣୁ ନିର୍ଦ୍ଦିଷ୍ଟ ଅବଧିରେ ଗ୍ୟାସ୍ ମିଳିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେପଟେ ରାଜ୍ୟରେ ଗ୍ୟାସ୍, ପେଟ୍ରୋଲ ଓ ଡିଜେଲ୍ ମହଜୁନ ଅଛି। ତେଣୁ ବ୍ୟସ୍ତ ହେବାର ଆବଶ୍ୟକତା...

କଳିଙ୍ଗ ଷ୍ଟାଡିୟମ ଠାରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କରିଛନ୍ତି। ଏଥିସହିତ ଓଡିଶା ୨୦୨୮ରେ ଏହି ଗୌରବଜନକ ଚମ୍ପିଅନସିପ୍ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ସୂଚନାଯୋଗ୍ୟ ଯେ, ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆର ରବୀନ୍ଦ୍ର ଚୌଧୁରୀ ଏବଂ...

ନୁ ଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଚଞ୍ଚଲ କୁମାର ପୁଣେସ୍ଥିତ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ପ୍ରତିଷ୍ଠାନ (ଏଫଟିଆଇଆଇ), ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ-ଜାତୀୟ ଚଳଚ୍ଚିତ୍ର ଅଭିଲେଖାଗାର ଭାରତୀୟ (ଏନଏଫଡିସି-ଏନଏଫଏଆଇ) ଏବଂ ଦୂରଦର୍ଶନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଗତ ଏପ୍ରିଲ ପହିଲାରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଏହି ପ୍ରତିଷ୍ଠାନଗୁଡ଼ିକୁ...

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଓଡ଼ିଶା ଗସ୍ତରେ ଅଛନ୍ତି। ସେ ସପତ୍ନୀକ ଗଞ୍ଜାମ ଗସ୍ତ କରି ଆଦିଶକ୍ତି ମା’ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ମା’ ଙ୍କ ଦର୍ଶନଲାଭ କରି ଆଶୀର୍ବାଦ ପ୍ରାପ୍ତ କରିବା ସହ ସେ ଦେଶବାସୀଙ୍କ ପାଇଁ ମଙ୍ଗଳ କାମନା କରିଛନ୍ତି।

ବ୍ରହ୍ମପୁର : ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରବିବାର ବଢ଼ି ଭୋରରେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ସଦଳବଳେ ସହର ଉପକଣ୍ଠ ଅଙ୍କୁଶପୁର ଛକରେ ଛକି ରହିଥିବା ବେଳେ ଗୋଟିଏ ଟାଟା ଇଣ୍ଡିଗୋ କାରକୁ ଅଟକାଇ ଥିଲେ। କିନ୍ତୁ ଗାଡ଼ିକୁ ଅଟକାଇ ଅନ୍ଧାରର ସୁଯୋଗ ନେଇ ଦୁଇ ଜଣ ଅଜଣା ବ୍ୟକ୍ତି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।

ସିଆଇଏସଏଫ୍ ୟୁନିଟ ଟିଏଫଏଲ ତରଫରୁ ଅସହାୟଙ୍କୁ ଶୀତବସ୍ତ୍ର ପ୍ରଦାନ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ର କୁକୁଡ଼ାଙ୍ଗ ପଞ୍ଚାୟତ ର ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ସିଆଇଏସଏଫ୍ ୟୁନିଟ ଟିଏଫଏଲ ତାଳଚେର ତରଫରୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ସହାୟକ କମାଣ୍ଡାଟ କିଶୋର କୁମାର ପତ୍ର ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି...

सीआईएसएफ टीएफएल द्वारा जरूरतमंदों को सर्दी के कपड़ों का वितरण अनगुल जिले के वनरपाल प्रखंड के कुकुडांग पंचायत के असहाय वृद्ध महिला-पुरुषों को सीआईएसएफ की टीएफएल तालचेर द्वारा सर्दी के कपड़े दिए गए हैं. कार्यक्रम का आयोजन सहायक कमांडेंट किशोर कुमार...

ଆଶ୍ରିବାଦ ସେବା ସଂଗଠନ ଉଦ୍ୟମ ରେ ଜରାଶ୍ରମ ରେ ଆଶ୍ରୟ ନେଲେ ସେବତୀ ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ତଣ୍ଡିକୁଳ ପଞ୍ଚାୟତର ସାରଣଶଙ୍କରସାହି ର ଷାଠିଏ ବର୍ଷୀୟା ଅସହାୟ, ନିଃସହାୟ,ନିରାଶୟ ବୃଦ୍ଧା ସେବତୀ ଦାଶ | ପ୍ରାୟ ଦୀର୍ଘ ସତର ବର୍ଷ ତଳେ ସ୍ଵାମୀ ଧୂଳେଶ୍ଵର ଦାଶ ସ୍ତ୍ରୀ ସେବତୀ କୁ ଛାଡି ଆରପାରିକୁ ସବୁଦିନ ପାଇଁ...

ଜଗତସିଂହପୁର ସାଂସ୍କୃତିକ ପାରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜଗତସିଂହପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଜାନୁଆରୀ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଛି ୨୪ତମ ଜଗତସିଂହପୁର ପୁସ୍ତକ ମେଳା-୨୦୨୩ ।ଏହି ୨୪ତମ ପୁସ୍ତକ ମେଳାକୁ ଆସନ୍ତା ୧୫ତାରିଖ ଅପରାହ୍ନରେ ଓଡିଶା ବିଧାନ ସଭାର ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ...

କଙ୍କିଳି ଗ୍ରାମପଞ୍ଚାୟତରେ ପ୍ରଥମ ଥର ଧାନ ମଣ୍ଡି ଖୋଳିଲା. ସାନ୍ଦା ସେବା ସମବାୟ ସମିତି ଅଧୀନରେ ଥିବା କଙ୍କିଳି ଗ୍ରାମ ପଂଚାୟତ ଠାରେ ନୂତନ ଧାନ ମଣ୍ଡି ପ୍ରଥମ ଥର ଲାଗି ଗ୍ରାମ ପଞ୍ଚାୟତ ସରପଞ୍ଚ ମକର ଚାନ୍ଦ ସାହୁ ଓ ସମିତି ସଭ୍ୟା ଶ୍ରୀମତୀ ମମତା ପାଣୀଙ୍କ ଦ୍ୱାରା ଉଦଘାଟିତ ହୋଇଛି. ଉକ୍ତ କାର୍ଯ୍ୟକ୍ରମରେ ସେବା...

ମୋ କଲେଜ ଅଭିଯାନର ଜିଲ୍ଲାସ୍ତରୀୟ ସମ୍ମିଳନୀ ମୋ କଲେଜ ଏକ ଅଭିଯାନ ନୁହେଁ , ଏକ ଆବେଗ ଏହି ପରିକଳ୍ପନାକୁ ସାକାର କରିବା ପାଇଁ ଓଡିଶା ସରକାର ୨୦୨୧ ମସିହାଠାରୁ ” ମୋ କଲେଜ ଅଭିଯାନ ” ର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ୨୦୨୩ ମସିହା ପାଇଁ ଢେଙ୍କାନାଳ ଜିଲ୍ଲାରେ ମୋ କଲେଜ ଅଭିଯାନର...










All rights reserved. Designed by Inter Softech