
ବାଣିଜ୍ୟ, ଶିଳ୍ପ, ଶକ୍ତି, ସାର, ସଂଯୋଗୀକରଣ ଏବଂ ଗତିଶୀଳତା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଉପରେ ଗୁରୁତ୍ବ ଦେଇଛନ୍ତି। ସେମାନେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ନୂତନ ସୁଯୋଗ ଅନୁସନ୍ଧାନ କରୁଛନ୍ତି ବୋଲି ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ମାନ୍ତୁରୋଭ ଏବଂ ଜୟଶଙ୍କର ପଶ୍ଚିମ ଏସିଆର ସଂଘର୍ଷ ସମେତ ଆଞ୍ଚଳିକ ଏବଂ ବିଶ୍ୱର...

ଓଡ଼ିଆ ସିନେମା ଜଗତ ପାଇଁ ଆଜି ଏକ ସ୍ମରଣୀୟ ଦିନ। ଶୁକ୍ରବାର ବଡ଼ ପରଦାକୁ ଆସିଛି ଦୁଇଟି ଭିନ୍ନ ସ୍ବାଦର ଚଳଚ୍ଚିତ୍ର ‘ଆଫା – ଲାଇଫ୍ ଆଫ୍ଟର୍ ଲାଇଫ୍’ ଏବଂ ‘ପୂୟୋଦକମ’। ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଓଡ଼ିଆ ଭାଷା ପକ୍ଷ ଅବସରରେ ଦୁଇ ସିନେମାର କଳାକାର ଓ ସଦସ୍ୟମାନେ ଏକାଠି ହୋଇ ପରସ୍ପରର ଚଳଚ୍ଚିତ୍ରକୁ...

ନୁଆଦିଲ୍ଲୀ: ଇରାନରୁ ଅଶୋଧିତ ତୈଳ ଧରି ଭାରତ ଅଭିମୁଖେ ଆସୁଥିବା ଏକ ଟ୍ୟାଙ୍କର ସମୁଦ୍ର ମଝିରେ ବାଟଭାଙ୍ଗି ଚୀନ୍ ପଳାଇଥିବା ସୂଚନା ମିଳିଛି । ୨୦୦୨ରେ ନିର୍ମିତ ପିଙ୍ଗସୁନ ନାମକ ଏହି ଟ୍ୟାଙ୍କର ଉପରେ ଆମେରିକାର ଟ୍ରମ୍ପ ପ୍ରଶାସନ ଗତବର୍ଷ ବାସନ୍ଦ ଲଗାଇଥିଲା। ଇରାନରୁ ତେଲ ଧରି ଏହା ଭାରତ ଆସୁଥିଲା । କିଛିଦିନ ଭିତରେ ତାହା...

ଭୁବନେଶ୍ଵର: ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ‘ଟିମ୍ ଓଡ଼ିଶା’ ଏହି ପ୍ରତିଯୋଗିତାରେ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ହାସଲ କରି ଚାମ୍ପିୟନ ହୋଇଛି। ଗୁରୁବାର ଦିନ ଗ୍ରେଟର ନୋଏଡାର ‘ଇଣ୍ଡିଆ ଏକ୍ସପୋ ସେଣ୍ଟର’ଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସଫଳ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା। ‘ଇଣ୍ଡିଆ ସ୍କିଲ୍ସ’ରେ...

ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ହକି ଏସିଆ କପ୍ ଟ୍ରଫି ଜିତିଲା ଭାରତ। ବିହାରର ରାଜଗିରରେ ଖେଳା ଯାଇଥିବା ଚଳିତବର୍ଷର ଏସିଆ କପରେ ଚତୁର୍ଥ ଥର ପାଇଁ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ। ଏଥିସହ ଦଳ ୨୦୨୬ରେ ବେଲଜିୟମ ଓ ନେଦରଲାଣ୍ଡସରେ ହେବାକୁ ଥିବା ବିଶ୍ଵକପ ହକି ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି।...

ଭୁବନେଶ୍ୱର, ୦୬/୦୪ : ଜଗତସିଂହପୁରରେ ଚାକିରି ଦେବା ନାଁରେ ଚାଲୁଥିବା ବଡ଼ ଠକେଇକୁ ପୋଲିସ ପର୍ଦ୍ଦାଫାଶ କରିଛି। ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ, ୩୦ରୁ ଅଧିକ ଯୁବକଙ୍କୁ ଉଦ୍ଧାର କରିଛି। ଏହି ଠକେଇର ମାଷ୍ଟରମାଇଣ୍ଡ ଥିଲା ଏରସମା ଅଞ୍ଚଳର କୁଞ୍ଜକୋଠିର ମଦନ ଘଡ଼େଇ। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ହାଟବଜାର ନିକଟରେ ଥିବା ଏକ...

ତାଳଚେର – ଡ଼ୁବୁରୀ ରାସ୍ତା ଅବରୋଧ, ଯାତାୟାତ ଠପ୍। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ଭୁବନ ବାଇପାସ୍ ରାସ୍ତା ର ଭଦଳିଆପସି କୋଲ୍ହ ସାହି ଓଭର ବ୍ରିଜ ତଳେ ଏକ ବାଇକ୍ ନଂ OD 06D 5631 କୁ ଏକ ଟ୍ରକ୍ ଧକ୍କା ଦେଇ ବାଇକ୍ ସହ ଚାଳକକୁ ପ୍ରାୟ...

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ମେରାମଣ୍ଡଳୀ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ ଢେଙ୍କାନାଳ /ମେରାମଣ୍ଡଳି : ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ( ଟିଏସ୍ଏଫ୍ ) ପକ୍ଷରୁ ମେରାମଣ୍ଡଳୀର ସର୍ପା ରଘୁନାଥପୁରରେ ୨୦୨୩ ଜାନୁଆରି ୧୨ ତାରିଖ ଦିନ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ଜାତୀୟ ଯୁବ ଦିବସ ଓ ଜଗଦଗୁରୁ ସ୍ଵାମୀ ବିବେକାନନ୍ଦଙ୍କ ୧୬୦ତମ ଜୟନ୍ତୀ...

ବିଜୁ ସ୍ୱାସ୍ଥ କାର୍ଡ ର ସୁଫଳ ଲାଭ ପାଇ ଧନ୍ୟବାଦ ଜଣାଇଛନ୍ତି ପରିବାର ବର୍ଗ ଓ ସମାଜସେବୀ ନିଶ୍ଚିତ BSKY କାର୍ଡ ସାହାଯ୍ୟ ରେ ନିରୀହ ଜୀବନ ଟି ବଞ୍ଚି ପାରିଲା ସେଥିପାଇଁ ଧନ୍ୟବାଦ ର ପାତ୍ର ଅନଗୁଳ ମେଡିକାଲ ପ୍ରଶାସନ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ

ଜବତ ଗଞ୍ଜେଇ, ଧଳା ଜହର କୁ ପୋଡି ନଷ୍ଟ କଲା ପ୍ରଶାସନ ନାଲକୋ ନଗର: ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ସମୟରେ ଧର ପଗଡ଼ କରି ଛେଣ୍ଡିପଦା,ଆଠମଲ୍ଲିକ, କୋଲି ୟରି ଅନୁଗୁଳ ପ୍ରଭୃତି ଥାନା ଅଂଚଳରୁ ଜବତ କରିଥିବା ମାଦକ ଦ୍ରବ୍ୟ ବେଆଇନ ଗଞ୍ଜେଇ ପ୍ରାୟ୧୧୮୩କେଜି ଏବଂ ୬୧ଗ୍ରାମର ବ୍ରାଉନ ସୁଗାର କୁ ଆଜି...

ଅଙ୍ଗାରବନ୍ଧ ପଞ୍ଚାୟତରେ ଜଳିଗଲା ଧାନ ଗଦା, ନିଆଁ କୁ ଆୟତ କଲା ଅଗ୍ନିଶମ ବିଭାଗ ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ପଞ୍ଚାୟତ ଗଉଡ ସାହି ଗ୍ରମାର ଅଖୀ ଦାସ ଙ୍କର ଆଜି ସନ୍ଧ୍ୟା ବେଳେ କୌଣସି କାରଣରୁ ନିଆ ଲାଗି ଯାଇଥିଲା। ଏହା ଦେଖିବା ପରେ ସ୍ଥାନୀୟ ଲୋକ ନିଆକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଚେଷ୍ଟା...

ଫକୀର ମୋହନ ସେନାପତି ସ୍ମୁତି ପାଠାଗାର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କଣ୍ଟୁଣିଆ ସ୍ଥିତ ଫକୀରମୋହନ ସେନାପତି ସ୍ମୃତି ପାଠାଗାର ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ତଥା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି |ଉକ୍ତ ଉତ୍ସବରେ ଉଦଘାଟକ ଭାବରେ ଗୋଠଦା ମଠର ମଠଧୀସ ଚିନ୍ତାମଣି ପର୍ବତ ଗୋସ୍ୱାମୀ ଉତ୍ସବ...









All rights reserved. Designed by Inter Softech