
କଳାସାମ୍ରାଜ୍ୟର ଅଘୋଷିତ ରାଜା,କେଉଁ ଅଧିକାରୀଙ୍କ ବଳରେ ବଳୀୟାନ ଏ ରଞ୍ଜନ ତନ୍ତୀ । କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ରାଜ୍ କରୁଛି କଳା ସାମ୍ରାଜ୍ୟର ଅଘୋଷିତ ରାଜା ରଞ୍ଜନ ତନ୍ତୀ, ତାକୁ ରାଜା କରାଇବାରେ ସାହାଯ୍ୟ କରୁଛନ୍ତି କିଛି ସ୍ଥାନୀୟ ଆଞ୍ଚଳିକ ପ୍ରଶାସନିକ ଅଧିକାରୀ, କିଏ ସେ...

ପ୍ରଧାନମନ୍ତ୍ରୀ ମୋଦି ସ୍ଲୋଭାକିଆନ ରାଷ୍ଟ୍ରପତିଙ୍କ ସହ ‘ବଢୁଥିବା ସହଭାଗୀତା’ ବିଷୟରେ ଆଲୋଚନା କରିଛନ୍ତି ବ୍ରାଟିସ୍ଲାଭା: (ଜୁନ୍ ୧୫) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସ୍ଲୋଭାକିଆନ ରାଷ୍ଟ୍ରପତି ପିଟର ପେଲେଗ୍ରୀନିଙ୍କୁ ଭେଟି ଡିଜିଟାଲାଇଜେସନ୍, ନବସୃଜନ, ପ୍ରତିରକ୍ଷା ଏବଂ ପରମାଣୁ ଶକ୍ତି ସମେତ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସହଭାଗୀତା ବିଷୟରେ ଆଲୋଚନା କରିଛନ୍ତି। ୟୁରୋପକୁ ତାଙ୍କର ସପ୍ତାହବ୍ୟାପୀ...

ଲଣ୍ଡନ: ଜୁନ୍ ୧୫ ତାରିଖ ଦିନ ୟୁକେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗିରଫ ହୋଇଥିବା ଜଣେ ଭାରତୀୟ ବ୍ୟକ୍ତିଙ୍କୁ କ୍ୟାପ୍ଟେନ୍ ଅଜୟ ପନ୍ତ ବୋଲି ଚିହ୍ନଟ କରାଯାଇଛି ଏବଂ ରୁଷ ଉପରେ ପାଶ୍ଚାତ୍ୟ ପ୍ରତିବନ୍ଧକର ଉଲ୍ଲଂଘନ ଅଭିଯୋଗରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ଇଂରାଜୀ ଚ୍ୟାନେଲରେ ଏକ ରୁଷୀୟ ଛାୟା ଫ୍ଲିଟ୍ ତେଲ ଟ୍ୟାଙ୍କର୍ କୁ ଅଟକାଇବା ପାଇଁ...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)
ଆଜିର ରାଶିଫଳ (୧୬ ଜୁନ୍ ୨୦୨୬) ରାଶି ଶୁଭ ଫଳାଫଳ ଶୁଭ ସଂଖ୍ୟା ଶୁଭ ରଙ୍ଗ ଶୁଭ ସମୟ ପ୍ରତିକାର ମେଷ କାର୍ଯ୍ୟରେ ସଫଳତା ମିଳିବ ୯ ଲାଲ ସକାଳ ୮-୧୦ ହନୁମାନ ଚାଳିଶା ପାଠ କରନ୍ତୁ ବୃଷ ଆର୍ଥିକ ଲାଭର ଯୋଗ ୬ ଧଳା ସନ୍ଧ୍ୟା ୫-୭ ଗାଈକୁ ଗୁଡ଼ ଖୁଆନ୍ତୁ ମିଥୁନ ନୂତନ ଯୋଜନା...

ଢେ଼ଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳମଣି ଙ୍କ ପୀଠରେ ଆଜି ମିଥୁନ ରଜ ସଂକ୍ରାନ୍ତି ଓ ମଳ ଅମାବସ୍ୟା ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହା ସ୍ନାନ,ବେଲ ପତ୍ର ବିଭିନ୍ନ ପ୍ରକାରର ପୁଷ୍ପ ଓ ଭୋଗ ଲାଗି ପୂଜା ଅର୍ଚ୍ଚନା କରାଯାଇ ଥିଲା। ମଧ୍ୟାନ ରେ ଅର୍ଣ୍ଣ...

ପ୍ରକଳ୍ପ ସ୍ତରୀୟ ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ ପାଳିତ ବଅଁରପାଳ, : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରକଳ୍ପ ସ୍ତରୀୟ ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଅତିଥିମାନେ ଯୋଗଦେଇ ଅଦ୍ୱିକା ଦିବସ କେବଳ...

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତୃଣମୂଳ କଂଗ୍ରେସ ଠାରୁ ବିଜେପି ବଡ ବ୍ୟବଧାନରେ ଜିତୁଥିବା ଦେଖାଯାଉଛି। ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଜେପି ୨୦୮ ଆସନରେ ବିଜୟୀ/ ଆଗୁଆ ଥିବା ବେଳେ ଟିଏମସି କୁ ୭୯ ଆସନ ମିଳୁଥିବା ଜଣାପଡୁଛି। କିନ୍ତୁ ସବୁଠାରୁ ଚର୍ଚ୍ଚିତ ଆସନ ଭବାନୀପୁରରେ ମମତା ବାନାର୍ଜୀଙ୍କୁ ଶୁଭେନ୍ଦୁ...

ମମତା ବାନାର୍ଜୀ ପଛୁଆ ଅଛନ୍ତି। ଭବାନୀପୁର ଆସନରେ ମମତା ବାନାର୍ଜୀ ପଛୁଆ ରହିଥିବା ବେଳେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୫୬୩ ଭୋଟ୍ରେ ପଛୁଆ ରହିଥିବା ସଦ୍ୟ ସୁଚନା।

ଆସାମରେ ପୁଣି ବିଜେପି ସରକାର । ବହୁ ପଛରେ ପଡ଼ିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ । ହିମନ୍ତ ବିଶ୍ୱଶର୍ମା ଜାଲୁକବାରି ବିଜେପି ଆଗୁଆ ରହିଛନ୍ତି । ୩ୟ ଥର ପାଇଁ ଆସାମରେ ବିଜେପି ସରକାର ହେବାକୁ ଯାଉଛି । ଭୋଟ ଗଣତି ଜାରି ରହିଛି । ବିଜେପି ଆଗୁଆ ରହିଛି । ହିମନ୍ତ ବିଶ୍ବଶର୍ମା ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ...

କୋଲକତାରେ ଆଗେଇ ଚାଲିଛି ବିଜେପି । ଏହାରି ଭିତରେ କୋଲକତା ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭୋଟ ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ପୋଲିସ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ବିଜୟ ପରେ କୌଣସି ଶୋଭାଯାତ୍ରାକୁ ମନା କରାଯାଇଛି । କୋଲକତାରେ ଆଜି ବିଜୟ ସେଲିବ୍ରେସନ କରିବାକୁ...

୫ଟ ରାଜ୍ୟରେ ଆୟୋଜିତ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରୁଥିବା ଆଶା କରାଯାଉଛି। ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା କରାଯାଉଛି। ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୫୭ ଆସନରେ ଆଗୁଆ ଥିବାବେଳେ ଟିଏମସି...

ତାମିଲନାଡ଼ୁ: ହାରିଗଲେ ତାମିଲନାଡୁ ମୁଖମନ୍ତ୍ରୀ ! କୋଲାଥୁର ଆସନରେ ହାରିଲେ ଏମକେ ଷ୍ଟାଲିନ ! ଷ୍ଟାଲିନ ହାରିଥିବା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇଛି । ଟିଭିକେ ପ୍ରାର୍ଥୀଙ୍କ ଠାରୁ ଷ୍ଟାଲିନ ବାହାରିଥିବା ସୂଚନା ଦେଇଛନ୍ତି । ଜୋସେଫ ବିଜୟ ଚନ୍ଦ୍ରଶେଖର ଓରଫ ଥାଲାପଥି ବିଜୟ ତାମିଲନାଡ଼ୁ ସିନେ ଜଗତ ପରେ ଏବେ ରାଜନୀତିରେ ସବୁଠୁ...

ଭାରତ-ଆମେରିକା ସମ୍ପର୍କରେ ତିକ୍ତତା ଆସିବା ସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ଭାରତ ସହ ଥିବା ବ୍ୟକ୍ତିଗତ ସମ୍ପର୍କକୁ ପ୍ରଶଂସା କରିବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କ ବୟାନକୁ ପ୍ରଶଂସା କରିଛନ୍ତି। ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପ୍ରତିକ୍ରିୟାରେ କହିଛନ୍ତି, ଭାରତ ଆମେରିକା ସମ୍ପର୍କକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ “ସେବା ପକ୍ଷ” ଭାବେ ପାଳନ କରିବ ଗଞ୍ଜାମ ଜିଲ୍ଲା ବିଜେପି ବ୍ରହ୍ମପୁର. ୬/୮ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ପକ୍ଷରୁ “ସେବା ପକ୍ଷ” ପାଳନ ପାଇଁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା...

ଭୁବନେଶ୍ୱର, ୦୨/୦୯: ଖୁବଶୀଘ୍ର ଓଡ଼ିଶା କଂଗ୍ରେସର ବିଭିନ୍ନ ଜିଲ୍ଲାକୁ ମିଳିବ ନୂଆ ଜିଲ୍ଲା ସଭାପତି । ଆଜିଠୁ ‘ସଙ୍ଗଠନ ସୃଜନ ଅଭିଯାନ’ ପ୍ରକ୍ରିୟା ଆରମ୍ଭ ହେବ । ଏହି ପ୍ରକ୍ରିୟା ସରିବା ପରେ ରାଜ୍ୟରେ କଂଗ୍ରେସର ଥିବା ୩୫ଟି ସାଙ୍ଗଠନିକ ଜିଲ୍ଲାରେ ନୂଆ ସଭାପତି ଦାୟିତ୍ୱ ନେବେ । କଂଗ୍ରେସ ସାଙ୍ଗଠନିକ ଜିଲ୍ଲା ସଭାପତି ଚୟନ ନେଇ...

ବର୍ତ୍ତମାନ ସାରା ରାଜ୍ୟରେ ସାର ର ଅଭା ପରିଲକ୍ଷିତ ହୋଇଛି। ଚାଷୀ ଧାନ ବିଲରେ ପିଡିଆ ପକାଇବାକୁ ଅପେକ୍ଷା କରିଛି। ହେଲେ ସରାକରୀ ସାର ବର୍ତ୍ତମାନ ଘୋର ଅଭାବ ଦେଖାଦେଇଛି। ଏହାକୁ ନେଇ ଚାଷୀମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ସାରିଲେଣି। ତେବେ ଏହାକୁ ନେଇ ବିରୋଧୀ ଦଳ ବିଜେଡି ଆଗକୁ ଆନ୍ଦୋଳନ କରିବ ବୋଲି ଧମକ ଦେଇସାରିଲାଣି।...

🌍 ଆନ୍ତର୍ଜାତୀୟ ଖବର (International) ଟ୍ରମ୍ପଙ୍କ ଭାରତ ବିରୋଧୀ ମତାମତ – ଯୁକ୍ତରାଷ୍ଟ୍ରର ନେତା Donald Trump ଭାରତ ସହ ବ୍ୟାପାରକୁ “ବିପଦ” ବୋଲି ଆହ୍ୱାନ କରିଛନ୍ତି। ଇସ୍ରାଏଲ୍ ଆକ୍ରମଣ ଭିଡିଓ ପ୍ରକାଶ – 7 ଅକ୍ଟୋବର Hamas ଆକ୍ରମଣର ଭିଡିଓ Israel ରିଲିଜ୍ କରିଛି, ଯାହା ସାରା ବିଶ୍ୱକୁ ଆନ୍ଦୋଳିତ କରିଛି। SA20 କ୍ରିକେଟ୍ ନିଲାମ...

ଓଡ଼ିଶା ଆସିବେ ରାହୁଲ ଗାନ୍ଧି। ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବା ନେଇ କାର୍ଯ୍ୟକ୍ରମ ରହିଛି। ଏ ନେଇ ପିସିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି। ରୋଡ ସୋ’, ପଦଯାତ୍ରା, ସଭା କାର୍ଯ୍ୟକ୍ରମ ରହିଛି। ଭୋଟ ଚୋରି, ନାରୀ ନିର୍ଯାତନା, ଓଡ଼ିଶା କାହିଁକି ଗରିବ ପ୍ରସଙ୍ଗ ଉଠାଇବେ ବୋଲି ପିସିସି ସଭାପତି କହିଛନ୍ତି।










All rights reserved. Designed by Inter Softech