
ନୁଆଦିଲ୍ଲୀ : ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ପାକିସ୍ତାନ ବାୟୁସେନାର ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ନିୟମିତ ସାମରିକ ଅଭ୍ୟାସ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ଦୁଇ ପାଇଲଟ୍ ମୃତ୍ୟୁ ହୋଇଛି । ବିମାନ ଦୁର୍ଘଟଣା ବେଳେ ରାସ୍ତା ଯାଉଥିବା ତିନି ଜଣ ସ୍ଥାନୀୟ...

ନୁଆଦିଲ୍ଲୀ: ପ୍ରତ୍ୟେକ ପିଲାଙ୍କ ପାଇଁ ଶିକ୍ଷା ଅଧିକାର ଦେବା ଲାଗି ଓଡିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ରାଜ୍ୟରେ କିଣ୍ଡରଗାର୍ଟନ (KG) ରୁ ସ୍ନାତକୋତ୍ତର (PG) ପର୍ଯ୍ୟନ୍ତ ଶିକ୍ଷା ମାଗଣା ହେବ। ସରକାର ଦାବି କରିଛନ୍ତି ଯେ, ଓଡିଶା ଏପରି ଏକ ବ୍ୟାପକ ଏବଂ ସମ୍ପୂର୍ଣ୍ଣ...

ବ୍ରହ୍ମପୁର: ପୁଅର କାଠ ଫାଳିଆ ମାଡରେ ବାପରେ ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଗୋସାଣି ନୂଆଗାଁ ତୋଟା ସାହିରେ ଘଟିଛି। କୌଣସି କାରଣରୁ ବାପାଙ୍କ ସହ ପାଟିତୁଣ୍ଡ ହେବା ପରେ ପୁଅ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ବାପର ମୃତ୍ୟୁ ଘଟିଛି। ପୁଅ କୁ ଅଟକ ରଖିଛି ପୋଲିସ। ସୁଚନା ଅନୁଯାୟୀ,...

ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଇତିହାସରେ ଆଜି ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ଆନୁଷ୍ଠାନିକ ଭାବେ ଐତିହାସିକ ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ପ୍ରାୟ ୧୧୦୦ରୁ ଅଧିକ ଭକ୍ତଙ୍କୁ ନେଇ ଗୁଜରାଟର ପବିତ୍ର ପ୍ରଭାସ ପାଟଣସ୍ଥିତ ପ୍ରଭୁ ସୋମନାଥଙ୍କ ଧାମ ଅଭିମୁଖେ ଯାତ୍ରା...

ବିଶ୍ୱାଳ ସପ୍ ଓ ଏସ୍ବି ଆକୁଆ ପକ୍ଷରୁ ଦହି ସର୍ବତ ବଣ୍ଟନ ଅନୁଗୋଳ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ବଅଁରପାଳ ବ୍ଲକ ଅନ୍ତର୍ଗତ ମଙ୍ଗଳବାର ହାଟ ବଜାରରେ ଥିବା ବିଶ୍ୱାଳ ସପ୍ ଓ ଏସ୍ବି ଆକୁଆ ପକ୍ଷରୁ ଏକ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଦହି ସର୍ବତ ବଣ୍ଟନ କରାଯାଇଥିଲା। ଏହି...

ଭୁବନେଶ୍ବର : ୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ। ଓଡ଼ିଶା କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ରାଜ୍ୟର ୨୬ଟି ଜିଲ୍ଲାରେ ଥିବା ୬୪ଟି ସ୍ଥାନର ବିକୃତ ଇଂରାଜୀ ବନାନକୁ ସଂଶୋଧନ କରି ମୂଳ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ପରିବର୍ତ୍ତନ କରିବାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି । ସରକାରୀ ଦସ୍ତାବିଜରେ ଥିବା...

କେରଳରେ UDF ଦଳ ଆଗରେ ! କେରଳରେ ଶାସନ ପରିବର୍ତ୍ତନ ସମ୍ଭାବନା ଦେଖା ଦେଇଛି। ରୁଲିଂ ପାର୍ଟି LDFକୁ ପଛରେ ପକାଇ UDF ଆଗରେ ଚାଲିଛି।udf ୭୭ ସିଟ ରେ ଆଗୁଆ ରହିଛି।

ଆସାମରେ ପୁଣି ବିଜେପି ସରକାର ! ଆସାମରେ ପୁଣି ବିପୁଳ ବିଜୟ ପଥେ ବିଜେପି ଦଳ। ୯୦ ଆସନରେ ଅଗ୍ରଣୀ ସହ ସରକାର ଆଶା ଉଜ୍ଜ୍ବଳ ରହୁଛି । ବହୁ ପଛରେ ପଡ଼ିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ ।

ପଶ୍ଚିମବଙ୍ଗରେ ଆଗରେ ବିଜେପି !ପଶ୍ଚିମବଙ୍ଗରେ TMC ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଥିବା ବେଳେ ଶାସକ TMCକୁ ପଛରେ ପକାଇ ଆଗୁଆ ଚାଲିଛି ବିଜେପି । ଟୋଟଲ 293 ସିଟ ରୁ ବିଜେପି ୧୪୫ ଆସନରେ ଆଗୁଆ, ଟି ଏମ ସି ୯୬ ସିଟ ରେ ଆଗୁଆ ଓ ଅନ୍ୟ ଦଳ ମାନେ ଚାରିଟି ସିଟ...

ନୁଆଦିଲ୍ଲୀ : ଆଜି ୪ଟି ରାଜ୍ୟ ଆଉ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନୀ ଫଳ ଆସିବ । ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀର ନିର୍ବାଚନ ଫଳ ଉପରେ ସମସ୍ତଙ୍କ ନଜର । ପଶ୍ଚିମବଙ୍ଗରେ ଟିଏମସି ଏବଂ ବିଜେପି ମଧ୍ୟରେ ହାଇଭୋଲଟେଜ୍ ଟକ୍କର, ତାମିଲନାଡ଼ୁରେ ତ୍ରିମୁଖୀ ଲଢେଇ, କେରଳରେ ଏଲଡିଏଫ୍ ଓ ୟୁଡିଏଫ୍ ମଧ୍ୟରେ...

ଦିଲ୍ଲୀ: ‘ଚାଇନିଜ୍ ମାଞ୍ଜା’ ରେ ବେକ କଟି ୫ ବର୍ଷୀୟ ଶିଶୁର ମୃତ୍ୟୁ ନୂଆଦିଲ୍ଲୀ: (ମେ ୪) ରବିବାର ଦିନ ଉତ୍ତର-ପୂର୍ବ ଦିଲ୍ଲୀର ଉସମାନପୁର ଅଞ୍ଚଳରେ ପରିବାର ସହିତ ମୋଟରସାଇକେଲରେ ଯାତ୍ରା କରୁଥିବା ସମୟରେ ନିଷିଦ୍ଧ ‘ଚାଇନିଜ୍ ମାଞ୍ଜା’ ଦ୍ୱାରା ଜଣେ ପାଞ୍ଚ ବର୍ଷୀୟ ଶିଶୁର ବେକ କଟି ଯିବାରୁ ତାହାର ମୃତ୍ୟୁ ହୋଇଛି, ପୋଲିସ କହିଛି।ଘଟଣାଟି...

ୟୁପିର ହମିରପୁରରେ ଦଳିତ ମହିଳାଙ୍କୁ ପ୍ରେମ ସମ୍ପର୍କର ପ୍ରଲୋଭନ ଦେଖାଇ ବଳାତ୍କାର କରିବା ଅଭିଯୋଗରେ ଜଣେ ପୁରୁଷଙ୍କ ବିରୋଧରେ ମାମଲା ରୁଜୁ ହମିରପୁର (ୟୁପି): (ମେ 3) ଏଠାରେ ଜଣେ ଦଳିତ ମହିଳା ଅଭିଯୋଗ କରିଛନ୍ତି ଯେ ଜଣେ ପଡ଼ୋଶୀ ତାଙ୍କୁ ସମ୍ପର୍କର ପ୍ରଲୋଭନ ଦେଖାଇ ଯୌନ ନିର୍ଯାତନା ଦେଇଛନ୍ତି, ପୋଲିସ ରବିବାର କହିଛି।ସେମାନେ କହିଛନ୍ତି ଯେ...

ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ଉତ୍ତେଜନା ଏବେ ଏକ ନୂଆ ମୋଡ଼ ନେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ୫୦% ଶୁଳ୍କ ଲାଗୁ କରିବାର ନିଷ୍ପତ୍ତି କେବଳ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ତିକ୍ତ କରିନାହିଁ ବରଂ ବିଶ୍ୱ ଅର୍ଥନୈତିକ ସମୀକରଣକୁ ମଧ୍ୟ ଦୋହଲାଇ ଦେଇଛି । ଏହି ପ୍ରସଙ୍ଗରେ ଆମେରିକୀୟ...

ଓଡ଼ିଶାରେ ଉନ୍ନତିର ନୂଆ ପ୍ରଗତି।କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଓ ଓଡ଼ିଶାର ପ୍ରମୁଖ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ, ଗତ କିଛି ବର୍ଷରେ ଓଡ଼ିଶାରେ ଶିକ୍ଷା, ରୋଜଗାର, ପରିକଳ୍ପନା ଓ ସାମାଜିକ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି।” “ଶିକ୍ଷା କ୍ଷେତ୍ରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯାନ ସ୍ପଷ୍ଟ। IIT ଭୁବନେଶ୍ୱର, IIM ସମ୍ବଲପୁର, AIIMS ଭୁବନେଶ୍ୱର – ଏହି ସମସ୍ତ...

ବିଚ୍ ରାସ୍ତାରେ ରାହୁଲ ଗାନ୍ଧୀଙ୍କୁ ଯୁବକ କଲେ ଖୁଲ୍ଲମଖୁଲ୍ଲା କିସ୍ ବିହାର ଗସ୍ତରେ ଥିବା କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ଏକ ବଡ଼ ତ୍ରୁଟିର ଘଟଣା ସାମ୍ନାକୁ ଆସିଛି। ପୂର୍ଣ୍ଣିଆରେ ଏକ ବାଇକ ରାଲି ସମୟରେ ଜଣେ ଯୁବକ ରାହୁଲ ଗାନ୍ଧୀଙ୍କୁ ଚୁମ୍ବନ ଦେଇଥିଲେ। ଏହା ପରେ ରାହୁଲ ଗାନ୍ଧୀଙ୍କ...

ବୁଧବାର ନାମାଙ୍କନ ଦାଖଲ କଲେ ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଉପରାଷ୍ଟ୍ରପତି ପଦ ପାଇଁ...

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ INDI ମେଣ୍ଟ ପ୍ରାର୍ଥୀ। INDI ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ନାମାଙ୍କନ ଭରିଲେ। ମଲ୍ଲିକାର୍ଜୁନ ଖଡ୍ଗେ, ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ଶରଦ ପାୱାର ଉପସ୍ଥିତ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀ । ରେଡ୍ଡୀ ହେଉଛନ୍ତି ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଏବଂ ସେ ଗୋଆର ପ୍ରଥମ...

ଭୂବନେଶ୍ୱର ୧୭/୦୮ : କଂଗ୍ରେସର ଟାର୍ଗେଟ ୨୦୨୯ । ଓଡ଼ିଶା ଦଖଲ କରୁଛି ନୂଆ ରଣନୀତି । ୨୦୨୪ ନିର୍ବାଚନରେ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ନେଇ ବସିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ ଲଲୁ, ପିସିସି ସଭାପତି ଭକ୍ତଚରଣ ଦାସ, କଂଗ୍ରେସ ବିଧାୟକ ଦଳ ନେତା...








![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-20-scaled.jpg)
All rights reserved. Designed by Inter Softech