
ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ଏକ ଦିନିକିଆ ଅନୁଗୋଳ ଜିଲ୍ଲା ଗସ୍ତ ଅନୁଗୋଳ,ତା.୨୧.୦୩:- ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ଦିନିକିଆ ଅନୁଗୋଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଊଦଘାଟନ କରିଥିଲେ । ପୂର୍ବାହ୍ନରେ ବଅଁରପାଳ ଅନ୍ତର୍ଗତ...

ଏ ନେଇ ବିଜେଡି ମୁଖ୍ୟମନ୍ତ୍ରୀ ବାସଭବନ ଘେରାଓ କରିବାକୁ ଚେତାବନୀ ଦେଇଥିଲା । ବିଜେଡିର ଚେତାବନୀ ପରେ ପୋଲିସର ଆକ୍ସନ ହୋଇଛି । ବରିଷ୍ଠ ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଭିଯୁକ୍ତ ସିଦ୍ଧାର୍ଥ ସ୍ବାଇଁ ଓ ଦେବୀପ୍ରସାଦ ଲେଙ୍କାଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରି...

ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଶନିବାର ଅହମ୍ମଦାବାଦର ଗୁଜରାଟ ବିଶ୍ୱବିଦ୍ୟାଳୟ କନଭେନସନ ଏବଂ ପ୍ରଦର୍ଶନୀ କେନ୍ଦ୍ରଠାରେ ତିନି ଦିନିଆ ‘ଓଡ଼ିଶା ପର୍ବ ୨୦୨୬’କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ଶ୍ରୀ ହର୍ଷ ରମେଶକୁମାର ସାଙ୍ଘଭି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମାର୍ଚ୍ଚ ୨୧ରୁ ୨୩ ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବ ଓଡ଼ିଶାର...

କାମାକ୍ଷାନଗର: କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ୍ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା। ଘଟଣା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୁଲିସ। ମୁଖ୍ୟ ଅଭିଯୁକ୍ତ ଜଣକ କାମାକ୍ଷାନଗର ଥାନା ସାଆନ୍ତାରାପୁର ଗ୍ରାମର ଗଙ୍ଗାଧର ପାତ୍ର(ଜଗା )ହୋଇଥିବା ଜଣା ପଡିଛି। ଜଗାକୁ ଧରିବା ପରେ ପୁଲିସ ସିନ୍ ରିକ୍ରିଏସନ୍ କରାଇଥିବା ବେଳେ ପୁଲିସ ଆଗରେ ଦୁଷ୍କର୍ମ...

ନୁଆଦିଲ୍ଲୀ: ମଧ୍ୟ ପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପୂର୍ବରୁ ଏଲପିଜି ସଙ୍କଟ ଥିବା ବେଳେ, ତୈଳ କମ୍ପାନୀଗୁଡ଼ିକ ପ୍ରିମିୟମ୍ ପେଟ୍ରୋଲର ମୂଲ୍ୟ ବୃଦ୍ଧି କରିଛନ୍ତି। ୨୦ ମାର୍ଚ୍ଚ, ୨୦୨୬ ରେ ବିପିସିଏଲର ‘ସ୍ପିଡ୍’, ଏଚପିଏଲର ‘ପାୱାର’ ଏବଂ ଆଇଓସିଏଲ୍ ର ‘ଏକ୍ସପି୯୫’ ଭଳି ପ୍ରିମିୟମ୍ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨.୦୯ ଟଙ୍କା ବୃଦ୍ଧି କରାଯାଇଛି।

ନୁଆଦିଲ୍ଲୀ: ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ (ଟିଏମସି) ଇସ୍ତାହାର ପ୍ରକାଶ କରିଛି। ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନା ଅଧୀନରେ ସାଧାରଣ ବର୍ଗର ମହିଳାମାନଙ୍କ ପାଇଁ ଟିଏମସି ୧,୫୦୦ ଟଙ୍କା ଏବଂ SC/ST ପାଇଁ ୧,୭୦୦ ଟଙ୍କା ମାସିକ ଅନୁଦାନ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, “ବେକାର...
ଗଡକରୀ ଉନ୍ମୋଚନ କଲେ ଖଦି ପ୍ରାକୃତିକ ରଙ୍ଗ – ଖଦି କମିଶନଙ୍କ ଦ୍ୱାରା ବିକଶିତ ଭାରତର ପ୍ରଥମ ଗୋବରରୁ ପ୍ରସ୍ତୁତ ରଙ୍ଗ ଜେ ବି ଏନ, ୧୨/୦୧ /୨୦୨୧, କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ଆଜି ତାଙ୍କ ବାସଭବନରେ ଖଦି ଏବଂ ଗ୍ରାମ୍ୟ ଶିଳ୍ପ...
ରାଜନୀତିରେ ନିଃସ୍ୱାର୍ଥପର ଏବଂ ଗଠନମୂଳକ ଅବଦାନ ରଖିବାକୁ ଯୁବ ସମାଜକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପାରିବାରିକ ରାଜନୀତି ସାମାଜିକ ଦୁର୍ନୀତିର ପ୍ରଧାନ କାରଣ: ପ୍ରଧାନମନ୍ତ୍ରୀ ଜେ ବି ଏନ, ୧୨/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ରାଜନୀତିରେ ଗଠନମୂଳକ ଓ ନିଃସ୍ୱାର୍ଥପର ଅବଦାନ ରଖିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁବ ସମାଜକୁ...
କୃଷକ ବିରୋଧୀ କଳା ଆଇନ୍ , ଆନ୍ଦୋଳନରତ ୮୦ରୁ ଉର୍ଦ୍ଧ କୃଷକ ଭାଇଙ୍କ ମୃତ୍ୟୁ ପ୍ରତିବାଦରେ ଯୁବ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳଙ୍କ ରାଉରକେଲାରୁ ଦିଲ୍ଲୀ ସାଇକେଲ ଯାତ୍ରା ” (ଜେ ବି ଏନ /ସୁଶାନ୍ତ ଗଡ଼ନାୟକ) ୧୨/୦୧/୨୦୨୧ ସୁନ୍ଦରଗଡ଼ /ରାଉରକେଲା : ଜୟ ଯବାନ , ଜୟ କିଶାନ ” ର ଏକ ମହତ୍ଵପୂର୍ଣ ପରିଭାଷାକୁ ପ୍ରାମାଣିକ...
ମହାରାଷ୍ଟ୍ର ହସ୍ପିଟାଲ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ପର୍କୀୟଙ୍କ ପାଇଁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ଜେ ବି ଏନ, ୧୧/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ଭଣ୍ଡାରାସ୍ଥିତ ହସ୍ପିଟାଲରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ...
ଜୀବନବିନ୍ଦୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି : କାମାକ୍ଷାନଗର (ଜେ ବି ଏନ) ୧୦-୦୧-୨୦୨୧ କାମାକ୍ଷାନଗର/ଢେଙ୍କାନାଳ : ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ କୁ ଦୃଷ୍ଟି ରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଓ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ନିର୍ଦ୍ଦେଶ କ୍ରମେ ଆଜି କାମାକ୍ଷାନଗର ବିଜୁ ଜନତା...
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୋଭିଡ-19ର ସ୍ଥିତି ଓ ଟୀକାକରଣ ପ୍ରସ୍ତୁତି ସମୀକ୍ଷା ଏହାପରେ 50ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ 50ବର୍ଷରୁ କମ୍ ଏକାଧିକ ରୋଗରେ ପୀଡିତ ପ୍ରାୟ 27କୋଟି ଲୋକଙ୍କୁ ଦିଆଯିବ ଟୀକା ଜେ ବି ଏନ, ୦୯/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଦେଶରେ କୋଭିଡ-19ର ସ୍ଥିତି ଏବଂ...








All rights reserved. Designed by Inter Softech