
ନୁଆଦିଲ୍ଲୀ : ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ପାକିସ୍ତାନ ବାୟୁସେନାର ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ନିୟମିତ ସାମରିକ ଅଭ୍ୟାସ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ଦୁଇ ପାଇଲଟ୍ ମୃତ୍ୟୁ ହୋଇଛି । ବିମାନ ଦୁର୍ଘଟଣା ବେଳେ ରାସ୍ତା ଯାଉଥିବା ତିନି ଜଣ ସ୍ଥାନୀୟ...

ନୁଆଦିଲ୍ଲୀ: ପ୍ରତ୍ୟେକ ପିଲାଙ୍କ ପାଇଁ ଶିକ୍ଷା ଅଧିକାର ଦେବା ଲାଗି ଓଡିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ରାଜ୍ୟରେ କିଣ୍ଡରଗାର୍ଟନ (KG) ରୁ ସ୍ନାତକୋତ୍ତର (PG) ପର୍ଯ୍ୟନ୍ତ ଶିକ୍ଷା ମାଗଣା ହେବ। ସରକାର ଦାବି କରିଛନ୍ତି ଯେ, ଓଡିଶା ଏପରି ଏକ ବ୍ୟାପକ ଏବଂ ସମ୍ପୂର୍ଣ୍ଣ...

ବ୍ରହ୍ମପୁର: ପୁଅର କାଠ ଫାଳିଆ ମାଡରେ ବାପରେ ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଗୋସାଣି ନୂଆଗାଁ ତୋଟା ସାହିରେ ଘଟିଛି। କୌଣସି କାରଣରୁ ବାପାଙ୍କ ସହ ପାଟିତୁଣ୍ଡ ହେବା ପରେ ପୁଅ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ବାପର ମୃତ୍ୟୁ ଘଟିଛି। ପୁଅ କୁ ଅଟକ ରଖିଛି ପୋଲିସ। ସୁଚନା ଅନୁଯାୟୀ,...

ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଇତିହାସରେ ଆଜି ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ଆନୁଷ୍ଠାନିକ ଭାବେ ଐତିହାସିକ ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ପ୍ରାୟ ୧୧୦୦ରୁ ଅଧିକ ଭକ୍ତଙ୍କୁ ନେଇ ଗୁଜରାଟର ପବିତ୍ର ପ୍ରଭାସ ପାଟଣସ୍ଥିତ ପ୍ରଭୁ ସୋମନାଥଙ୍କ ଧାମ ଅଭିମୁଖେ ଯାତ୍ରା...

ବିଶ୍ୱାଳ ସପ୍ ଓ ଏସ୍ବି ଆକୁଆ ପକ୍ଷରୁ ଦହି ସର୍ବତ ବଣ୍ଟନ ଅନୁଗୋଳ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ବଅଁରପାଳ ବ୍ଲକ ଅନ୍ତର୍ଗତ ମଙ୍ଗଳବାର ହାଟ ବଜାରରେ ଥିବା ବିଶ୍ୱାଳ ସପ୍ ଓ ଏସ୍ବି ଆକୁଆ ପକ୍ଷରୁ ଏକ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଦହି ସର୍ବତ ବଣ୍ଟନ କରାଯାଇଥିଲା। ଏହି...

ଭୁବନେଶ୍ବର : ୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ। ଓଡ଼ିଶା କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ରାଜ୍ୟର ୨୬ଟି ଜିଲ୍ଲାରେ ଥିବା ୬୪ଟି ସ୍ଥାନର ବିକୃତ ଇଂରାଜୀ ବନାନକୁ ସଂଶୋଧନ କରି ମୂଳ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ପରିବର୍ତ୍ତନ କରିବାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି । ସରକାରୀ ଦସ୍ତାବିଜରେ ଥିବା...

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଶେଷ ପର୍ଯ୍ୟାୟରେ ୭ ଜିଲ୍ଲାରେ ୧୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ସହଜ ଭୋଟିଂ ସୁନିଶ୍ଚିତ କରିବା ପାଇଁ କର୍ତ୍ତୃପକ୍ଷ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଆଜି ଭୋଟ୍ ପାଇଁ ପ୍ରମୁଖ ନିର୍ବାଚନମଣ୍ଡଳୀ ମଧ୍ୟରେ ଭବାନୀପୁର...

ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର(ଉପ ରାଜ୍ୟପାଳ) ପାଞ୍ଚଟି ନୂତନ ଜିଲ୍ଲା ଗଠନ ପାଇଁ ବିଜ୍ଞପ୍ତିକୁ ଅନୁମୋଦନ କରିଛନ୍ତି। ପାଞ୍ଚଟି ନୂତନ ଜିଲ୍ଲା ଗଠନ ସହିତ, ଲଦାଖରେ ମୋଟ ଜିଲ୍ଲା ସଂଖ୍ୟା ବର୍ତ୍ତମାନ ୭ ହେବ। ସେ ଏହି ନିଷ୍ପତ୍ତିକୁ ନାଗରିକଙ୍କ ନିକଟକୁ ଶାସନ ଆଣିବା ଏବଂ ବିକାଶ, ନିଯୁକ୍ତି ଏବଂ ଉଦ୍ୟୋଗ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା...

ଗଣତନ୍ତ୍ର ଦିବସ ୨୦୨୭ ଅବସରରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର-୨୦୨୭ ପାଇଁ ନାମାଙ୍କନ ଓ ସୁପାରିଶ ପ୍ରକ୍ରିୟା ୧୫ ମାର୍ଚ୍ଚ ୨୦୨୬ରୁ ଆରମ୍ଭ ହୋଇଛି। ଏହି ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ୩୧ ଜୁଲାଇ ୨୦୨୬ ଧାର୍ଯ୍ୟ କରାଯାଇଛି। ଇଚ୍ଛୁକ ବ୍ୟକ୍ତିମାନେ କେବଳ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in) ମାଧ୍ୟମରେ ଅନଲାଇନ୍ ଭାବେ ନାମାଙ୍କନ...

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ୍ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍) ଏବଂ ଦଳର ଆବାହକ ଅରବିନ୍ଦ କେଜରିୱାଲଙ୍କ ପାଇଁ ଏକ ବଡ଼ ରାଜନୈତିକ ସଙ୍କଟ ଦେଖାଦେଇଛି। ରାଜ୍ୟସଭା ସଭାପତି ସି.ପି. ରାଧାକୃଷ୍ଣନ ୭ ଜଣ ବିଦ୍ରୋହୀ ଆପ୍ ସାଂସଦଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି)ର ସଦସ୍ୟ...

ପଶ୍ଚିମବଙ୍ଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ,ବାଗଦା ନିର୍ବାଚନ ମଣ୍ଡଳୀରେ ବିଶାଳ ରୋଡ୍ ସୋ’ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗର ବାଗଦା ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିଶାଳ ରୋଡ୍ ସୋ’: ଜନସମୁଦ୍ରରେ ପରିଣତ ହେଲା ରାସ୍ତାଘାଟ ବାଗଦା, ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ନିର୍ବାଚନୀ ବିଗୁଲ ବାଜିବା ସହ ରାଜନୈତିକ ବାତାବରଣ ସମ୍ପୂର୍ଣ୍ଣ ସରଗରମ ହୋଇଉଠିଛି। ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ହେଭିୱେଟ୍...

ସୁଭାଷ ଘାଇ ରିତେଶ ଦେଶମୁଖଙ୍କ ‘ରାଜା ଶିବାଜୀ’ ଟ୍ରେଲରକୁ “ଯାଦୁକରୀ ଅଭିଜ୍ଞତା” ବୋଲି ପ୍ରଶଂସା କରିଛନ୍ତି ମୁମ୍ବାଇ: ରିତେଶ ଦେଶମୁଖଙ୍କ ବହୁ ପ୍ରତୀକ୍ଷିତ ଐତିହାସିକ ମହାକାବ୍ୟ, ରାଜା ଶିବାଜୀର ସଦ୍ୟ ମୁକ୍ତିଲାଭ କରିଥିବା ଟ୍ରେଲରକୁ ପ୍ରଚଣ୍ଡ ପ୍ରଶଂସା କରିଛନ୍ତି। ସୋସିଆଲ ମିଡିଆରେ ଏହି କିମ୍ବଦନ୍ତୀ ନିର୍ଦ୍ଦେଶକ ଫିଲ୍ମର ଉତ୍ସାହପୂର୍ଣ୍ଣ କାହାଣୀ କହିବା, ଚମତ୍କାର ସ୍କେଲ ଏବଂ ଦୃଢ଼...

ଭୂବନେଶ୍ୱର: ବୁଧବାର ବିଜୁ ଜନତା ଦଳ (ବିଜେଡି) ଲୋକସେବା ଭବନ ଘେରାଉ କରିବାକୁ ଯାଉଛି। ସମ୍ଭାବ୍ୟ ଆଇନ ଶୃଙ୍ଖଳା ସମସ୍ୟା ଆଶଙ୍କା କରି ଓଡ଼ିଶା ସରକାର ଭୁବନେଶ୍ୱରର ପ୍ରମୁଖ ସରକାରୀ କୋଠାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ପାଇଁ ଏକ ବିସ୍ତୃତ ପରାମର୍ଶ ଜାରି କରିଛନ୍ତି। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର କେ ଶର୍ମାଙ୍କ ଦ୍ୱାରା...

ଆଗାମୀ ୧୭ ତାରିଖ ଦିନ ସୌମ୍ୟଶ୍ରୀ ବିଶିଙ୍କ ନ୍ୟାୟ ଲଢେଇରେ ମୃତ୍ୟୁ ଘଟଣାକୁ ନେଇ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଓଡ଼ିଶା ବନ୍ଦ ଘୋଷଣାକୁ ସଫଳ ପାଇଁ ଆହ୍ବାନ ଅନୁଗୋଳ ୧୫/୦୭ ନାୟ ପାଇଁ ଲଢେ଼ଇ କରି ବାଲେଶ୍ୱର ଫକିର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଗତ ୧୨ ତାରିଖ ଦିନ ଯେଉଁଭଳି ଭାବେ ଆତ୍ମହୁତୀ ଉଦ୍ୟମ...

ରାଜ୍ୟସଭା ପାଇଁ ୪ ଜଣ ମନୋନୀତ । ଉଜ୍ଜ୍ବଳ ଦେଓରାଓ ନିକମ, ସି. ସଦାନନ୍ଦନ ମାଷ୍ଟର ମନୋନୀତ । ହର୍ସବର୍ଦ୍ଧନ ଶ୍ରୀଙ୍ଗଲା ଓ ଡ. ମିନାକ୍ଷୀ ଜୈନ ମନୋନୀତ । ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।

ରାଜ୍ୟରେ ଭାଜପା ସରକାର ଗଠନର ଗୋଟିଏ ବର୍ଷ ପୂରଣ ହୋଇସାରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ମନ୍ତ୍ରିମଣ୍ଡଳରେ ୧୬ ଜଣ ମନ୍ତ୍ରୀ ରହିଛନ୍ତି। ଏହା ବାଦ୍ ୬ଟି ମନ୍ତ୍ରୀ ପଦ ବର୍ତ୍ତମାନ ସୁଦ୍ଧା ଖାଲି ରହିଛି। ଖୁବ୍ଶୀଘ୍ର ପଦବୀ ପୂରଣ ହେବ ବୋଲି ଭାଜପାର ନୂଆ...

ଭୁବନେଶ୍ବର – ଖୁବଶିଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳରେ ହେବ ଅଦଳବଦଳ। ଏ ନେଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସଭାପତି ସଙ୍କେତ ଦେଇସାରିଲେଣି। ଫଳରେ ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଧଡକନ ହେବାରେ ଲାଗିଛି। ଲୋକସେବା ଭବନଠାରୁ ଆରମ୍ଭ କରି ରାଜଧାନୀର ପ୍ରମୁଖ ଖଟିଗୁଡିକରେ ଏ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ତେବେ ଏହି ମନ୍ତ୍ରୀମଣ୍ଡଳ ଅଦଳବଦଳ...

ଓଡ଼ିଶାରେ ସବୁ କିଛି କରିଛି କଂଗ୍ରେସ, ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସ ସଭାପତି ମଲିକାର୍ଜୁନ ଖାର୍ଗେ ସମ୍ବିଧାନ ବଞ୍ଚାଅ ସମାବେଶରେ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଏହି ସରକାର ଗରିବଙ୍କ ପାଇଁ ନୁହେଁ, କେବଳ ଧନୀଙ୍କ ସ୍ୱାର୍ଥ ପାଇଁ କାମ କରୁଛି। ଖାର୍ଗେ କହିଛନ୍ତି, “ପ୍ରଧାନମନ୍ତ୍ରୀ...








All rights reserved. Designed by Inter Softech