କେନ୍ଦ୍ର ଉତ୍ତର-ପୂର୍ବାଞ୍ଚଳ ଯୋଗାଯୋଗ ଏବଂ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ ଗତକାଲି ରାଜ୍ୟ ସଭାରେ ଗ୍ରାମୀଣ ଏବଂ ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ସଂଯୋଗ ବିସ୍ତାର ପାଇଁ ଓଡ଼ିଶାର ଟେଲିକମ୍ ଅପରେଟରମାନଙ୍କୁ ପ୍ରଦାନ କରାଯାଇଥିବା ସହାୟତା ବିଷୟରେ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ୨୮ ଫେବୃଆରୀ, ୨୦୨୬ ସୁଦ୍ଧା, ଓଡ଼ିଶାର ଗ୍ରାମାଞ୍ଚଳ...

ଇରାନରେ ଫସି ରହିଛନ୍ତି ଭାରତୀୟ। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଗୁରୁବାର ଦିନ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତ ଅନେକ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିବାରେ ସାହାଯ୍ୟ କରୁଛି ଏବଂ ଇରାନରେ ଥିବା ଭାରତୀୟଙ୍କ ସୁରକ୍ଷା ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା ରହିଛି। ଗଣମାଧ୍ୟମକୁ ସମ୍ବୋଧିତ କରି, ଏମଇଏ ମୁଖପାତ୍ର ରଣଧୀର...

ରାଜ୍ୟର ସମସ୍ତ ଆଦର୍ଶ ବିଦ୍ୟାଳୟରେ ମୋଟ ୧୮୨୯ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ସୂଚନା ଦେଇଛନ୍ତି। ଆଜି ଗୃହରେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ନିଯୁକ୍ତି ପ୍ରକ୍ରିୟା ବର୍ତ୍ତମାନ ଚାଲିଛି। ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ନହେବା...

ଭୁବନେଶ୍ୱର: ମାନ୍ୟବର ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଜି ରାଜ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଶିଳ୍ପ ବିଭାଗର ବଜେଟ୍ ଆକଳନ ଉପସ୍ଥାପନ କରିଛନ୍ତି, ଯାହାକି ପାରିତ ହୋଇଯାଇଛି । ଏହା ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ପୁଞ୍ଜିନିବେଶ ଆକର୍ଷିତ କରିବା ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ।...

ଭୁବନେଶ୍ୱର: ହ୍ୱିପ ଭାଙ୍ଗିଲେ ୮ କଂଗ୍ରେସ ବିଧାୟକ । ୮ କଂଗ୍ରେସ ବିଧାୟକ ହ୍ୱିପ ଭାଙ୍ଗିଥିବା ଅଭିଯୋଗ ହୋଇଛି । ଅଶୋକ କୁମାର ଦାସ, ପବିତ୍ର, ସାଉଁଟା, ଫ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, କାଡ୍ରାକା ଆପାଲା ସ୍ୱାମୀ, ସିଏସ ରାଜନ ଏକକା, ମଙ୍ଗୁ ଖିଲ, ନୀଳମାଧବ ହିକକା , ଭକ୍ତ ଦାସ ହ୍ୱିପ ଭାଙ୍ଗିଥିବା ଅଭିଯୋଗ ହୋଇଛି ।...

ଭୁବନେଶ୍ୱର: ରାଜ୍ୟର ୧୭୬୩ ଟି ସ୍କୁଲ ଭଙ୍ଗା ଦଦରା ଅବସ୍ଥାରେ ପଡି ରହିଛି । ଗୃହରେ ଏନେଇ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସମ୍ବଲପୁରରେ ସର୍ବାଧିକ ୧୭୫ଟି ସ୍କୁଲ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ମୟୁରଭଞ୍ଜରେ ୧୨୨, ସୁବର୍ଣ୍ଣପୁରରେ ୧୦୭ ସ୍କୁଲ ଭଙ୍ଗା ହୋଇ ପଡିଛି । କଳାହାଣ୍ଡିର...

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

All rights reserved. Designed by Inter Softech