
କର୍ଣ୍ଣାଟକ ର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସଙ୍କ ସହ ବେଙ୍ଗଲୁରୁରେ ଓଡ଼ିଶାର କଂଗ୍ରେସ ବିଧାୟକ ମାନଙ୍କ ସହ ସାକ୍ଷାତ କରିଛନ୍ତି । ମାର୍ଚ୍ଚ ୧୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶାର କଂଗ୍ରେସ ବିଧାୟକମାନଙ୍କୁ ଅନ୍ୟ ଦଳର ପ୍ରଲୋଭନରୁ ରକ୍ଷା କରିବା ପାଇଁ ବେଙ୍ଗଲୁରୁକୁ...

ନୁଆଦିଲ୍ଲୀ: କଟକ-ଭୁବନେଶ୍ୱର ଦ୍ୱୈତନଗରୀର ଯୋଗାଯୋଗ ଲାଗି ନୂଆ ରେଲଓ୍ୱେ ଲାଇନ ଅନୁମୋଦନ ହେବାକୁ ଯାଉଛି। ପ୍ରତି ଅଧଘଣ୍ଟାରେ ଥରେ ଗୋଟିଏ ନମୋ ଭାରତ ଟ୍ରେନ ଚାଲିବ ବୋଲି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଯଦି କଟକ-ଭୁବନେଶ୍ୱର ମଧ୍ୟରେ ଏଲିଭେଟେଡ ମେଟ୍ରୋ ଚାଲିବ ତାହେଲେ ୧...

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ନେଇ ବିଧାନସଭାରେ ବିଜେଡିର ମକ ପୋଲିଂ । ଏନେଇ ବିଜେଡି ବିଧାୟକ ସାରଦା ଜେନା ସୂଚନା ଦେଇଛନ୍ତି । ବିଜେଡି ବିଧାୟକମାନେ ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟା ବାବଦରେ ବୁଝିବେ । ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ବିଧାୟକମାନଙ୍କ ବୈଠକ ରହିଛି । ସନ୍ଧ୍ୟା ୫ଟା ୩୦ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ...

ଦୁଇମୃତ ବାରହାକୁ ଉଦ୍ଧାର କରିଛି ବନବିଭାଗ,କୌଣସି ଗାଡ଼ିଧକ୍କାରେ ମୃତ୍ୟୁ ହୋଇଥିବା ସନ୍ଦେହ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ଦୁଇ ମୃତ ବାରାହ ଉଦ୍ଧାର କରିଛି ବନବିଭାଗ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ୨୦ନମ୍ବର ଜାତୀୟ ରାଜପଥ କାଞ୍ଚନପୁର ନିକଟରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।ଅଜଣା ଗାଡ଼ି ଧକ୍କାରେ ଦୁଇଟି...

ରେଙ୍ଗସା ପାଲି ଗ୍ରାମପଞ୍ଚାୟତ ଦୁର୍ନୀତିର ଗନ୍ତାଘର, ସ୍ତ୍ରୀ ସରପଞ୍ଚ ସ୍ୱାମୀ ଠିକାଦାର କଳାହାଣ୍ଡ ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସା ପାଲି ଗ୍ରାମପଞ୍ଚାୟତ ଦୁର୍ନୀତିର ଗନ୍ତାଘର ପାଇଟିଛି,ପଞ୍ଚାୟତର ବିକାଶ ନିମନ୍ତେ ସରକାରଙ୍କ ଦ୍ଵାରା ବହୁ ଅର୍ଥ ପ୍ରଦାନ କରାଯାଉଛି। ଭାତହାଣ୍ଡି ରୁ ଗୋଟାଏ ଭାତ ଚିପଲେ ଜଣାପଡ଼େ ଯେପରି ଏହି ରେଙ୍ଗସା ପାଳି ପଞ୍ଚାୟତରେ କିପରି ସରକାରୀ...

ଜିଲ୍ଲା ସ୍ତରୀୟ ଦକ୍ଷତା ବୃଦ୍ଧି ତାଲିମ ଶିବିର କୃଷି ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ପ୍ରାଣୀ ସମ୍ପଦ କ୍ଷେତ୍ରରେ ଆତ୍ମ ନିଯୁକ୍ତି ନିମନ୍ତେ ଜିଲ୍ଲା ସ୍ତରୀୟ ଦକ୍ଷତା ବୃଦ୍ଧି ତାଲିମ କୃଷି ବିଜ୍ଞାନ କେନ୍ଦ୍ରରେ ଗତ ତା ୫/୩/୨୬ ରୁ ତିନି ଦିନ ଧରି ଜିଲ୍ଲା ସ୍ତରୀୟ ଦକ୍ଷତା ବୃଦ୍ଧି ତାଲିମ ଶିବିର କୃଷି ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ...









All rights reserved. Designed by Inter Softech