
ଶ୍ରୀ ଜଗନ୍ନାଥ ଦର୍ଶନରେ ଗଲେ ୧୩୧ ଜଣ ବରିଷ୍ଠ ନାଗରିକ ଅନୁଗୋଳ,ତା.୦୭. ୦୩ :- ଆଜି ଅପରାହ୍ନରେ ସ୍ଥାନୀୟ ସଭାଘର ଠାରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଜିଲ୍ଲାର ୧୩୧ ଜଣ ବରିଷ୍ଠ ନାଗରିକ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଅବସରରେ ଅତିଥିମାନେ ଯୋଗ ଦେଇ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ...

ପ୍ରେରଣା ପାଲଟିଛନ୍ତି ସରପା ଗାଁର ପଦ୍ମିନୀ-ସ୍ୱାବଲମ୍ବୀ ହେବା ଶିଖାଇଛି ଟାଟା ଷ୍ଟିଲ ଫାଉଣ୍ଡେସନ ଢେଙ୍କାନାଳ, ୦୭/୦୩/୨୦୨୬ : ଗ୍ରାମାଞ୍ଚଳର ମହିଳାମାନେ ଆଜି କେବଳ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ନାହାଁନ୍ତି, ବରଂ ନିଜର ଦକ୍ଷତା ବଳରେ ଆର୍ଥିକ ସ୍ୱାଧୀନତା ହାସଲ କରିବା ସହ ସମାଜରେ ନେତୃତ୍ୱ ନେଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଢେଙ୍କାନାଳ...

କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ କନ୍ଧମାଳ, ତା, ୦୭/୦୩:(ସୁଶୀଳ କୁମାର ପାଣିଗ୍ରାହୀ): କେନ୍ଦ୍ର ପର୍ଯ୍ୟଟନ ବିଭାଗ କମିଶନର ବଲଵନ୍ତ ସିଂ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଛନ୍ତି । ଏହାସହ ବ୍ଲକର ମାସରୀପଡ଼ାଠାରେ ଥିବା ସ୍ୱାସ୍ଥ୍ୟ ଆରୋଗ୍ୟ...

ପୋଖରୀରୁ ଭାସମାନ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ମୃତ୍ୟୁର କାରଣ ଅସ୍ପଷ୍ଟ। ଭାସମାନ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ମୃତ୍ୟୁର କାରଣ ଅସ୍ପଷ୍ଟ। କେନ୍ଦୁଝର ଜିଲ୍ଲା ଯୋଡାବ୍ଲକ ଅନ୍ତର୍ଗତ ବଲାଣୀ ମଡନହାଟିଂ ଦେଇ ଯାଇଥିବା ସେଲ ଲୌହ ଖଣିର ସାଇଡିଂ କେନାଲ କୃତ୍ରିମ ପୋଖରୀରୁ ଭାସମାନ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ...

୪ର୍ଥ କଟକ କଳାବିକାଶ କେନ୍ଦ୍ର ମହୋତ୍ସବ ୨୦୨୬ କଟକ ତା – ୦୭-୦୩-୨୦୨୬ ରିଖଓଡ଼ିଶାର ପ୍ରାଚୀନ ଓ ଐତିହ୍ୟ ସମ୍ପର୍ଣ୍ଣ ସାଂସ୍କୃତିକ ଓ କଳା ପ୍ରତି ସମର୍ପିତ ଅନୁଷ୍ଠାନ କଟକ କଳା – କେନ୍ଦ୍ର,୭୫ ବର୍ଷ ଧରି ଓଡ଼ିଶାର କଳା ଜଗତକୁ ଆଲୋକିତ କରିଆସୁଛି।କଳା ବିକାଶର ଅବଦାନ ଅତୁଳନୀୟା ଶତାଧିକ ଛାତ୍ରଛାତ୍ରୀ ସୃଷ୍ଟି କରି ଦେଶ-ବିଦେଶରେ କଳା...

ଭୁବନେଶ୍ଵର – ଦିନିକିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ସ୍ଵତନ୍ତ୍ର ବାୟୁସେନା ବିମାନରେ ଦିଲ୍ଲୀ ଫେରିଛନ୍ତି । ତେବେ ଆଜି ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଦଳୀୟ ନେତୃତ୍ବଙ୍କ ସହ ଆଲୋଚନା...










All rights reserved. Designed by Inter Softech