ନଦୀ ରେ ବୁଡି ଜଣେ ଯୁବକ ମୃତଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ଅନ୍ତର୍ଗତ ଟୋଲକବେଡା ଗ୍ରାମର ଟିକିରା ନଦୀରେ ବୁଡି ସନ୍ତୋଷ ସେଠି (୪୩)ଙ୍କ ମୃତ୍ୟୁ ଘଟିଛି।ସୁଚନା ଛେଳି ଚରାଇବା ସମୟରେ ସେ ନଦୀକୁ ପ୍ରବେଶ କରି ଅସାବଧାନତାବଶତଃ ବୁଡିଯାଇଥିବା ସୂଚନା ମିଳିଛି।ଅଗ୍ନିଶମ ବିଭାଗ ଉଦ୍ଧାର କରି କଣିହାଁ ଚିକିତ୍ସାଳୟକୁ ନେଇଥିଲେ, କିନ୍ତୁ...

କୁଏତ – ଖସିଲା ଆମେରିକାର F-15 ଯୁଦ୍ଧ ବିମାନ । ଇରାନ ସହିତ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଆମେରିକା ବାୟୁସେନାର ଏକ F-15E ଷ୍ଟ୍ରାଇକ୍ ଇଗଲ୍ ଯୁଦ୍ଧବିମାନ କୁଏତର ପଶ୍ଚିମ ଭାଗରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ନିଜ ସେନାର ଭୁଲ ଆକ୍ରମଣ ଯୋଗୁଁ ବିମାନ ଖସି ଥାଇପାରେ ବୋଲି ଅନୁମାନ କରାଯାଉଛି...

ନୁଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରମୁଖ ବୟାନ ଦେଇ କହିଛନ୍ତି ଏହି ଯୁଦ୍ଧ ଚାରି ସପ୍ତାହ ଯାଏଁ ଚାଲିପାରେ । ଆମେରିକାରେ ବୋମାମାଡ ସମ୍ପୁର୍ଣ୍ଣ ସପ୍ତାହ କିମ୍ବା ଆବଶ୍ୟକ ହେଲେ ଆହୁରି ଅଧିକ ଦିନ ଜାରି ରହିବ । ଡୋନାଲ୍ଡ ଟ୍ରମ୍ପ ତାଙ୍କ ମାର୍-ଏ-ଲାଗୋ ରିସର୍ଟରେ ଥିବା ସମୟରେ ବ୍ରିଟିଶ...

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭୁବନେଶ୍ୱର- ଦୁବାଇ ବିମାନ ବାତିଲ । ଏନେଇ ସୂଚନା ଦେଲେ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ । ଆଜି ଦୁବାଇକୁ ଉଡିବାକୁ ଥିବା ବିମାନ ବାତିଲ ହୋଇଛି । ବୁଧବାର ଦୁବାଇକୁ ବିମାନ ଉଡିବ କି ନାହିଁ କାଲିର ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । କାଲି ଅପଡେଟ ମିଳିବା ପରେ...

ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ମୋଟ୍ ୫୫ କେନ୍ଦ୍ରରେ ୧୫ ହଜାର ନୀରିକ୍ଷକ ନିୟୋଜିତ ହେବେ । ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ କହିବା ଅନୁସାରେ, OMR ଖାତା ଦେଖା ଆରମ୍ଭ ହୋଇ ସାରିଲାଣି । ଆସନ୍ତା ୧୯ରୁ...

ଭାରତର ସବୁ ରାଜ୍ୟକୁ ହାଇ-ଆଲର୍ଟ! । ଗୃହ ମନ୍ତ୍ରଣାଳୟର ଚେତାବନୀ । ଖାମେନେଇଙ୍କ ମୃତ୍ୟୁ ପରେ ଭାରତରେ ବଢ଼ିଲା ଉତ୍ତେଜନା, ସଜାଗ ରହିବାକୁ ନିର୍ଦ୍ଦେଶ । ଖାମେନେଇଙ୍କ ମୃତ୍ୟୁକୁ ନେଇ ଭାରତରେ ହାଇ-ଆଲର୍ଟ । ସବୁ ରାଜ୍ୟକୁ କେନ୍ଦ୍ରର ଚେତାବନୀ । ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କ ମୃତ୍ୟୁ ପରେ...

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-13.jpg)

All rights reserved. Designed by Inter Softech