
ଇଂଲଣ୍ଡ ଶ୍ରୀଲଙ୍କାକୁ ୫୧ ରନରେ ପରାସ୍ତ କରି ଚକିତ କରିଦେଇଛି । ଜୋଫ୍ରା ଆର୍ଚର ଏବଂ ୱିଲ୍ ଜ୍ୟାକ୍ସ ତାଙ୍କ ବୋଲିଂରେ ବିପର୍ଯ୍ୟୟ ଘଟାଇ ଶ୍ରୀଲଙ୍କା ବ୍ୟାଟରଙ୍କୁ ଚକମା ଦେଇଛନ୍ତି । ଅଧିନାୟକ ଦାସୁନ୍ ଶାନାକା ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ, କିନ୍ତୁ ପରାଜୟକୁ ଏଡାଇ ପାରିନାହାନ୍ତି । ପାଲ୍ଲେକେଲେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ...

ଝାରସୁଗୁଡ଼ାରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ ୫ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ପ୍ରାଣହାନି ଘଟଣା ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହାନଚରଣ ମାଝୀ। ସେ ତାଙ୍କ ଟ୍ବିଟରରେ ହ୍ୟାଣ୍ତଲେରେ ଉଲ୍ଲେଖ କରିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପୋଲିସ କର୍ମଚାରୀଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/02/Picsart_25-11-05_07-59-52-526-22.jpg)
ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ଦର୍ଶକଙ୍କୁ ଆଜିର ଦିନର ଶୁଭେଚ୍ଛା। ମାର୍ଚ୍ଚ ୨୩, ୨୦୨୬, ସୋମବାର ପାଇଁ ସମସ୍ତ ୧୨ଟି ରାଶିର ଫଳାଫଳ ନିମ୍ନରେ ପ୍ରଦାନ କରାଗଲା: ୧. ମେଷ (Aries) ୨. ବୃଷ (Taurus) ୩. ମିଥୁନ (Gemini) ୪. କର୍କଟ (Cancer) ୫. ସିଂହ (Leo) ୬. କନ୍ୟା (Virgo) ୭. ତୁଳା (Libra)...

କୋରିଆନ ର୍ମାଶଲଟ ସ୍କୁଲର ନୂତନ ଶାଖାର ଭୂମି ପୂଜନ କଟକ ତା ୨୨-୦୨-୨୦୨୬ ରିଖ ସିଡିଏ ସେକ୍ଟର ୬ ସ୍ଥିତ ବ୍ଲକ୍ ୭ ଠାରେ କୋରିଆନ ର୍ମାଶଲଟ ସ୍କୁଲର ନୂତନ ଶାଖାର ଭୂମି ପୂଜନ ହୋଇଯାଇଛି।ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ମ୍ୟୁନିସିପାଲିଟିର ମେୟର ସୁବାସ ସିଂହ, ସମ୍ମାନିତ ଅତିଥି ଭାବେ ଓଡ଼ିଶା...

ତାଳଚେରର ପ୍ରଦ୍ୟୁଷଣକୁ ରୋକିବା ପାଇଁ ବାୟୋପାର୍କ ଏକମାତ୍ର ବିକଳ୍ପ ତାଳଚେର, ୨୨/୦୨ ତାଳଚେର ରାଜ୍ୟର ଏକ ପ୍ରମୁଖ ଶିଳ୍ପାଚଂଳ ହୋଇଥିବା ବେଳେ ପ୍ରାୟ ୧୨ରୁ ଉର୍ଦ୍ଧ୍ୱ କୋଇଲା ଖଣି ଯୋଗୁଁ ଏଠାରେ ଥିବା ଜଙ୍ଗଲ ଜମିଗୁଡ଼ିକ ସମ୍ପୂର୍ଣ୍ଣଭାବେ ଉଜୁଡ଼ି ଯାଇଛି । ଫଳରେ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଗୁଡ଼ିକରେ ରହୁଥିବା ଜୀବଜନ୍ତୁ ଓ ପକ୍ଷୀଙ୍କର ବାସସ୍ଥଳୀ ଗୁଡ଼ିକ...

ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣା ରେ : ୩ ଶିକାରୀ ଗିରଫ : ବର୍ତ୍ତମାନ ସୁଦ୍ଧା ଡେପୁଟି ରେଞ୍ଜର ଫେରାର ବାଲିଗୁଡା, ତା, ୨୨/୨(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା ରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତିନି ଜଣ...










All rights reserved. Designed by Inter Softech