
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ସାଇକେଲ ଯୋଗେ ବାହାରିଲେ ରାମଲଖନ୍। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ଦସ୍ ରେ ବାସ କରୁଥିବା ରାମଲଖନ୍ ଚୌଧୁରୀ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ବଡ଼ବିଲରୁ ଅଯୋଧ୍ୟା ମୁଖେ ସାଇକେଲ ଯୋଗେ ଯାତ୍ରା କରିଛନ୍ତି। ଏହି ଅବସରରେ...

ବଡ଼ବିଲ ବନ ବିଭାଗ ପକ୍ଷରୁ ବାନାଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲଥାନା ଅନ୍ତର୍ଗତ ବଡ଼ବିଲ ବନବିଭାଗ ପକ୍ଷରୁ ବନାଞ୍ଚଳ ସ୍ତରୀୟ ବନସୁରକ୍ଷା ଓ ବନାଗ୍ନି ନିରାକରଣ ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦୁଝରଜିଲ୍ଲା କେନ୍ଦୁଝର ବନଖଣ୍ଡଦ୍ବାରା ବଡ଼ବିଲ ବନବିଭାଗ ପକ୍ଷରୁ ବଡ଼ବିଲ...

ଭୁବନେଶ୍ୱର: ହୋଟେଲରୁ ମିଳିଲା ପ୍ରେମିକର ମୃତଦେହ। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଖରୀପୁଟରେ ଥିବା ଏକ ହୋଟେଲରୁ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି ।ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ପୁରୁଣା ଭୁବନେଶ୍ୱରର ବୋଲି ଜଣାପଡିଛି। ସୂଚନା ଅନୁସାରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଖରୀପୁଟରେ ଥିବା ଏକ ହୋଟେଲରେ...

ରାଜା ଚାର୍ଲ୍ସ ତୃତୀୟଙ୍କ ସାନ ଭାଇ ତଥା ବ୍ରିଟେନ୍ର ପୂର୍ବତନ ଯୁବରାଜ ଆଣ୍ଡ୍ର୍ୟୁ ମାଉଣ୍ଟବେଟ୍ଟନ-ୱିଣ୍ଡସରଙ୍କୁ ପୁଲିସ୍ ଗିରଫ କରିଛି। ଜେଫ୍ରି ଏପଷ୍ଟିନ୍ ଲିଙ୍କ୍ରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ବ୍ରିଟେନ୍ର କୌଣସି ଯୁବରାଜ ଗିରଫ ହେବା ଏହା ହେଉଛି ପ୍ରଥମ ଘଟଣା। ତାଙ୍କ ନାଁରେ ପବ୍ଲିକ୍ ଅଫିସ୍ର ଅପବ୍ୟବହାର କରିବା ନେଇ ଅଭିଯୋଗ ରହିଛି । ସରକାରୀ...

ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ AI ସମିଟ ମଧ୍ୟରୁ ଗୋଟିଏ ବୋଲି ବର୍ଣ୍ଣନା କରି ୧.୪ ବିଲିୟନ ଭାରତୀୟଙ୍କ ପକ୍ଷରୁ ସମସ୍ତ ପ୍ରତିନିଧିଙ୍କୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଯେଉଁ ଦିଗରେ AI ନିଆଯିବ...

ଚତୁର୍ଥ ଦିନରେବି ଚାଲିପାରୁନି ବିଧାନସଭା । ଗୃହରେ ଚାଷୀ ସମସ୍ୟା ନେଇ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ ଜାରି ରଖିଛନ୍ତି । ଆଜି ମାତ୍ର ୬ମିନିଟ ଗୃହ ଚାଲିବା ପରେ ଆଜି ପ୍ରଶ୍ନକାଳ ମୁଲତବୀ କରିଥିଲେ ବାଚସ୍ପତି ସୁରମା ପାଢୀ । ବିଜେଡି ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିବା ବେଳେ କଂଗ୍ରେସ...









All rights reserved. Designed by Inter Softech