
ମହାଶିବରାତ୍ରୀ ପାଇଁ ସଜେଇ ହେଉଛି ବିଭିନ୍ନ ଶୈବପୀଠ ବାଲିଗୁଡା, ତା, ୧୩/୦୨: (ସୁଶୀଳ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ଆସୁଛି ମହାଶିବରାତ୍ରୀ ବା ଜାଗର ଯାତ୍ରା, ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠ ଗୁଡିକରେ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି ।...

ମହାରାଣୀ ସାହୁଙ୍କ ପରଲୋକ , ହରିଶଚନ୍ଦ୍ର ଯୋଜନା ପାଇଁ ଦାବି କରିଛନ୍ତି ସମାଜସେବୀ ଦୁଃଖବନ୍ଧୁ ବିଶ୍ୱାଳ…… ଦିର୍ଘ ଦିନ ହେବ ସେ ବ୍ରେନ ଷ୍ଟ୍ରୋକ୍ ରୋଗରେ ପୀଡିତ ହୋଇ ଶଯ୍ୟା ସାୟୀ ଥିଲେ , ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ପଙ୍ଗାତିରା ପଞ୍ଚାୟତ କେନ୍ଦୁମୁଣ୍ଡା ଗ୍ରାମର ମହାରାଣୀ ସାହୁ ଙ୍କ ପରଲୋକ ହୋଇଛି , ମୃତ୍ୟୁ ଶଯ୍ୟା...

ଅନୁଗୋଳ ଜିଲ୍ଲାସ୍ତରୀୟ ପାଇଲଟ୍ ‘ରାଗି ଲଡୁ’ କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଗୋଳ, ୧୩.୦୨: ଶିଶୁମାନଙ୍କ ପୁଷ୍ଟିସାଧନ ନିମନ୍ତେ ଅନୁଗୋଳ ଜିଲ୍ଲାସ୍ତରୀୟ ପାଇଲଟ୍ ‘ରାଗି ଲଡୁ’ ବଣ୍ଟନ କାର୍ଯ୍ୟକ୍ରମ ଆଜି ଛେଣ୍ଡିପଦାଠାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ଯୋଗଦେଇ ଶିଶୁମାନଙ୍କୁ ଅପପୁଷ୍ଟିରୁ ରକ୍ଷା କରିବା ଏବଂ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ନିର୍ବାଚନରେ ବିଜୟୀ ହୋଇଥିବା ତାରିକ ରହମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାରିକ ରହମାନ ହେବେ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ଏହି ବିଜୟ ଆପଣଙ୍କ ନେତୃତ୍ୱ ପ୍ରତି ଜନତାଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ମୋଦି କହିଛନ୍ତି ଯେ, ବାଂଲାଦେଶର ସମର୍ଥନରେ ସର୍ବଦା ଠିଆ ରହିବ...

ଅଦ୍ୟ ତା ୧୩/୦୨/୨୦୨୬ ରିଖ ଶୁକ୍ରବାର ପି. ଏମ୍.ଶ୍ରୀ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ତା’ର ବାର୍ଷିକ କ୍ରୀଡା ଉଦ୍ଘାଟନୀ ଉତ୍ସବ ଢେଙ୍କାନାଳ ଷ୍ଟାଡିଅମ ପ୍ରାଙ୍ଗଣରେ ଖୁବ୍ ଆକର୍ଷଣୀୟ ଭାବେ ପାଳନ କରିଛି l ଏହି ଉତ୍ସବରେ ଜିଲ୍ଲା କ୍ରୀଡା ସଂଗଠନ ର ସମ୍ପାଦକ ଶ୍ରୀଯୁକ୍ତ ନଳିନୀ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ...

ଭୁବନେଶ୍ୱର, ୧୩/୦୨ : ଓଡ଼ିଶା ବିଧାନସଭାର ଆଗାମୀ ବଜେଟ୍ ଅଧିବେଶନର ପ୍ରସ୍ତୁତି ପାଇଁ ଆସନ୍ତା ୧୬ ତାରିଖ ପୂର୍ବାହ୍ନ ୧୧:୩୦ ରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବରିଷ୍ଠ ମନ୍ତ୍ରୀ ଏବଂ ପ୍ରମୁଖ ବିରୋଧୀ ଦଳ ନେତାମାନେ ଯୋଗଦେବେ।...











All rights reserved. Designed by Inter Softech