ନୁଆଦିଲ୍ଲୀ: ଈଶାନ୍ କିଶନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ ବରୁଣ ଚକ୍ରବର୍ତ୍ତୀଙ୍କ ଘାତକ ବୋଲିଂ ବଳରେ ଭାରତ ଚଳିତ ଟି-୨୦ ବିଶ୍ୱକପ୍ର ଗ୍ରୁପ୍-ଏ’ ମ୍ୟାଚ୍ରେ ନାମ୍ବିୟାକୁ ୯୨ ରନ୍ର ଚମତ୍କାର ବିଜୟ ହାସଲ କରିଛି। ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଜିମ୍ବାୱେ ଆଗରେ ଭାରତ ୨୧୦ ରନ୍ର ଲକ୍ଷ୍ୟ ରଖିଥିଲା। ଜବାବରେ ନାମ୍ବିୟା...

ଦୁରଦର୍ଶନର ଲୋକପ୍ରିୟ ଖବର ପାଠିକା ସରଳା ମାହେଶ୍ୱରୀଙ୍କ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁକୁ ଟିଭି ସାମ୍ବାଦିକତାର ଏକ ସ୍ବର୍ଣ୍ଣିମ ଯୁଗର ଅନ୍ତ ବୋଲି ପ୍ରଶଂସକ କହିଛନ୍ତି। ଅଖିଳ ଭାରତୀୟ ମହିଳା କଂଗ୍ରେସ ସୋସିଆଲ ମିଡିଆ ଏକ୍ସରେ ସରଳାଙ୍କୁ ମନେ ପକାଇଛି।ପୋଷ୍ଟରେ ଲେଖାଯାଇଛି, ସରଳାଙ୍କ ବିଶ୍ୱସନୀୟତା ଔ ଶାଳୀନତା ଆଗାମୀ ପିଢ଼ି ପାଇଁ ସର୍ବଦା ପ୍ରେରଣା ହେବ। ସରଳା...

ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର। ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଜଣେ ବାଲି ବ୍ୟବସାୟଙ୍କ ବାଲି ଗାଡ଼ି ଛାଡ଼ିବା ପାଇଁ ରସିଦ୍ ଠାରୁ ଅଧିକ ଟଙ୍କା ମାଗି ନେଇଥିବା ଅଭିଯୋଗରେ ଅତିରିକ୍ତ ତହସିଲଦାରଙ୍କ ସମେତ ଆଉ ୩ ଜଣ ରାଜସ୍ୱ ନିରୀକ୍ଷକଙ୍କୁ ଭିଜିଲାନ୍ସ ଟିମ୍ ତଦନ୍ତ ପାଇଁ...

ଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଲ୍-୨୦୨୬ ଲୋକସଭାରେ ପାରିତ ହୋଇଛି । ଟ୍ରେଡ୍ ୟୁନିୟନ୍ ଆଇନ-୧୯୨୬, ଶିଲ୍ପ ନିଯୁକ୍ତି ସ୍ଥାୟୀ ଆଦେଶ ଆଇନ-୧୯୪୬ ଏବଂ ଶିଳ୍ପ ବିବାଦ ଆଇନ – ୧୯୪୭କୁ ଏକିକୃତ କରାଯାଇ ପ୍ରସ୍ତୁତ ଶିଳ୍ପ ସମ୍ପର୍କ ସଂହିତା-୨୦୨୦ର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ଏହି ସଂଶୋଧନ କରାଯାଉଛି । ନୂତନ ଆଇନରେ ଥିବା ଧାରା ୧୦୪...

ଅଙ୍ଗନଓ୍ବାଡି କର୍ମୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଦାବୀ ଢେଙ୍କାନାଳ ସଦର ବ୍ଳକ୍ର ସମସ୍ତ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ବହୁ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଅପ୍ରେଲ୍ ମାସ ଠାରୁ ଏପର୍ଯ୍ୟନ୍ତ ଅଙ୍ଗନଓ୍ବାଡି କେନ୍ଦ୍ରମାନଙ୍କରେ ଚାଉଳ ଦେବାରେ ଅନିୟମିତତା ଦେଖାଦେଇଛି । ଅଙ୍ଗନୱାଡି କର୍ମୀ ୩ ଙ୍କିଟାଲ୍ ଚାଉଳ ପାଇଁ...

ଶିମିଳିଆ ବାଲିସାହିରେ ୪୩ତମ ଅଷ୍ଟପ୍ରହର ନାମଯଜ୍ଞ ଢେଙ୍କାନାଳ ଉପକଣ୍ଠ ଶିମିଳିଆ ୧୯ନଂ ୱାର୍ଡ ଅନ୍ତର୍ଗତ ବାଲିସାହିରେ ୪୩ତମ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଗତ ୧୧ ତାରିଖରେ ଶିମିଳିଆ ଯୋର ଠାରେ ପୂଜାର୍ଚ୍ଚନା କରାଯାଇ ମହିଳା ଓ ପୁରୁଷମାନେ ସଂକୀର୍ତନ ଦ୍ବାରା ସାହି ପରିଭ୍ରମଣ କରି କୁଞ୍ଜରେ ସ୍ଥାପନ କରାଯାଇଥିଲା । ପରେ ଅଧିବାସ ପୂଜା...

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/03/Picsart_25-11-05_07-59-52-526-30.jpg)

All rights reserved. Designed by Inter Softech