
ଜିଲ୍ଲା ସ୍ତରୀୟ, ଗାଁ କଲ୍ଯାଣ ଜନ ଆରୋଗ୍ୟ ସମିତି ସମ୍ମିଳନୀ, କଳାହାଣ୍ଡି ଭବାନୀପାଟଣା: (ଜାଗ୍ରତ ଭାରତ,) ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଏବଂ ଜନ ଆରୋଗ୍ୟ ସମିତି ସମ୍ମିଳନୀ ୨୦୨୫-୨୬ ଆଜି ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ...

ଫେବୃଆରୀ ୫ରୁ ବାରବାଟୀ ଶିଶିର ମେଳା କଟକ: ଚାରବାଟୀ ଶିଶିର ମେଳା ଆଗାମୀ ଫେବୃଆରୀ ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ଥର ଏହା ଚତୁର୍ଥ ବର୍ଷରେ ପଦାର୍ପଣ କରିବ। ଚାଲିଯାତ୍ରା ଉପର ପତିଆରେ ଏହି ଜାତୀୟ ସ୍ତରର ମେଳା ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚାରବାଟୀ ଶିଶିର ମେଳାରେ ଚଳିତ...

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ମେଣ୍ଢାପଦା ଗ୍ରାମରେ ଶ୍ରୀଶ୍ରୀ ଶଶୀଶେଖର ମହାଦେବଙ୍କର ୨ୟ ଜନ୍ମ ବାର୍ଷିକ ମହୋତ୍ସବ ତା – ୩୦.o୧.୨୦୨୬ ରିଖ (ଶୁକ୍ରବାର )- କଳସ ଯାତ୍ରା ଓ ଅଧିବାସ କର୍ମ ଯଜ୍ଞ କର୍ମାରମ୍ଭ ଓ ମହାରୁଦ୍ରା ଭିଷେକ ପ୍ରସାଦ ସେବନ – ଅପରାହ୍ନ ୧.୦୦ ଘଟିକା ପୂର୍ଣ୍ଣାହୂତି ସମୟ -ଅପରାହ୍ନ ୪.୦୦ ଘଟିକା ସ୍ଥନ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଛନ୍ତି ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗା । ଦୀର୍ଘକାଳୀନ ବିକାଶ ଓ ଆର୍ଥିକ ସଂସ୍କାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଶ୍ୱ ବ୍ୟାଙ୍କ ପ୍ରତିନିଧି ଉପସ୍ଥିତ । ରାଜ୍ୟର ବିକାଶ...

କ୍ଷତିପୁରଣ ଦାବୀରେ ବୀରବାହାନପୁରରେ ଧାରଣା, ୨୩ ପରିବାର ପ୍ରଭାବିତ ବଅଁରପାଳ:ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୀରବାହନପୁର ଗ୍ରାମର ୨୩ଟି ପରିବାର କ୍ଷତିପୁରଣ ଦାବୀକୁ ନେଇ ଧାରଣାରେ ବସିଛନ୍ତି। ତାଳବାହାଳି ଗ୍ରାମର ଦୁଷ୍ମନ୍ତ ନାଏକ ଏକ ରାସ୍ତା ଯୋର-ଜବରଦସ୍ତି ଭାବେ ଧାରଣାରେ ବସିଥିବା ପରିବାରଙ୍କ ଜମି ଉପରେ ରାସ୍ତା କାମ କରୁଥିବା ଅଭିଯୋଗ ହୋଇଛି। ଏ କଥା...

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘରୁ ସହାୟକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ବେଲପାହାଡ଼ ଅଞ୍ଚଳର ଶଙ୍କର୍ଷଣ ନାଗ । ତେବେ ତାଙ୍କର କିଭଳି ଓ କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ସନ୍ଦେହ ଘେରରେ ରହିଛି । ବିଦ୍ୟୁତ୍ ଆଘାତରେ ଶଙ୍କର୍ଷଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଏବେ...











All rights reserved. Designed by Inter Softech