
କ ଲଟକ: ନାମାଙ୍କନପତ୍ର ଦାଖଲ ବେଳକୁ ଯଦି ଦୁଇରୁ ଅଧିକ ସନ୍ତାନ ଥିବା ପ୍ରମାଣିତ ହୁଏ ତାହେଲେ ସଂପୃକ୍ତ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ଅଯୋଗ୍ୟ ଘୋଷିତ ହେବେ । ଏହି ଆଧାରରେ ନିମ୍ନ ଅଦାଲତ ଦେଇଥିବା ଆଦେଶକୁ ହାଇକୋର୍ଟ କାଏମ୍ ରଖିଛନ୍ତି । ବୌଦ୍ଧ ବ୍ଲକ୍ ବଢ଼ିଗାଁ ପଞ୍ଚାୟତର ସରପଞ୍ଚ ସିଦେ୍ଧଶ୍ୱର ପ୍ରଧାନଙ୍କ ପକ୍ଷରୁ ଆଗତ...

ରାସ୍ତା କଡ ଗଛରୁ ଝୁଲନ୍ତା ମୃତ ଦେହ ଉଦ୍ଧାର । କାରଣ ଅପଷ୍ଟ।ଧର୍ମଗଡ଼ (ଜାଗ୍ରତ ଭାରତ,)କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ବରାମୁଣ୍ଡ ନିକଟସ୍ଥ ରାସ୍ତା କଡରେ ଥିବା ଶିଶୋ ଗଛରୁ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି କେଗାଁ ପୁଲିସ । ମୃତକ ଜଣକ ହେଲେ ଜୁନାଗଡ଼ ଥାନା ଅନ୍ତର୍ଗତ ଦାବଝରଣ ଗ୍ରାମର ସନ୍ତୟ ଶବରଙ୍କ...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/01/Picsart_25-11-05_07-59-52-526-28.jpg)
ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକଙ୍କୁ ମୋର ନମସ୍କାର। ଆଜି ଶୁକ୍ରବାର, ୩୦ ଜାନୁୟାରୀ ୨୦୨୬ ପାଇଁ ଆପଣଙ୍କର ଦୈନିକ ରାଶିଫଳ ନିମ୍ନରେ ପ୍ରଦାନ କରାଗଲା: ♈ ମେଷ (Aries) ଆଜି ଆପଣଙ୍କ ପାଇଁ ଏକ ସକରାତ୍ମକ ଦିନ ରହିବ। କର୍ମକ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ। ♉ ବୃଷ (Taurus) ଆଜି ଆର୍ଥିକ ଦିଗରୁ ଦିନଟି ଭଲ।...

ଢେଙ୍କାନାଳ ବାଣିଜ୍ୟ ମେଳା ଉଦଘାଟିତ । ଅଦ୍ୟ ତା ୨୯.୧.୨୬ ରିଖ ଗୁରୁବାର ମିନି ଷ୍ଟାଡିୟମଠାରେ ଆଡ୍-ବିଟସ୍ ଏବଂ ଏମ୍ ଏସ୍ ଏମ୍ ଇ, ଡିଏଫ୍ଓ କଟକଙ୍କ ମିଳିତ ଉଦ୍ୟମରେ ଢେଙ୍କାନାଳ ବାଣିଜ୍ୟ ମେଳା ଉଦଘାଟନ ହୋଇଯାଇଅଛି।ଏହି ବାଣିଜ୍ୟ ମେଳା ରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର...

ତରକାବେଡା କୁମୁରିସିଙ୍ଗା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ 2026. ହିନ୍ଦୋଳ ବ୍ଲକ ର ତରକାବେଡା କୁମୁରିସିଙ୍ଗା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ଶୈକ୍ଷିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି.. ଏହି ଅବସରରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସାଂସଦ ପ୍ରତିନିଧି ସୁଶାନ୍ତ ପତି, ପଂଚାୟତ ସମିତି ଉପାଧ୍ୟକ୍ଷ ବରୁଣ କୁମାର...

ଏବିଭିପି ତରଫ ରୁ ଛାତ୍ର ଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ କ୍ୟାରିଅର କାଉନସେଲିଂ ଧର୍ମଗଡ଼ (ଜାଗ୍ରତ ଭାରତ)ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫ ରୁ ଆଜି ବାଳକ ଉଚ୍ଚ ବିଦ୍ୟାଳୟ ଧର୍ମଗଡ଼ ଠାରେ କ୍ୟାରିଅର କାଉନସେଲିଂ ଆରମ୍ଭ। ଜିଲ୍ଲା ସଂଯୋଜକ ସାଇ ଦର୍ଶନ ଠାକୁର ଙ୍କ ଉପସ୍ଥିତି ରେ ପିଲାମାନଙ୍କୁ ଦଶମ ପାସକ ରିଲା ପରେ...









![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
All rights reserved. Designed by Inter Softech