
ଦାବି ପୂରଣ ନ ହେଲେ ଆତ୍ମାହୂତି ଧମକ ଭଟଲି :- ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ କୁଶନପୁରୀ ଅଧୀନସ୍ଥ ଶ୍ୟାମ ବିହାରୀ ମନ୍ଦିରରେ ବ୍ୟାପକ ଅବ୍ୟବସ୍ଥା ବିରୋଧରେ ମଙ୍ଗଳବାର ଦିନରୁ ଭଟଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମାଧୋ ବାବାଙ୍କ ପରିବାର ସଦସ୍ୟ ବଜରଙ୍ଗଲାଲ ଅଗ୍ରୱାଲ ଅନଶନରେ ବସିଛନ୍ତି ।ଏହି ଅବସରରେ ଶ୍ରୀ ଶ୍ୟାମ ବିହାରୀଙ୍କ ଦର୍ଶନ ତଥା...

ଅନୁଗୋଳଗୋତମରା ଓଭର ବ୍ରିଜ ନିକଟରେ ପିକଅପ୍ ବାଇକ୍ ଧକ୍କାରେ ଯୁବକ ମୃତ ଅନୁଗୋଳ ଜିଲ୍ଲା ବଅଁରପାଳ ନିକଟସ୍ଥ ଗୋତାମର ଓଭର ବ୍ରିଜ ନିକଟରେ ଏକ ପିକ୍ଅପ୍ ଭ୍ୟାନ ଓ ମଟରସଇକେଲ ମଧ୍ୟରେ ଦୃଘାଟଣରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଛି ,ମୃତ ଯୁବକ ଗୋତମରା ଗ୍ରାମର ଶରତ ଚନ୍ଦ୍ର ମହାନ୍ତିଙ୍କ ପୁଅ ଶକ୍ତି ସୌରବ ମହାନ୍ତି। (୨୧) ବୋଲି...

ଜାଗ୍ରତ ଭାରତ ନ୍ୟୁଜ୍ର ସମସ୍ତ ପାଠକଙ୍କୁ ସ୍ୱାଗତ। ଓଡ଼ିଶା ରାଜନୀତିରେ ଏବେ ରାଜ୍ୟସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବିଷୟରେ ଏକ ସ୍ୱତନ୍ତ୍ର ରିପୋର୍ଟ: ଓଡ଼ିଶା ରାଜ୍ୟସଭା ଲଢ଼େଇ: ପରିବର୍ତ୍ତିତ ସମୀକରଣ ଓ ପାୱାର ଗେମ୍ ଓଡ଼ିଶା ବିଧାନସଭା ନିର୍ବାଚନ ପରେ ରାଜ୍ୟର ରାଜନୈତିକ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ବିଜେପି ପ୍ରଥମ ଥର...

ନୁଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯାଉଛି। ଆଜି ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ପ୍ରଥମ ଟି-୨୦ ଖେଳାଯାଇଥିଲା। ପାକିସ୍ତାନ ଏହି ମ୍ୟାଚ୍ ରେ ଅଷ୍ଟ୍ରେଲିଆକୁ ୨୨ ରନରେ ପରାସ୍ତ କରିଛି। ଆଗାମୀ ଟି-୨୦ ବିଶ୍ୱକପ୍ ପୂର୍ବରୁ ଏହି ବିଜୟ ପାକିସ୍ତାନ ପାଇଁ ଏକ ବଡ଼...

ନୁଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ 2025-26 ଉପସ୍ଥାପନ କରିଛନ୍ତି । 2025-26 ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର 7.4 ପ୍ରତିଶତ ରହିବା ନେଇ ରିପୋର୍ଟରେ ଆକଳନ କରାଯାଇଛି । ଏହା ଉପଭୋଗ ଏବଂ ନିବେଶର ଡବଲ ଇଞ୍ଜିନ ଦ୍ୱାରା ପରିଚାଳିତ।...

ବ୍ରହ୍ମପୁର,୨୯|୧: ୨୦୨୪ ମସିହା ଯୁକ୍ତଦୁଇ ଛାତ୍ରୀଙ୍କ ଗଣଦୁଷ୍କର୍ମ ମାମଲା | ୬ଜଣ ଅଭିଯୁକ୍ତଙ୍କୁ ୨୦ବର୍ଷ ପାଇଁ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୨୪ ମେ ମାସରେ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅଞ୍ଚଳରରେ ଏପରି ଏକ ଘଟଣା ଘଟିଥିଲା | ଯେଉଁଠି ଏକ ବ୍ୟାଚଲର ରୁମରେ ଜଣେ ଜଣେ ଯୁକ୍ତଦୁଇ ଛାତ୍ରୀଙ୍କ ଗଣଦୁଷ୍କର୍ମ ହୋଇଥିଲା । ଏନେଇ ଆଜି...








All rights reserved. Designed by Inter Softech