
ରୋହିଙ୍ଗ୍ୟାଙ୍କୁ ‘ବଙ୍ଗାଳୀ’ କହିବା ପ୍ରସଙ୍ଗ: ଅନ୍ତର୍ଜାତୀୟ କୋର୍ଟରେ ବାଂଲାଦେଶର ଦୃଢ଼ ପ୍ରତିବାଦ ଢାକା/ହେଗ୍: ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପରିଚୟକୁ ନେଇ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ବିବାଦ ତେଜିଛି। ମିଆଁମାର ସରକାର ରୋହିଙ୍ଗ୍ୟାମାନଙ୍କୁ ନିଜ ଦେଶର ନାଗରିକ ଭାବେ ସ୍ୱୀକାର ନକରି ସେମାନଙ୍କୁ ‘ବଙ୍ଗାଳୀ’ ବୋଲି ସମ୍ବୋଧନ କରିବା ପ୍ରସଙ୍ଗରେ ବାଂଲାଦେଶ ଏବେ ବିଶ୍ୱ ଦରବାରରେ ନିଜର ଆପତ୍ତି...

ଭୁବନେଶ୍ୱର, ୨୫/୦୧ : ରାଜ୍ୟର ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କୁ ୧୯୯୪ ଆଇନ ଅନୁଯାୟୀ ଦରମା ପ୍ରଦାନ ନେଇ ଥିବା ନିର୍ଦ୍ଦେଶକୁ କାଏମ ରଖିଲେ ସୁପ୍ରିମକୋର୍ଟ। ରାଜ୍ୟ ସରକାରଙ୍କ ସ୍ପେଶାଲ ଲିଭ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ମାନ୍ୟବର ବିଚାରପତି ଜଷ୍ଟିସ ଦିପଙ୍କର ଦତ୍ତ ଓ ମାନ୍ୟବର ବିଚାରପତି ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ...

ଆଜି ପବିତ୍ର ମାଘ ସପ୍ତମୀ ଅବସରରେ ଭୋରୁ ଭୋରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଛନ୍ତି । ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ଗତକାଲି ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଶ୍ରଦ୍ଧାଳୁମାନେ ବାଉଁଶ କଣିରେ କୁଡ଼ିଆ ତିଆରି କରି ବିଶ୍ରାମ ନେଇଥିଲେ । ଶ୍ରଦ୍ଧାଳୁମାନଙ୍କ...

ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ତହସିଲ ଅନ୍ତର୍ଗତ ରାଜପୁର ଅଞ୍ଚଳରେ ୧୭ ଲକ୍ଷ ଟଙ୍କାର ଧଳା ଜହର ଜବତ କରାଯାଇଛି। ଡିଲ୍ ବେଳେ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି। ଜବତ ବ୍ରାଉନସୁଗାର ପ୍ରାୟ ୧୧୭ ଗ୍ରାମ୍ ସୂଚନା।

ଅମ୍ବାଭୋନା ବ୍ଳକ୍ ରେ ଦ୍ବିତୀୟ ପର୍ଯ୍ୟାୟ ନିଷ୍ଠା ତାଲିମ ଉଦଯାପିତ ଅମ୍ବାଭୋନା ୨୪/୦୧ ଶନିବାର ଦିନ ଅମ୍ବାଭୋନା ବ୍ଳକ୍ ର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ସମ୍ବିଳନୀ କକ୍ଷରେ ଅମ୍ବାଭୋନା ବ୍ଳକ୍ ର ଏ ବି ଇ ଓ କମ୍ ବି ଆର୍ ସି ସି ଶ୍ରୀଯୁକ୍ତ ଲାଲ୍ ମୋହନ୍ ସିଂ ଙ୍କ ସଭାପତିତ୍ବରେ ତଥା ବି...

ମୁଷଳଧାରାରେ ବର୍ଷା ହେବା ଫଳରେ ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶରେ ଭୂସ୍ଖଳନ ଘଟି ୭ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୮୨ ଜଣ ନିଖୋଜ ଥିବା ଜଣାପଡ଼ିଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା କହିଛି, ଏହି ଦୁର୍ଘଟଣା ପଶ୍ଚିମା ବାନ୍ଦୁଙ୍ଗ୍ ଅଞ୍ଚଳରେ ଘଟିଛି । ପଶ୍ଚିମ ଜାଭା ପ୍ରଦେଶରେ ଏକ ସପ୍ତାହ ପର୍ଯ୍ୟନ୍ତ କୌଣସି ନକାରାତ୍ମକ...









All rights reserved. Designed by Inter Softech