
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଲିପଟା ମଣ୍ଡଳରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀରେ ସମଗ୍ର ହିନ୍ଦୁ ସମାଜ ଦ୍ୱାରା ଆହୂତ ନିକଟସ୍ଥ ପଞ୍ଚାୟତ ତଥା ବାଲିପଟା,ଟେଣ୍ଟୋଲୋଇ,କୁକୁରୁପେଟା,ଆଦି ଗ୍ରାମ ପଞ୍ଚାୟତ ର ଗ୍ରାମବାସୀମାନେ ବହୁ ସଂଖ୍ୟା ରେ ଆସି ବାଲିପଟା କାଳୀ ମନ୍ଦିର ନିକଟରୁ ନାମ ସଂକୀର୍ତ୍ତନ କରି ଏକ ବିଶାଳ ହିନ୍ଦୁ...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ରବିବାର) ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିବେ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରି ଏହାକୁ ନିଶ୍ଚିତ କରିଛି। ଏହି ଭାଷଣ ରବିବାର ସନ୍ଧ୍ୟା ୭ଟାରୁ ସମସ୍ତ ଜାତୀୟ ଅଲ୍ ଇଣ୍ଡିଆ ରେଡିଓ ଚ୍ୟାନେଲରେ ପ୍ରସାରିତ ହେବ। ଏହା ସମସ୍ତ ଦୂରଦର୍ଶନ ଚ୍ୟାନେଲରେ ହିନ୍ଦୀ ଏବଂ ତା’ପରେ...

ଚଳନ୍ତା ଟ୍ରକରେ ଲାଗିଲା ନିଆଁ ଅଗ୍ନିସମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲା ଚଳନ୍ତା ଟ୍ରକ୍ ରେ ଲାଗିଲା ନିଆଁ, ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଜାତୀୟ ରାଜପଥ 520 ବିଲେଇପଦା ନିକଟରେ ଚଳନ୍ତା ଟ୍ରକରେ ହଠାତ୍ ନିଆଁ ଲାଗିଥିଲା,ସଟ୍ ସର୍କିଟ ଯୋଗୁ ଟ୍ରକ୍...

ଜାତୀୟ ମତଦାନ ଦିବସ ପାଳିତଆଜି ତା -୨୫.୦୧.୨୦୨୬ ରିଖ ରବିବାର ଦିନ ମେରା ଯୁବ ଭାରତ, ଢେଙ୍କାନାଳ ଓ “ପ୍ରିୟ” ଯୁବ ସାମାଜିକ ଅନୁଷ୍ଠାନ ର ମିଲିତାନୁକୁଲ୍ୟ ରେ ପ୍ରିୟ କାର୍ଯ୍ୟାଳୟ ଠାରେ ଜାତୀୟ ମତଦାନ ଦିବସ ପାଳିତ ହୋଇଯାଇଅଛି। ନୂଆ ଭୋଟର ମାନେ ପ୍ଲାକ କାର୍ଡ ଧରି ସାଇକେଲ ଶୋଭା ଯାତ୍ରା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ...

ଏହା ଏକ ଅତ୍ୟନ୍ତ ଦୁଃଖଦ ଖବର। ଓଡ଼ିଶାର ଜନପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ‘ଜାଗ୍ରତ ଭାରତ ନ୍ୟୂଜ’ ର ଏକ ସ୍ଵତନ୍ତ୍ର ରିପୋର୍ଟ ବିଶେଷ ରିପୋର୍ଟ: ସ୍ତବ୍ଧ ଓଡ଼ିଆ ସଙ୍ଗୀତ ଜଗତ, ଆଖି ବୁଜିଲେ ‘ମେଲୋଡି କିଙ୍ଗ’ ଅଭିଜିତ ମଜୁମଦାର ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଦୁନିଆରେ ଶୋକର ଛାୟା।...

ଭାରତର ୭୭ତମ ଗଣତନ୍ତ୍ର ଦିବସ ଅବସରରେ ଆପଣଙ୍କୁ ଅଗ୍ରୀମ ହାର୍ଦ୍ଦିକ ଅଭିନନ୍ଦନ! ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା, ଯାହା ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ପ୍ରଜାତନ୍ତ୍ର ଭାବେ ପ୍ରତିଷ୍ଠିତ କରିଥିଲା। ଏହି ଗୌରବମୟ ଦିବସ ପାଇଁ ଏକ ବିଶେଷ ପ୍ରବନ୍ଧ ନିମ୍ନରେ ପ୍ରସ୍ତୁତ କରାଗଲା:...










All rights reserved. Designed by Inter Softech