
VB-G-RAM-G ଭିବି- ଜିରାମ-ଜୀ ଆଇନ ର ବିଜେପି ଜିଲ୍ଲା ସ୍ତରୀୟ କର୍ମଶାଳା ଭବାନୀପାଟଣା (ଜାଗ୍ରତ ଭାରତ)ଭିବି -ଜିରାମ-ଜୀ, (VB-G-RAM-G )ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲା ତରଫରୁ ଭବାନୀପାଟଣା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଭିବି -ଜିରାମ -ଜୀ ଯୋଜନା ର ଜିଲ୍ଲା ସ୍ତରୀୟ ଜନଜାଗରଣ କର୍ମଶାଳା ଅନୁଷ୍ଠିତ ହେଲା l ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଯୁଗଳ...

ବିଶେଷ ରିପୋର୍ଟ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବର୍ବରତା – ଭାଇରାଲ୍ ଭିଡିଓ ପଛର ସତ୍ୟତା ଓ ବର୍ତ୍ତମାନର ସ୍ଥିତି ଢାକା/ନୂଆଦିଲ୍ଲୀ: ବାଂଲାଦେଶରେ ସାମ୍ପ୍ରତିକ ରାଜନୈତିକ ଅସ୍ଥିରତା ମଧ୍ୟରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ହେଉଥିବା ଆକ୍ରମଣ ଏବେ ବିଶ୍ୱବ୍ୟାପୀ ଚିନ୍ତାର ବିଷୟ ପାଲଟିଛି। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ମର୍ମନ୍ତୁଦ...

ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ପ୍ରୟାଗରାଜ: ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା ଏକ ପୋଖରୀରେ ପଡ଼ିଯାଇଥିଲା। କେପି କଲେଜ ପଛରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକମାନେ ଘଟଣା ବିଷୟରେ ପୋଲିସ ଏବଂ ପ୍ରଶାସନକୁ ସୂଚନା ଦେଇଥିଲେ, ଯାହା ପରେ ଅଗ୍ନିଶମ ବାହିନୀ...

ମୃତ୍ୟୁକଙ୍କ ପରିବାର ସହଯୋଗ ହାତ ବଢ଼ାଇଲେ ପରଜଙ୍ଗ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା…….. ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ଅସହାୟ ଗରିବ ମୃତକ ପରିବାରଙ୍କୁ ସାହାଯ୍ୟ ସହଯୋଗର ହାତ।ବଢାଇଲେ ପରଜଙ୍ଗ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା ଆର୍ଥିକ ସହାୟତା ରାଶି ₹ ୬୦୦୦ ଦେଲେ , ସ୍ୱର୍ଗତ ଶତ୍ରୁଘନ ପଧାନଙ୍କ ମୃତଦେହ ପରଜଙ୍ଗ ମେଡ଼ିକାଲରୁ ପଙ୍ଗାତିରା ପଞ୍ଚାୟତ...

ଗ୍ରୀଣ୍ଡୋଲ ଆଞ୍ଚଳିକ ସାଧନ କେନ୍ଦ୍ର ଠାରେ ଦୁଇ ଦିନିଆ ଶିକ୍ଷଣ ସାମଗ୍ରୀ ନିର୍ମାଣ କର୍ମଶାଳା ଅନୁଷ୍ଠିତ। ଧର୍ମଗଡ (ଜାଗ୍ରତ ଭାରତ)ମଙ୍ଗଳବାର ଅପରାହ୍ଣ ୪ ଘଟିକା ସମୟରେ ଗ୍ରୀଣ୍ଡୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ରଣା ପଡ଼ା ପ୍ରାଥମିକ ବିଦ୍ୟାଳୟ ରେ ସିଆରସିସି ଶ୍ରୀଯୁକ୍ତ ଗଜିନ୍ଦ୍ର ନାଏକ ଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଯାଇଛି।ଏହି...

ଢ଼େଙ୍କାନାଳ: ଚଳିତ ସରସ୍ୱତୀ ପୂଜା ପାଇଁ ମା ସରସ୍ୱତୀ ଙ୍କ ମୂର୍ତ୍ତି ର ପସରା ଖୋଲିଛି। କଟକ ରୁ ଆସି ବିକ୍ରୀ ହେଉଛି ବୋଲି କହିଛନ୍ତି ଲକ୍ଷ୍ମୀବଜାର ମୂର୍ତ୍ତୀ ବ୍ୟବସାୟୀ ପଦ୍ମନାଭା ମହାପାତ୍ର କହିଛନ୍ତି। ଶହେ ଟଙ୍କା ରୁ ଆରମ୍ଭ ହୋଇ ଷୋଳଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ ହେଉଛି।









All rights reserved. Designed by Inter Softech