
ବନବିଭାଗ ପକ୍ଷରୁ ଚଢାଉ ପ୍ରାୟ ବାରଲକ୍ଷ ଟଙ୍କାର ମାଙ୍ଗାନିଜ ସହ ଗାଡ଼ି ଜବତ୍ ଦୁଇ ଗିରଫ ବନ ବିଭାଗର ଚଢ଼ାଉ ପ୍ରାୟ ୧୦୦ଟନ୍ ମାଙ୍ଗାନିଜ୍ ଜବତ, ବେଆଇନ ମାଙ୍ଗାନିଜ୍ ଲମ୍ପ କ୍ରସର ପ୍ଲାଣ୍ଟ ସିଲ୍ ୨ ଗିରଫ। କେଉଁଝରର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ)ଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଥିବା ବଡ଼ବିଲର ରେଞ୍ଜ ଅଫିସର ସଂଜୀବ ରାଉତ ଙ୍କ ନେତୃତ୍ୱରେ...

ବିଜେପିରେ ନୀତିନ ନବୀନ ଯୁଗ ଆରମ୍ଭ ହୋଇଛି । ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ୪୫ ବର୍ଷୀୟ ନୀତିନ ନବୀନ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିର ୧୨ତମ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହୋଇଛି । ଗତକାଲି ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ତାଙ୍କ ସପକ୍ଷରେ ୩୮ ସେଟ୍ ନାମାଙ୍କନ ଦାଖଲ ହୋଇଥିଲା...

ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି ମହିଳା ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ‘ଆମ-ବସ୍’ ସେବା ସମୀକ୍ଷା ବୈଠକରେ ନିଷ୍ପତ୍ତି...

ଅନୁଗୋଳ ବନ ବିଭାଗର ଅପରାଧ ଡାଏରୀ (ଶିକାର କାର୍ଯ୍ୟକଳାପ ବିରୁଦ୍ଧରେ ଶୂନ୍ୟ ସହନଶୀଳତା): -୨୦ ଜାନୁଆରୀ ୨୦୨୬ ସକାଳ ପ୍ରାୟ ୦୯:୩୦ ସମୟରେ ଶ୍ରୀ ସିଦ୍ଧାର୍ଥ ଜୈନ ଏସିଏଫ୍ ଅନୁଗୁଳ ବନ ବିଭାଗ ଏବଂ ଶ୍ରୀ ସଚିତାନନ୍ଦ ସେଠି, ଏସିଏଫ୍, ଆଠମଲିକ ବନ ବିଭାଗଙ୍କ ନେତୃତ୍ୱରେ ଏକ ମିଳିତ ସନ୍ଧାନ ଅଭିଯାନ କରାଯାଇଥିଲା। ଏହି ଅଭିଯାନ ସମୟରେ,...

ତାଳଚେର – ୧୯ ଜାନୁଆରୀ ୨୦୨୬ ଦିନ ପୂର୍ବାହ୍ନ ୧୧:୦୦ ଟାରେ, ତାଳଚେର ରେଞ୍ଜର ତାଳଚେର ସଦର ସେକ୍ସନର ଗୋଡିବନ୍ଧ ବିଟ୍ ଅନ୍ତର୍ଗତ କାଙ୍କିଲି ଗ୍ରାମର ତାଳଚେର ପ୍ୟାଲେସ ଗ୍ରାଉଣ୍ଡ ପିକନିକ୍ ସ୍ପଟ୍ରେ ଏକ ପ୍ଲାଷ୍ଟିକ୍ ମୁକ୍ତ ସଚେତନତା ଅଭିଯାନ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ତାଳଚେର ରେଞ୍ଜର ବନାଞ୍ଚଳ ଅଧିକାରୀ, ତାଳଚେର ସେକ୍ସନର...

ପଶୁ ସ୍ୱାସ୍ଥ୍ୟ ଶିବିର ଏବଂ ଟୀକାକରଣ କାର୍ଯ୍ୟକ୍ରମ୧୯ ଜାନୁଆରୀ ୨୦୨୬, ସକାଳ ୧୧.୩୩ ସମୟରେ, ଛେଣ୍ଡିପଦା ରେଞ୍ଜର ଛେଣ୍ଡିପଦା-୨ ସେକ୍ସନ ଅଧୀନରେ ଥିବା ଭ୍ରାମ୍ୟମାଣ ପଶୁ ଚିକିତ୍ସା ୟୁନିଟ୍ (MVU), ଅନୁଗୁଳ ଦ୍ୱାରା ଭାଲିଆସେର ଗ୍ରାମରେ ଏକ ପଶୁ ସ୍ୱାସ୍ଥ୍ୟ ଶିବିର ଏବଂ ଟୀକାକରଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା...









All rights reserved. Designed by Inter Softech