
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତା (DCA) ୬୩୯ ଟଙ୍କାରୁ ୬୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ୨୦୨୬ ଜାନୁଆରୀ ୧ ତାରିଖରୁ ଲାଗୁ ହେବ। ସୂଚନାଯୋଗ୍ୟ ଯେ, ୨୦୨୫ ଜୁଲାଇ ପହିଲାରେ ଗୃହରକ୍ଷୀଙ୍କ ଦୈନିକ ଭତ୍ତା ୬୨୩ରୁ ୬୩୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।...

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ଓଡିଶା ରାଇସ ମିଲର୍ସ ସଂଘ ପ୍ରତିନିଧି ମାନେ ସାକ୍ଷାତ କରିଛନ୍ତି। ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏହି କର୍ମକର୍ତ୍ତା ମାନେ ସାକ୍ଷାତ କରି ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏଥିସହ କର୍ମକର୍ତ୍ତା ମାନେ...

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମାନ୍ୟବର ମନ୍ତ୍ରୀ ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମୀଣ ଉନ୍ନୟନ ପ୍ରତିଷ୍ଠାନ (SIRD) ସମ୍ମିଳନୀ କକ୍ଷରେ ରାଜ୍ୟର ବିଭିନ୍ନ ମେଗା ପାଇପ୍ଡ ୱାଟର ସପ୍ଲାଏ (PWS) ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ନିରବଚ୍ଛିନ୍ନ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ...

ଭୁବନେଶ୍ୱର: ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖିଛନ୍ତି । ମୋଦିଙ୍କ ସଂକଳ୍ପବଦ୍ଧ ନେତୃତ୍ୱ ପାଇଁ ଦେଶ ଆଗକୁ ବଢି ଚାଲିଛି । ୨୦୩୦ ସୁଦ୍ଧା ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ୨୦୨୫ ସୁଦ୍ଧା ପୂରଣ ହୋଇଛି । ବିଶ୍ୱରେ ଅସ୍ଥିରତା ଭିତରେ ମୋଦି ଦେଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-9-scaled.jpg)
ଜାଗ୍ରତ ଭାରତ ନ୍ୟୂଜ୍: ସମ୍ପୂର୍ଣ୍ଣ ରାଶିଫଳ (୧୦ ଜୁନ୍, ୨୦୨୬) ଆଜିର ଦିନଟି ବାରହୋଟି ରାଶି ପାଇଁ କିପରି ରହିବ, ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା: ୧. ମେଷ (Aries) ୨. ବୃଷ (Taurus) ୩. ମିଥୁନ (Gemini) ୪. କର୍କଟ (Cancer) ୫. ସିଂହ (Leo) ୬. କନ୍ୟା (Virgo) ୭. ତୁଳା (Libra)...

ଯୋଡ଼ାଥାନା ଅନ୍ତର୍ଗତରେ ଅଗ୍ନିକାଣ୍ଡ ଘଟି ଚାରିଜଣ ଗୁରୁତର ଆହତ ନେଇ ସୂଚନା କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ାଥାନା ଅନ୍ତର୍ଗତରେ ଅଗ୍ନିକାଣ୍ଡ ଘଟି ଚାରିଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ ବାଂଶପାଣି ନିକଟରେ ଏକ ଗ୍ୟାରେଜରେ ଅଗ୍ନିକାଣ୍ଡ ଘଟି ଚାରିଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା। ଏବଂ ଏହି...

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓମାନର ସୁଲତାନ ହାଇଥାମ୍ ବିନ୍ ତାରିକଙ୍କ ସହ ପାର୍ବଣର ଶୁଭେଚ୍ଛା ଆଦାନପ୍ରଦାନ ସହ ଅଞ୍ଚଳର ପରିବର୍ତ୍ତିତ ପରିସ୍ଥିତି ବାବଦରେ ଏକ ଫଳପ୍ରଦ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ସୁଲତାନ ହାଇଥାମ୍ ବିନ ତାରିକଙ୍କ ସହ କଥା ହୋଇଥିଲେ ଏବଂ ଓମାନର ଜନସାଧାରଣଙ୍କୁ ଆଗୁଆ ଇଦ୍ ଶୁଭେଚ୍ଛା ଜଣାଇଥିଲେ। ଆଲୋଚନା ସମୟରେ ଉତ୍ତେଜନା ହ୍ରାସ...

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଉତ୍ତେଜନା ହ୍ରାସ ତଥା ଆଲୋଚନା ଏବଂ କୁଟନୀତିକୁ ଫେରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରନ ଏହି ଅଞ୍ଚଳ ସହ ଅନ୍ୟାନ୍ୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାକୁ ଆଗକୁ ବଢ଼ାଇବା...

ହୋର୍ମୁଜ ପ୍ରଣାଳୀ ବନ୍ଦ ଯୋଗୁ ବିଶ୍ୱବ୍ୟାପୀ ତୈଳ ଓ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଥିବା ବେଳେ ଭାରତୀୟ ଜାହାଜ’ଜଗ୍ ଲାଡକୀ’ ହୋର୍ମୁଜ ପାର୍ କରି ଆଜି ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି । ଏଥିରେ ୮୦,୮୮୬ ଟନ୍ ଅଶୋଧିତ ତୈଳ ରହିଛି । ଏହାଦ୍ୱାରା ଦେଶରେ କୌଣସି ତୈଳ ଅଭାବ ରହିବ ନାହିଁ ବୋଲି ଆଶା କରାଯାଉଛି...

ଭାରତରେ ୬ଜି ମାନକୀକରଣ କର୍ମଶାଳା: ବିଶ୍ୱ ନେତୃତ୍ୱ ପାଇଁ ବଡ଼ ପଦକ୍ଷେପ ନୂଆଦିଲ୍ଲୀରେ ୬ଜି ମାନକୀକରଣ ଉପରେ ଏକ ପ୍ରମୁଖ ଆନ୍ତର୍ଜାତିକ କର୍ମଶାଳା ଆୟୋଜନ କରିବ ଭାରତ, ଯାହା ପରବର୍ତ୍ତୀ ପିଢ଼ିର ଟେଲିକମ୍ୟୁନିକେସନରେ ବିଶ୍ୱର ଅଗ୍ରଣୀ ହେବାର ଲକ୍ଷ୍ୟକୁ ଦର୍ଶାଉଛି। ଦୂରସଞ୍ଚାର ବିଭାଗ ଅଧୀନରେ ଥିବା ଟେଲିକମ୍ୟୁନିକେସନ ଇଞ୍ଜିନିୟରିଂ ସେଣ୍ଟର ଦ୍ୱାରା ୨୦୨୬ ମସିହା ମାର୍ଚ୍ଚ ୧୮...

ଗୁଜରାଟ: ଗୁଜରାଟ ବିଧାନସଭାର ବଜେଟ ଅଧିବେଶନ ଚାଲିଥିବାବେଳେ ବୁଧବାର ଇମେଲ ମାଧ୍ୟମରେ ବିଧାନସଭା ପରିସରରେ ବୋମା ଥିବା ନେଇ ଧମକ ମିଳିବା ପରେ ବିଧାୟକ ଓ କର୍ମଚାରୀଙ୍କ ମଧ୍ୟରେ ଭୟ ଖେଳି ଯାଇଥିଲା । ଗୃହର କାର୍ଯ୍ୟଧାରା ଆରମ୍ଭ ହେବା ପୂର୍ବରୁ ଇମେଲ ମିଳିଥିଲା। ବିଧାନସଭା ପରିସରରେ ବୋମା ଥିବା ଏଥିରେ ଧମକ ଦିଆଯାଇଥିଲା। ତୁରନ୍ତ ସମସ୍ତ...

୧୬ମାର୍ଚ୍ଚରେ ସଲମାନ ଖାନ ଏକ ପୋଷ୍ଟ କରି କହିଥିଲେ କି ତାଙ୍କ ଫିଲ୍ମର ନାଁ ଏବେ “ବ୍ୟାଟଲ ଅଫ ଗଲୱାନ’ ହେବ ନାହିଁ । ଫିଲ୍ମ ନାଁ ଏବେ “ମାତୃଭୂମି-ମେ ୱାର ରେଷ୍ଟ ଇନ ପିସ’ ହେବ । ମେକର୍ସ ଫିଲ୍ମରେ ହ୍ୟୁମନ ଏଙ୍ଗଲ ବି ରଖିବାକୁ ଚାହିଁଛନ୍ତି । ତେଣୁ ସଲମାନ ଖାନ ଏବେ ଫିଲ୍ମ...
କଂଗ୍ରେସ ଛାଡି ବିଜେପିରେ ମିଶିଲେ ପୂର୍ବତନ ବ୍ଲକ ସଭାପତି ଜେ ବି ଏନ, ୦୩/୦୪/୨୦୨୧,(ରିପୋର୍ଟ, ଚୈତନ୍ୟ ସାହୁ), ଛେଣ୍ଡିପଦା : ଆଉ ମାତ୍ର କିଛି ଦିନ ପରେ ଅନଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ର ଜରପଡା ଜିଲ୍ଲା ପରିଷଦ ଜୋନ ରେ ଉପ ନିର୍ବାଚନ ହେବାକୁ ଯାଉଛି l ଗଡ଼ ସମ୍ଭାଳିବାବୁ ବିଜେପି l ବିଜେଡି l...
ଆସାମ: ଦ୍ୱିତୀୟ ପର୍ଯ୍ୟାୟରେ 39 ଟି ସିଟ୍ ପାଇଁ ସଂଘର୍ଷ , ଭେଟେରାନଙ୍କ ଠାରୁ ସମୀକରଣ ପର୍ଯ୍ୟନ୍ତ ସବୁକିଛି ଜାଣନ୍ତୁ ଜେ ବି ଏନ, ୩୧/୦୩ /୨୦୨୧, ନୂଆଦିଲ୍ଲୀ : ଆସାମରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ 13 ଟି ଜିଲ୍ଲାର 39 ଟି ଆସନରେ ଭୋଟ୍ ଅନୁଷ୍ଠିତ ହେବ, ଯେଉଁଥି ପାଇଁ 345 ଜଣ...
ନିର୍ବାଚନ ହାଲଚାଲ : ଆସାମରେ ଅମିତ ଶାହାଙ୍କ ତିନୋଟି ରାଲି, ତାମିଲନାଡୁ ଏବଂ କେରଳର ଯୋଗୀଙ୍କ ବଜ୍ରପାତ ଆକ୍ରମଣ ଜେ ବି ଏନ, ୩୧/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ଦିନ ବଙ୍ଗଳା ଏବଂ ଆସାମରେ ଧାର୍ଯ୍ୟ କରାଯାଇଛି। ବଙ୍ଗଳାର 30 ଟି ଆସନରେ...
କେରଳରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି: ଲୋକମାନେ LDF ଏବଂ UDF ର ‘ଫିକ୍ସ ମ୍ୟାଚ୍’ କୁ ପ୍ରତ୍ୟାଖ୍ୟାନ କରିବେ ଜେ ବି ଏନ, ୩୦/୦୩/୨୦୨୧,(ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ପାଇଁ ପ୍ରଚାରର ସର୍ବୋଚ୍ଚ ସ୍ତରରେ ଚାରିଟି ରାଜ୍ୟ ଏବଂ ଗୋଟିଏ ୟୁନିଅନ୍ ଟେରିଟୋରି ଅଞ୍ଚଳ ରହିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ନିର୍ବାଚନୀ ଉତ୍ତେଜନା: ଟିଏମସି ନିର୍ବାଚନ ଆୟୋଗରେ ଅଭିଯୋଗ କରିଛି – ସୁଭେନ୍ଦୁ ଅଧିକାରୀ ବାହାରୁ ଗୁଣ୍ଡା ଆଣୁଛନ୍ତି ଜେ ବି ଏନ, ୨୯/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ/କୋଲକାତା : ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପରେ ସମସ୍ତ ଦଳ ସେମାନଙ୍କର ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିଛନ୍ତି। ଏହି କ୍ରମରେ ସୋମବାର ଦିନ...
ରାହୁଲ ଗାନ୍ଧୀଙ୍କ ନିର୍ବାଚନୀ ଭାଷଣ ଆକ୍ରମଣ: ତାମିଲନାଡୁ ସିଏମ ମୋଦୀ-ଶାହାଙ୍କ ପାଦ ଛୁଇଁଥିବାର ଦେଖି ମୁଁ ଦୁଖିତ ଜେ ବି ଏନ, ୨୮/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ବାଙ୍ଗାଲୁରୁ : ତାମିଲନାଡୁ ନିର୍ବାଚନକୁ ଦୃଷ୍ଟିରେ ରଖି ଚେନ୍ନାଇରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ରାଲି କରିଥିଲେ। ଏହି ରାଲିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ...










All rights reserved. Designed by Inter Softech