
ମାଇଁ ଭାରତ ଢେଙ୍କାନାଳ ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ପରିବେଶ ଦିବସ ପାଳନ ମାଇଁ ଭାରତ ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଢେଙ୍କାନାଳ ସଦର ବ୍ଲକ୍ ମଙ୍ଗଳପୁର ଓ ଢେ଼ଙ୍କାନାଳ ଟାଉନ ର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଓ ମନ୍ଦିର ପ୍ରାଙ୍ଗଣରେ ଆମ୍ବ ପଣସ ଆକାସିଆ ନିମ୍ବ ଓ ରକ୍ତ ଚନ୍ଦନ...

ନୂଆପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ ହିନ୍ଦୋଳ :07/06/2026ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ରାସୋଳ ପଂଚାୟତ ଅନ୍ତର୍ଗତ ନୂଆପାଟଣା ଓ ମୁଣ୍ଡିଆପସି ଗ୍ରାମ ମଝିରେ ଥିବା ନୂଆପାଟଣା ପ୍ରାଥମିକ ବିଦ୍ୟାଳୟଠାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ କରକମଳରେ ଆବାସୀ ମାଧ୍ୟମରେ ଗୋଦାବରୀଶ ମିଶ୍ର...

ଭୁବନେଶ୍ୱର : ଆଜିଠୁ ସାରା ଭାରତରେ ବଢ଼ିଲା ଘରୋଇ ଏଲପିଜି ସିଲିଣ୍ଡର ଦର। ଘରୋଇ ଏଲପିଜି ସିଲିଣ୍ଡର ଦର ୨୯ ଟଙ୍କା ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଘରୋଇ ଗ୍ୟାସ୍ ଦର ଛୁଇଁଲା ୯୬୮ ଟଙ୍କା। ପୂର୍ବରୁ ୧୪.୨ କେଜି ସିଲିଣ୍ଡରର ମୂଲ୍ୟ ଥିଲା ୯୩୯ ଟଙ୍କା। ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର ୯୧୩ରୁ ୯୪୨ ଟଙ୍କାକୁ ବୃଦ୍ଧି...

ସି.ଏମ୍. ଟ୍ରଫି କବାଡ଼ି ଆନ୍ତଃଜିଲ୍ଲା ବାଳକ ଓ ବାଳିକା ଚାମ୍ପିୟନସିପ୍ -୨୦୨୬ ଉଦଯାପିତ ଅନୁଗୋଳ, ୦୬.୦୬ : ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ଏବଂ କ୍ରୀଡ଼ାର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଟ୍ରଫି–୨.୦ ଅନ୍ତର୍ଗତ ସି.ଏମ୍. ଟ୍ରଫି କବାଡ଼ି ଆନ୍ତଃଜିଲ୍ଲା ଜୋନ୍–୪ (ଅନୁଗୋଳ)...

ଏହି ବିଷୟଟି ହିନ୍ଦୁ ଧର୍ମର ପ୍ରକୃତିକୁ ବୁଝିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଉପରେ ଏକ ସ୍ୱତନ୍ତ୍ର ବିଶ୍ଳେଷଣାତ୍ମକ ଲେଖା ନିମ୍ନରେ ଦିଆଗଲା: ହିନ୍ଦୁ ଧର୍ମର ବହୁମୁଖୀ ଜ୍ଞାନ ବନାମ ଏକକ ଗ୍ରନ୍ଥର ଅଭାବ: ଏକ ବିବାଦୀୟ ପ୍ରଶ୍ନର ସମୀକ୍ଷା ଜାଗ୍ରତ ଭାରତ ନ୍ୟୂଜ୍ ବ୍ୟୁରୋପ୍ରାୟତଃ ଏକ ପ୍ରଶ୍ନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ: “ଅନ୍ୟ ଧର୍ମ ପରି...

ନୁଆଦିଲ୍ଲୀ: ଭାରତରେ ପେଟ୍ରୋଲର ବିକଳ୍ପ ଭାବରେ ଇଥାନଲ୍ ମିଶ୍ରିତ ଇନ୍ଧନକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଦେଶର ପ୍ରଥମ E85 ଇନ୍ଧନ ଷ୍ଟେସନ୍ ନୂଆଦିଲ୍ଲୀର ପୁସା ରୋଡରେ ଖୋଲିଛି। E85 ରେ 85 ପ୍ରତିଶତ ଇଥାନଲ୍ ଏବଂ 15 ପ୍ରତିଶତ ପେଟ୍ରୋଲ ରହିଛି। ଏହାର ମୂଲ୍ୟ ପ୍ରତି ଲିଟର 82.12 ଟଙ୍କା ରଖାଯାଇଛି,...

ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ସହିତ ପଶ୍ଚିମ ଏସିଆର ଜାରି ସ୍ଥିତି ଏବଂ ଉପସାଗରୀୟ ଦେଶଗୁଡ଼ିକରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଏକ ପ୍ରମୁଖ ବିବୃତ୍ତି ଜାରି କରାଯାଇଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସଂସଦରେ ଏହି ପ୍ରସଙ୍ଗରେ ଏକ ବିସ୍ତୃତ ବିବୃତ୍ତି ଦେଇଛନ୍ତି।...

ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲା ଅନ୍ତର୍ଗତ ବେଙ୍ଗାବାଦ୍ ଥାନା ଅଞ୍ଚଳରେ ଦୁଇ ଜଣ ମାଓବାଦୀଙ୍କୁ ଗିରଫ୍ କରାଯାଇଛି । ବିହାରର ସ୍ୱତନ୍ତ୍ର ଟାସ୍କଫୋର୍ସ୍ ଏବଂ ସ୍ଥାନୀୟ ପୁଲିସ୍ର ମିଳିତ ଅଭିଯାନରେ ଏହି ଦୁଇ ଜଣ ମାଓବାଦୀ ଗିରଫ୍ ହୋଇଥିବା ପୁଲିସ୍ କହିଛି । ଗିରଫ୍ ମାଓବାଦୀ ବିଭିନ୍ନ ମାଓ କାର୍ଯ୍ୟକଳାପରେ ଜଡ଼ିତ ରହିବା ସହ ସୁରକ୍ଷା ସଂସ୍ଥା ପାଇଁ...

ଅହମଦାବାଦ: ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ଅହମଦାବାଦରେ ଦେଶର କୋଟିକୋଟି ପ୍ରଶଂସକ, କ୍ରୀଡ଼ାପ୍ରେମୀ ଓ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଦର୍ଶକ ଭାରତୀୟ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଦେଖି ଯେତିକି ଉତ୍ସାହିତ ହୋଇଛନ୍ତି, ଜମ୍ମୁ କଶ୍ମୀରରୁ କନ୍ୟାକୁମାରୀ ଏବଂ ମଣିପୁରରୁ ରାଜସ୍ଥାନ ପର୍ଯ୍ୟନ୍ତ ଗାଁଠାରୁ ସହର ପର୍ଯ୍ୟନ୍ତ ରହୁଥିବା ଲୋକେ ସେତିକି ଗର୍ବ ଅନୁଭବ...

ନୁଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କୁ ଅପମାନିତ କରାଯିବା ଏବଂ ସାନ୍ତାଳ ସଂସ୍କୃତି ପ୍ରତି ଅବହେଳା ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣା ଲଜ୍ଜାଜନକ ଏବଂ ପୂର୍ବରୁ କେବେ ଏଭଳି ଘଟିନାହିଁ। ସେ କହିଛନ୍ତି, ଗଣତନ୍ତ୍ର ଏବଂ ଆଦିବାସୀ ସମ୍ପ୍ରଦାୟର ସଶକ୍ତିକରଣରେ ବିଶ୍ୱାସ କରୁଥିବା ଯେକୌଣସି ବ୍ୟକ୍ତି...

ନୁଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ହେଉଛି ମହାଯୁଦ୍ଧ। ତେହେରାନ ଉପରେ ବର୍ଷୁଛି ମିସାଇଲ। ତେହେରାନର ତୈଳ ଡିପୋ ହୁହୁ ହୋଇ ଜଳୁଛି। ଇସ୍ରାଏଲର ମିସାଇଲ ମାଡ଼ରେ ଜଳୁଛି ତୈଳ ଡିପୋ । ଇରାନ ଉପରେ ଆମେରିକାର ସାମରିକ ଏବଂ କୂଟନୈତିକ ଚାପ ବଢ଼ି ଚାଲିଛି । ଧ୍ବଂସ ହେଉଛି ଇରାନର ସାମରିକ ଶକ୍ତି । ଛାରଖାର...

ମୂଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ। ନିଶାନ୍ତ କୁମାର ତାଙ୍କ ପିତା ନୀତୀଶ କୁମାରଙ୍କ ରାଜ୍ୟ ସଭାରେ ପ୍ରବେଶ ନିଷ୍ପତ୍ତିକୁ ସ୍ବାଗତ କରିଥିଲେ ଏବଂ କହିଥିଲେ, ‘ମୁଁ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛି।’ ନିଶାନ୍ତ କହିଥିଲେ, ‘ମୁଁ...






![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)

All rights reserved. Designed by Inter Softech