
“ତୋରଣ ଭଙ୍ଗା ତଦନ୍ତ ର ରିପୋର୍ଟ କେବେ ଆସିବ!ଆମ୍ ଆଦମୀ ପାର୍ଟି” ବରଗଡ଼:୮/୬(ପବିତ୍ର ମେହେର) ବରଗଡ ଧନୁଯାତ୍ରା ସ୍ମାରକୀ ତୋରଣ ଭାଙ୍ଗିବା ଘଟଣା କୁ ଦୀର୍ଘ ୧୫ ଦିନ ବିତି ଯାଇ ଥିଲେ ମଧ୍ୟ କୌଣସି ତଦନ୍ତ ରିପୋର୍ଟ ସାମ୍ନା କୁ ଆସିନାହିଁ, ତଦନ୍ତ ହେଉଛି ନା ଚାପି ଦିଆ ଯାଇଛି ତାହା ଜଣା ପଡ଼ୁ ନାହିଁ...

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ବାଲିଗୁଡ଼ା, ତା, ୦୮/୦୬:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାକୁ ନେଇ ଏକ ବୃହତ ସଚେତନତା ସଭା ସ୍ଥାନୀୟ ଟାଉନ ହଲ ପରିସର...

ଢେଙ୍କାନାଳ ରେ ଜିଲ୍ଲା ପ୍ରସାଶନ ଓ ଓରମାସ୍ ପକ୍ଷରୁ ଆମ୍ବ ମେଳା ଉଦ୍ଘାଟିତ ଢେଙ୍କାନାଳ, ୦୮ ଜୁନ ୨୦୨୬: ଗ୍ରାମାଞ୍ଚଳର ଆମ୍ବ ଚାଷୀମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବା, ମଧ୍ୟସ୍ଥଙ୍କ ହସ୍ତକ୍ଷେପ ଦୂର କରିବା ଏବଂ ଉପଭୋକ୍ତାମାନଙ୍କୁ ୧୦୦ ପ୍ରତିଶତ ପ୍ରାକୃତିକ ଭାବେ ପାଚିଥିବା ସତେଜ ଆମ୍ବ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଓରମାସ୍, ଢେଙ୍କାନାଳ ପକ୍ଷରୁ ସ୍ଥାନୀୟ...

ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା କରି ଯାତ୍ରୀବାହୀ ବସ୍ କୁ ଧକ୍କାଦେଲା ଟ୍ରଲର। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତରେ ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା କରି ଯାତ୍ରୀବାହୀ ବସ୍ କୁ ଧକ୍କାଦେଲା ଟ୍ରଲର। ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଭଅଁରପୁର ନିକଟରେ ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରଲର। 4 ଗୁରୁତର ଥିବାବେଳେ ପ୍ରାୟ 20ଜଣ ଆହତ...

ବିଦ୍ୟାଳୟ ର ରୋଷେୟା ସେବାୟତ ସଙ୍ଘ ପକ୍ଷରୁ ବ୍ଲକ ସ୍ତରୀୟ ବାର୍ଷିକ ସଭା ଅନୁଷ୍ଠିତ l ଜୁନାଗଡ଼ (ବାଲେଶ୍ୱର ସୁନାନୀ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ କୁରୁଗୁଡା ପି ଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରବିବାର ଦିନ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବିଭାଗ ର ରୋଷେୟା ସେବାୟତ ସଙ୍ଘ ପକ୍ଷରୁ ଏକ...

ଯୋଡାଥାନା ଅନ୍ତର୍ଗତ ବାଂଶପାଣି ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେମୃତ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ପରିଲକ୍ଷିତ ହୁଏ। ପ୍ରାୟ ପ୍ରତ୍ୟେକ ଦିନ କୋଉଠି ନା କୋଉଠି ସଡ଼କ ଦୁର୍ଘଟଣାରେ କାହାରି ନା କାହାରି ଜୀବନ ଯାଉଛି । ସେହିଭଳି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି। କେନ୍ଦୁଝର ଜିଲ୍ଲା...

ନୁଆଦିଲ୍ଲୀ: କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ଭାରତର ପ୍ରମୁଖ ବିଶ୍ୱସ୍ତରୀୟ ବୟନ କାର୍ଯ୍ୟକ୍ରମ ‘ଭାରତ ଟେକ୍ସ ୨୦୨୬’ର ଶୁଭାରମ୍ଭ କରିଛନ୍ତି, ଯାହା ବିଶ୍ୱ ବୟନ ଅର୍ଥନୀତିରେ ଦେଶର ବଢୁଥିବା ନେତୃତ୍ୱକୁ ସୂଚାଉଛି। ଶିଳ୍ପ, ସରକାର ଏବଂ ବାଣିଜ୍ୟିକ ସଂସ୍ଥାର ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି ଯେ, ଭାରତ ଟେକ୍ସକୁ ଏକକ ବୃହତ୍ତମ ବିଶ୍ୱସ୍ତରୀୟ ପ୍ଲାଟଫର୍ମ...

NTPC ରୁ NALCO: ଶିଳ୍ପ ସମୃଦ୍ଧ ଓଡ଼ିଶାର ସୁରକ୍ଷା ଭାର ବୀର CISF ହାତରେ। ବିଶେଷ ରିପୋର୍ଟ: ଦେଶର ଶିଳ୍ପ ଓ ସମ୍ପତ୍ତିର ସୁରକ୍ଷା କବଚ ‘CISF’ [ସ୍ଥାନ: ଅନୁଗୋଳ / ନୂଆଦିଲ୍ଲୀ] [ରିପୋର୍ଟ: ଜାଗ୍ରତ ଭାରତ ନ୍ୟୂଜ] ଆଜି ହେଉଛି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବା CISF ର ସ୍ଥାପନା ଦିବସ। ୧୯୬୯ ମସିହା...

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳମ୍ର ଚଳଚଞ୍ଚଳ ଉପକୂଳ ସହର କୋଚି ଗସ୍ତ କରିଥିଲେ ଓ ରାଜ୍ୟର ପ୍ରଗତି ତ୍ବରାନ୍ବିତ କରିବାକୁ ବିଭିନ୍ନ ପ୍ରଭାବଶାଳୀ ପ୍ରକଳ୍ପର ଉଦଘାଟନ କରିଥିଲେ। ନିବେଶର ବ୍ୟାପକତା ଉପରେ ଗୁରୁତ୍ୱାରୋପ କରି, ପ୍ରଧାନମନ୍ତ୍ରୀ ପ୍ରାୟ ୧୧,୦୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଏକ ସମାବେଶକୁ ସମ୍ବୋଧିତ...

ନୁଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ‘ଜଳ ମହୋତ୍ସବ ୨୦୨୬’ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ, ଭାରତରେ ଜଳ କେବଳ ଏକ ମୌଳିକ ଆବଶ୍ୟକତା ନୁହେଁ, ବରଂ ଏହା ଆମର ସଂସ୍କୃତି, ପରମ୍ପରା, ଜୀବିକା ଏବଂ ସାମୂହିକ ଜୀବନ ସହିତ ଗଭୀର ଭାବରେ ଜଡିତ ବୋଲି ରାଷ୍ଟ୍ରପତି କହିଛନ୍ତି। ଏତେ ବର୍ଷ ଧରି,...

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ଉପରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଗୁଜବ ପ୍ରସାରଣ ଏବଂ ଦେଶ ଭିତରେ ରାଜନୀତି କରୁଥିବାର ଅଭିଯୋଗ କରିଛନ୍ତି । ସଭା କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଆତ୍ମନିର୍ଭରଶୀଳ ଭାରତ କଥା ଉଲ୍ଲେଖ କରିଥିଲେ। ସେ କହିଥିଲେ, “ଗୋଟିଏ ପଟେ, ବିଜେପି-ଏନଡିଏ ଦେଶକୁ ଆତ୍ମନିର୍ଭରଶୀଳ...

ନୁଆଦିଲ୍ଲୀ: ଇରାନ -ଆମେରିକା- ଇସ୍ରାଏଲ ବିବାଦ ମଧ୍ୟରେ ଦୁବାଇରେ ଏକ ବଡ ଦୁର୍ଘଟଣା ଘଟିଛି । ଦୁବାଇ ମିଡିଆ ଅଫିସ ଆନୁଷ୍ଠାନିକ ଭାବରେ କହିଛି ଯେ, କିଛି ସମୟ ପୂର୍ବରୁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଦୁଇଟି ଡ୍ରୋନ ଖସିପଡିଥିଲା । ଏହି ଘଟଣାରେ ଚାରି ଜଣ ଆହତ ହୋଇଛନ୍ତି । ଘାନାର ଦୁଇଜଣ ନାଗରିକ, ଜଣେ...
ଜିଲ୍ଲା ବିକାଶ ପରିଷଦ (ଡିଡିସି) ର ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ଜେ ବି ଏନ, ୧୯/୧୨/୨୦୨୦, ଜାମ୍ମୁ କାଶ୍ମୀର: ଜିଲ୍ଲା ବିକାଶ ପରିଷଦ (ଡିଡିସି) ର ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଛି। ଆଜି ସକାଳୁ ସକାଳୁ ମତଦାତା ମାନେ ମତଦାନ କେନ୍ଦ୍ରରେ ପହଞ୍ଚି ନିଜର ମତ...
ବିଜେପି ବଅଁରପାଳ ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ଜେ ବି ଏନ, ୧୮/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର ଆଇଚ), ବଅଁରପାଳ : ଆଜି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ଆଶା ଟକିଜ୍ ଠାରେ ବିଜେପି ବଅଁରପାଳ ମଣ୍ଡଳ ପ୍ରଶିକ୍ଷଣ ଶିବିର ବିଜେପି ନେତା କିଟୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ...
ପଶ୍ଚିମବଙ୍ଗରେ ଜେପି ନଡ୍ଡାଙ୍କ ନିର୍ବାଚନ ପ୍ରଚାର ଦଳ ଉପରେ ଆକ୍ରମଣ : ନିର୍ବାଚନୀ ସରଗରମ ଜାରୀ ଅସହିଷ୍ଣୁତାର ଦ୍ୱିତୀୟ ନାମ ବର୍ତ୍ତମାନ ମମତା ବାନାର୍ଜୀ: ଜେ ପି ନଡ୍ଡା ଜେ ବି ଏନ, ୧୧/୧୨/୨୦୨୦, କୋଲକାତା : ପଶ୍ଚିମବଙ୍ଗରେ ଆନୁଷ୍ଠାନିକ ବ୍ୟାଟିଂ ଅର୍ଥାତ୍ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇ ନାହିଁ।...










All rights reserved. Designed by Inter Softech