
ଚମ୍ପୁଆରେ ଦହିବରା ପରେ ଏବେ ଯୋଡ଼ା ପୌରାଞ୍ଚଳରେ ପନିର ର ଭିଡିଓ ଭାଇରାଲ୍। କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଦହିବରା ବ୍ୟବସାୟୀଙ୍କ କାରନାମାର ଭିଡିଓ ଭାଇରାଲ୍ ହେବା ଘଟଣା ଅଞ୍ଚଳବାସୀଙ୍କ ମନରୁ ଯାଇନଥିବା ବେଳେ ବୁଲାଗାଇ, ଷଣ୍ଡ ଖାଇଥିବା ପନିର୍ ଖାଉଛନ୍ତି କେନ୍ଦୁଝର ଜିଲ୍ଲା ଯୋଡା ସହରବାସୀ , ଯାହାର ଭିଡିଓ ଭାଇରାଲ୍ ଏବେ ବେଶ୍ ଚର୍ଚ୍ଚାର ବିଷୟ...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-scaled.jpg)
ଜାଗ୍ରତ ଭାରତ ନ୍ୟୂଜ୍ର ସମସ୍ତ ପାଠକ ଓ ଦର୍ଶକ ବନ୍ଧୁମାନଙ୍କୁ ସୁପ୍ରଭାତ। ଆଜି ୧ ଜୁନ୍ ୨୦୨୬, ସୋମବାର (ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି)। ଆଜିର ଦିନଟି ଆପଣଙ୍କ ପାଇଁ କେମିତି କଟିବ, କେଉଁ ସାବଧାନତା ଅବଲମ୍ବନ କରିବାକୁ ହେବ ଏବଂ କେଉଁ ପ୍ରତିକାର କଲେ ଦିନଟି ଶୁଭ ହେବ, ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ...

ଭୁବନେଶ୍ୱର – ଆଜି ବିଜେପିର ସାମିଲ ହୋଇଛନ୍ତି ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ। ଆଜି ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଉଭୟ ବିଜେପିରେ ସାମିଲ ହୋଇଛନ୍ତି। ଉଭୟ ନେତା ବିଜେଡିର ଭୁବନେଶ୍ବର ରାଜନୀତିରେ ବେଶ ସକ୍ରିୟ ଥିଲେ। ଭୁବନେଶ୍ବର ମଧ୍ୟ ପାଇଁ ରୁଦ୍ର ସାମନ୍ତରାୟ ବିଜେଡି ଟିକେଟ ଆଶାୟୀ ଥିଲେ। ରୁଦ୍ର ଓ ମିଲନ...

ଭୁବନେଶ୍ବର:ରାଜ୍ୟ ସରକାର ଶନିବାର ଓଡ଼ିଶା ପୁଲିସ ସେବା (ଓପିଏସ୍) ଅଧିକାରୀ ସ୍ତରରେ ବ୍ୟାପକ ଅଦଳ ବଦଳ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ଭିନ୍ନ ଭିନ୍ନ ବିଜ୍ଞପ୍ତି ଅନୁଯାୟୀ,ବଦଳି ହୋଇଥିବା ୫୮ ବରିଷ୍ଠ ପୁଲିସ୍ ଅଧିକାରୀ ମୁଖ୍ୟତଃ ଅତିରିକ୍ତ ଏସ୍ପି ଭାବେ କାର୍ଯ୍ୟ କରୁଛନ୍ତି। ବୌଦ୍ଧ ପିସିଆର ସେଲ୍ରେ ଅତିରିକ୍ତ ଏସ୍ପି ଥିବା ଆନନ୍ଦ କୁମାର ଡୁଙ୍ଗ୍ଡୁଙ୍ଗ୍ଙ୍କୁ...

୧୫ ଦିନ ଭିତରେ ଭତ୍ତା ସମସ୍ୟାର ହେବ ସମଧାନ । ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ଦେଖାଯାଉଛି। ଯେଉଁମାନେ କ୍ୟାସ ଆକାରରେ ଭତ୍ତା ପାଉଥିଲେ ସେମାନଙ୍କର କିଛି ସମସ୍ୟା ସୃଷ୍ଟି ହୋଇନାହିଁ । ଯେଉଁମାନଙ୍କ ଅନଲାଇନ ଆକାଉଣ୍ଟରେ ଭତ୍ତା ଯାଉଛି, ସେମାନଙ୍କ କ୍ଷେତ୍ରରେ ସମସ୍ୟା ଦେଖାଦେଇଛି, କେନ୍ଦ୍ର ସରକାର ପକ୍ଷରୁ...

ନୁଆଦିଲ୍ଲୀ : ଦେଶର ନୂଆ CDS ଭାବେ ଦାୟିତ୍ବ ନେଲେ ଜେନେରାଲ୍ ଏନ୍.ଏସ୍. ରାଜା ସୁବ୍ରମଣୀ । ଭାରତର ତୃତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ଦାୟିତ୍ୱ ନେଇେଛନ୍ତି । ଗତକାଲି ଜେନେରାଲ୍ ଅନୀଲ୍ ଚୌହାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଜେନେରାଲ୍ ରାଜା ସୁବ୍ରମଣୀ ଦାୟିତ୍ୱ ନେଇଛନ୍ତି । ଗତ ୯ ତାରିଖରେ ପ୍ରତିରକ୍ଷା...

ବିଧାନସଭା ନିର୍ବାଚନ ପୂର୍ବୁର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନର୍ଥ ୨୪ ପ୍ରାଗଣରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି । ରାଜ୍ୟରେ ଦୁର୍ନୀତି ଏବଂ ବିପର୍ଯ୍ୟନ୍ତ ଶାସନକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହ । ଆମ ପ୍ରଧାନମନ୍ତ୍ରୀ ମୋଦି ବଙ୍ଗଳାର ବିକାଶରେ କୌଣସି କସରତ ଛାଡି ନାହାଁନ୍ତି...

ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଶକ୍ତି ସମାବେଶ ମଧ୍ୟରୁ ଗୋଟିଏର ପୃଷ୍ଠଭୂମିରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଶକ୍ତି ସପ୍ତାହ (IEW) 2026 ସମୟରେ ଏକ ଉଚ୍ଚସ୍ତରୀୟ ବିଶ୍ୱସ୍ତରୀୟ ଗୋଲଟେବୁଲରେ କେନ୍ଦ୍ର ମଞ୍ଚକୁ ଆସିଥିଲେ, ଦେଶର ବିଶାଳ ନିବେଶ ସମ୍ଭାବନା ଏବଂ ନୀତିଗତ ନିଶ୍ଚିତତାକୁ ଉଜ୍ଜ୍ୱଳ କରିବା ସହିତ ଏକ ବିଶ୍ୱସ୍ତ ଏବଂ ସ୍ଥିର ବିଶ୍ୱ ଶକ୍ତି ଅଂଶୀଦାର...

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଉପସ୍ଥାପନ କରିବେ । ଲୋକସଭାରେ ବଜେଟ୍ ଉପସ୍ଥାପନ ପରେ ବଜେଟ୍ର କପି ରାଜ୍ୟସଭାରେ ଉପସ୍ଥାପିତ ହେବ । ଏହା ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ତୃତୀୟ ବଜେଟ୍ ହେବ । ବଜେଟ୍ ପ୍ରସ୍ତୁତି ପୂର୍ବରୁ ଅର୍ଥମନ୍ତ୍ରୀ’ ଅର୍ଥନୀତିଜ୍ଞ, ବାଣିଜ୍ୟ ସଂଘ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ...

ଇସ୍ରାଏଲ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଛାନିଆ ହେଲାଣି ପାକିସ୍ତାନ । ଆସନ୍ତା ମାସ ୨୭-୨୮ରେ ଇସ୍ରାଏଲ୍ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଯଦି ଏହା ହୁଏ, ତେବେ ଏହା ୨୦୧୭ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଇସ୍ରାଏଲ ଗସ୍ତ ହେବ। ଏହି ଗସ୍ତର ଉଦ୍ଦେଶ୍ୟ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ରଣନୈତିକ ସହଭାଗୀତାକୁ ଆହୁରି...

ଦିବଂଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି କରିବାକୁ ଦାବି ହୋଇଛି। ଏନସିପି ନେତା ଏବଂ ମନ୍ତ୍ରୀ ନରହରି ଜିରୱାଲ କହିଛନ୍ତି ଯେ ସୁନେତ୍ର ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ଦେବା ଅଜିତ ପାୱାରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହେବ। ସେ ସ୍ବର୍ଗତ ପାୱାରଙ୍କ ପତ୍ନୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଅନୁରୋଧ କରିଥିଲେ।...

ମୁଡ ଅଫ୍ ଦି ନେସନ ସର୍ଭେ ରିପୋର୍ଟ: ଏବେ ନିର୍ବାଚନ ହେଲେ ଏନଡିଏ ପାଇବ ୩୫୦+ ଆସନ ନୁଆଦିଲ୍ଲୀ: ଦେଶରେ ଏବେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବିପୁଳ ଜନସମର୍ଥନ ରହିଛି। ତେଣୁ ଏବେ ଯଦି ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ ତେବେ ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ୩୫୦ରୁ ଅଧିକ...









All rights reserved. Designed by Inter Softech