
ଦେଶର ପାରମ୍ପରିକ ଖାଦ୍ୟ ଓ ପାନୀୟର ଗୁରୁତ୍ୱକୁ ପୁଣିଥରେ ଉଜାଗର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରବିବାର ପ୍ରସାରିତ ତାଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ସେ ଗ୍ରୀଷ୍ମ ଋତୁରେ ଶରୀରକୁ ସୁସ୍ଥ ଓ ସତେଜ ରଖିବା ପାଇଁ ଦେଶର ବିଭିନ୍ନ ସ୍ଥାନର ପାରମ୍ପରିକ ପାନୀୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ...

ଓଡ଼ିଶାର ଆମ୍ବ ଓ ବେଲ ଚାଷୀକୁ ଅଧିକ ଚାଷ କରି ସେମାନଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ ପ୍ରେରଣା ଯୋଗାଇବ ଭୁବନେଶ୍ୱର: ପ୍ରତିଥର ପରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ୧୩୪ ତମ “ମନ୍ କି ବାତ୍” ରେଡିଓ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଜୀ ସମାଜ...

କେବଳ ପ୍ରଚାର ପ୍ରସାର ସର୍ବସ୍ୱ : ବିଶ୍ୱ ତମାଖୁ ନିଷେଧ ଦିବସଶିକ୍ଷିତ ଯୁବପିଢ଼ୀ ନିଶା ସେବନକରି ପଥଭ୍ରଷ୍ଟକଟପା ଆଇନ ହେଉନି ପାଳନତାଳଚେର, ୩୧/୦୫ ତମାଖୁ ସେବନ ଦ୍ୱାରା କେବଳ ମୁଖକର୍କଟ ନୁହେଁ ବରଂ ଅନ୍ୟ କର୍କଟ ରୋଗକୁ ଏହା ପ୍ରଭାବିତ କରେ । କମାଖୁ ସେବନ ମଧ୍ୟ କର୍କଟ ଅନ୍ୟତମ କାରଣ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଥାନନ୍ତି...

ରାୟଗଡା – ଆଜି ରାୟଗଡା ର ତେଜସୀ ଆନ୍ତର୍ଜାତିୟ ହୋଟେଲ ରେ ରୁଷିଆ ର ମସ୍କୋ ରିସର୍ଚ ବିଶ୍ବବିଦ୍ୟାଳୟ ଓ ଉତ୍କଳ ଆଇନ ମହାବିଦ୍ୟାଳୟର ମିଳିତ ଉଦ୍ୟମ ରେ ଆନ୍ତର୍ଜାତିକ ସେମିନାର ଅନୁଷ୍ଠିତ ହୋଇଥିଲା ଏଥିରେ ମସ୍କୋ ରିସର୍ଚ ବିଶ୍ବବିଦ୍ୟାଳୟ ତରଫରୁ ନିୟୁର୍କ ରୁ ପ୍ରଫେସର ଲେଚି ୟୋନା ଓ ପ୍ରଫେସର କେଲି ଓଆଜି ଲଣ୍ଡନ ରୁ...

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ବ ତମାଖୁ ନିଷେଧ ଦିବସ ପାଳନ ମେରାମଣ୍ଡଳୀ , ମଇ 31, 2026:ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ନୂଆହତା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗାନ୍ଥିଗାଡ଼ିଆ ଗଣ୍ଠିଗାଡ଼ିଆ ଗ୍ରାମରେ ବିଶ୍ୱ ତମାଖୁ ନିଷେଧ ଦିବସ ପାଳନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଯୁବକ, ମହିଳା ଓ ଶିଶୁଙ୍କ ସମେତ ପ୍ରାୟ ୧୦୦ ଜଣ...

ପରିଗଣନା ଫର୍ମ ବାଣ୍ଟିଲେ ଉପଜିଲ୍ଲାପାଳ ‘ଏସ ଆଇଆର’ କୁ ନେଇ ବାଲିଗୁଡା ବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ବାଲିଗୁଡା, ତା, ୩୧/୦୫ :(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ଆଜିଠୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ ଓ ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧୀକାରୀ ଶ୍ରୀମତୀ ପ୍ରଣୀତା ଙ୍କୁ ପରିଗଣନା ଫର୍ମ ପ୍ରଦାନ...

ନୁଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଦିନ କହିଛନ୍ତି ଯେ ମାସିକ ଋତୁସ୍ରାବ ସ୍ୱାସ୍ଥ୍ୟର ଅଧିକାର ସମ୍ବିଧାନର ଧାରା 21 ଅନୁଯାୟୀ ଜୀବନ ଅଧିକାରର ଏକ ଅଂଶ, କାରଣ ଏହା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT) ଗୁଡ଼ିକୁ ସମସ୍ତ ସରକାରୀ ଏବଂ ବେସରକାରୀ ସହାୟତା ପ୍ରାପ୍ତ ସ୍କୁଲରେ ଛାତ୍ରୀମାନଙ୍କୁ ମାଗଣା ଜୈବିକ-ବିଘଟନଶୀଳ ମାସିକ ଋତୁସ୍ରାବ ସାନିଟାରୀ ପ୍ୟାଡ୍ ଯୋଗାଇବା...

ରାଷ୍ଟ୍ରୀୟ ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀକୁ ସହିଦ ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ବାପୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଉଭୟ ନେତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ମନେପକାଇ ଏକ ବିକଶିତ ଏବଂ...

ନୁଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ 2025-26 ଉପସ୍ଥାପନ କରିଛନ୍ତି । 2025-26 ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର 7.4 ପ୍ରତିଶତ ରହିବା ନେଇ ରିପୋର୍ଟରେ ଆକଳନ କରାଯାଇଛି । ଏହା ଉପଭୋଗ ଏବଂ ନିବେଶର ଡବଲ ଇଞ୍ଜିନ ଦ୍ୱାରା ପରିଚାଳିତ।...

”ବିଜ୍ଞାନକୁ ଚ୍ୟାଲେଞ୍ଜ! ୮୦ ଶତାବ୍ଦୀ ପରେ ବି ପାଣି ଭିତରେ ସୁରକ୍ଷିତ ରହିଲା ମଣିଷର କଙ୍କାଳ। ଜାଣନ୍ତୁ କେଉଁ ଦେଶରେ ଘଟିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା…” ”ବିଜ୍ଞାନକୁ ଚ୍ୟାଲେଞ୍ଜ! ୮୦ ଶତାବ୍ଦୀ ପରେ ବି ପାଣି ଭିତରେ ସୁରକ୍ଷିତ ରହିଲା ମଣିଷର କଙ୍କାଳ। ଜାଣନ୍ତୁ କେଉଁ ଦେଶରେ ଘଟିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା…” ଜାଗ୍ରତ ଭାରତ ନ୍ୟୁଜ୍ର...

ବିଶେଷ ରିପୋର୍ଟ: UGC ର ନୂତନ ‘ସାମ୍ୟତା ନିୟମାବଳୀ ୨୦୨୬’ କୁ ନେଇ ବିବାଦ ଓ ଆଲୋଚନା ଜାଗ୍ରତ ଭାରତ ନ୍ୟୂଜ୍ (ନୂଆଦିଲ୍ଲୀ): କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶନରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଦ୍ୱାରା ନିକଟରେ ଜାରି କରାଯାଇଥିବା ‘UGC (Promotion of Equity in Higher Education Institutions) Regulations, 2026’ କୁ ନେଇ ବର୍ତ୍ତମାନ...

ଭାରତ ବିଶ୍ୱ ପାଇଁ ଆଶାର କିରଣ: ମୋଦି ଆଦିଲ୍ଲୀ: ଆଜି ବଜେଟ୍ ଅଧିବେଶନ ୨୦୨୬ର ଦ୍ୱିତୀୟ ଦିନ । ଆଜି ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପିତ ହେବ । ଏଥିରେ ସରକାରଙ୍କ ଖର୍ଚ୍ଚର ପ୍ରତ୍ୟେକ ପଇସାର ହିସାବ ଦିଆଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଅର୍ଥନୌତିକ ସର୍ଭେ ଗୃହରେ ଉପସ୍ଥାପନ କରିବେ । ଏହି ସମୟରେ...











All rights reserved. Designed by Inter Softech