କୂଟୁରାଚୁଆଁ କନିଷ୍ଠ ମହାବିଦ୍ୟାଳୟ ର ୩୫ ତମ କ୍ରୀଡ଼ା ଉତ୍ସବ ଉଦଯାପିତ

କୁଚିଣ୍ଡା ଆଜି କୁଚିଣ୍ଡା ଉପଖଣ୍ଡର କୁ ଟୁ ରା ଚୁ ଆଁ କନିଷ୍ଠ ମହାବିଦ୍ୟାଳୟରେ ୩୫ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇ ଯାଇଛି ।ଏଥିରେ ବିଶିଷ୍ଟ ଶିକ୍ଷାବିତ୍ ଓ କ୍ରୀଡାବିତ ସୁବାସ ଚନ୍ଦ୍ର ନାୟକ ,ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର ଓ ଏମ ପି ନୋମିନି ବିଭୂତି ପଟେଲ ଅତିଥି ଭାବରେ ଯୋଗ ଦେଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ ।ଅଧ୍ୟକ୍ଷ ନୀଳାଚଳ ତିତ୍ୱରି ସଭାପତିତ୍ବ କରିଥିଲେ ।



