କର୍ପୋରେଟ୍ ନେତୃତ୍ବ ଉପରେ ଦୁଇ ଦିନିଆ ସେମିନାର ଉଦ୍‌ଘାଟନ କରି ଡଃ ତପନ ଚାନ୍ଦଙ୍କ ଆହ୍ବାନ – “ସ୍ବାବଲମ୍ବୀ ଯୁବା, ସମୃଦ୍ଧ ଓଡ଼ିଶା” ଗଠନ ପାଇଁ ଯୁବପିଢ଼ିଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳନ୍ତୁ

କର୍ପୋରେଟ୍ ନେତୃତ୍ବ ଉପରେ ଦୁଇ ଦିନିଆ ସେମିନାର ଉଦ୍‌ଘାଟନ କରି ଡଃ ତପନ ଚାନ୍ଦଙ୍କ ଆହ୍ବାନ – “ସ୍ବାବଲମ୍ବୀ ଯୁବା, ସମୃଦ୍ଧ ଓଡ଼ିଶା” ଗଠନ ପାଇଁ ଯୁବପିଢ଼ିଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳନ୍ତୁ

ଇନଷ୍ଟିଟ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ, ଅନୁଗୁଳ ଚାପ୍ଟର ପକ୍ଷରୁ ” ଆର୍ଥିକ ନେତୃତ୍ବରୁ କର୍ପୋରେଟ୍ ନେତୃତ୍ବ’ ବିଷୟବସ୍ତୁ ଉପରେ ଦୁଇ ଦିନିଆ ସେମିନାର ଆୟୋଜିତ ହୋଇଛି | ବର୍ତ୍ତମାନର ବ୍ୟବସାୟିକ ପରିବେଶରେ ଆର୍ଥିକ କାର୍ଯ୍ୟନିର୍ବାହୀମାନଙ୍କର ପରିବର୍ତ୍ତିତ ଭୂମିକାକୁ ଦୃଷ୍ଟିରେ ରଖ୍ ଏହି ସେମିନାରର ଆୟୋଜନ କରାଯାଇଛି।

ଉଦ୍‌ଘାଟନୀ ଅବେଶନରେ ମୁଖ୍ୟ ଅତିଥ୍‌ ଭାବେ ନାଲକୋର ପୂର୍ବତନ ସିଏମ୍‌ଡି ଡଃ ତପନ ଚାନ୍ଦ ଯୋଗଦେଇ ଇନଷ୍ଟିଟ୍ୟୁଟ୍‌ର ଏହି ସମୟୋପଯୋଗୀ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଦେଶ ‘ବିକଶିତ ଭାରତ–୨୦୪୭’ ଏବଂ ରାଜ୍ୟ ‘ବିକଶିତ ଓଡ଼ିଶା– ୨୦୩୬’ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଥିବା ସମୟରେ ମନୋଭାବରେ ପରିବର୍ତ୍ତନ ଆଣିବା ଅତ୍ୟନ୍ତ ଆବଶ୍ୟକ।

ସେ କହିଥିଲେ ଯେ, ଓଡ଼ିଶା ୫୦୦ ବିଲିୟନ୍‌ ଆମେରିକୀୟ ଡଲାରର ରାଜ୍ୟ ଜିଡିପି ହାସଲ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି ଏବଂ ୨୦୪୭ ସୁଦ୍ଧା ଏହାକୁ ୧୫୦୦ ବିଲିୟନ୍ ଆମେରିକୀୟ ଡଲାରରେ ପ‌ହ‌ଞ୍ଚାଇବାର ଲକ୍ଷ୍ୟ ରଖୁଛି I ଏହା ଓଡ଼ିଶାବାସୀଙ୍କର ଏକ ବୃହତ୍ ସ୍ୱପ୍ନ | ଉପଯୁକ୍ତ ମନୋଭାବ ଓ ସଠିକ୍ ପ୍ରୟାସ ଦ୍ବାରା ଏହି ଲକ୍ଷ୍ୟ ନିଶ୍ଚିତ ଭାବେ ହାସଲ କରାଯାଇପାରିବ।

ଡଃ ଚାନ୍ଦ କହିଥିଲେ ଯେ, ଆର୍ଥିକ ପରିଚାଳନା କ୍ଷେତ୍ରରେ “ଭେରିଏନ୍ଟରୁ ଭିଜନ୍, ଏଣ୍ଟିଟିରୁ ଏଣ୍ଟରପ୍ରାଇଜ୍ ଏବଂ କଣ୍ଟ୍ରୋଲ୍‌ରୁ କଲାବୋରେସନ୍” ଦିଗକୁ ଏକ ମୌଳିକ ପରିବର୍ତ୍ତନ ଆବଶ୍ୟକ | ସେ କହିଥିଲେ ଯେ, ଆର୍ଥିକ କ୍ଷେତ୍ରର ବୃଷ୍ଟି ଜୀବୀମାନଙ୍କ ପ୍ରତି ତାଙ୍କର ବିଶେଷ ଆକର୍ଷଣ ରହିଛି, କାରଣ ସେମାନେ ତଥ୍ୟ ଆଧାରରେ ଯୁକ୍ତି ଉପସ୍ଥାପନ କରନ୍ତି |

ବିକଶିତ ଭାରତ ଗଠନରେ ଆର୍ଥିକ କାର୍ଯ୍ୟନିର୍ବାହୀମାନଙ୍କ ଭୂମିକା ଅଧିକ ବ୍ୟାପକ ହେବା ଆବଶ୍ୟକ । ସେମାନେ କେବଳ ହିସାବରକ୍ଷଣରେ ସୀମିତ ନରହି ତଥ୍ୟକୁ ବ୍ୟବ‌ହାର କରି ବିକାଶ ଓ ଅଭିବୃଦ୍ଧିର ପଥ ପ୍ରସ୍ତୁତ କରିବା ଉଚିତ I ସଂଗଠନ ମଧ୍ୟରେ ସେମାନେ ନିୟନ୍ତ୍ରକର ଭୂମିକାରୁ ବାହାରି ସୁବିଧା ପ୍ରଦାନକାରୀ (Facilitator) ଭୂମିକା ଗ୍ରହଣ କରିବା ଦରକାର । ବ୍ୟବସାୟ କରିବାର ସହଜତା, କାର୍ଯ୍ୟ ସମ୍ପାଦନର ଗତି ଏବଂ ବ୍ୟବସାୟର ବ୍ୟୟ ହ୍ରାସ ଉପରେ ଗୁରୁତ୍ବ ଦେବା ଉଚିତ |

ଇସ୍ପାତ, କୋଇଲା ଓ ଆଲୁମିନିୟମ୍‌ କ୍ଷେତ୍ରର ବରିଷ୍ଠ ଆର୍ଥିକ ଅଧିକାରୀମାନଙ୍କ ସହ କାର୍ଯ୍ୟ କରିବାର ଅଭିଜ୍ଞତା ବାଣ୍ଟି ସେ କହିଥିଲେ ଯେ, ସଂସ୍ଥାର ସାମଗ୍ରିକ ସଫଳତାକୁ ଲକ୍ଷ୍ୟ କରି କାର୍ଯ୍ୟ କଲେ ଉଲ୍ଲେଖନୀୟ ଫଳାଫଳ ମିଳିଥାଏ । ସେ ଯୁବ ଆର୍ଥିକ ବୃଭିଜୀବୀମାନଙ୍କୁ ନିଜ କାର୍ଯ୍ୟକ୍ଷେତ୍ର, ଶିଳ୍ପ ଓ ସଂସ୍ଥା ସମ୍ପର୍କରେ ସମଗ୍ର ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇ କହିଥିଲେ ଯେ, ଏହା ସେମାନଙ୍କୁ ଭବିଷ୍ୟତରେ ସଫଳ ସିଏଫ୍‌ଓ (CFO) ଓ ସିଇଓ (CEO) ଭାବେ ଗଢ଼ି ତୋଳିବ।

ଡଃ ଚାନ୍ଦ କହିଥିଲେ ଯେ, ଆର୍ଥିକ କ୍ଷେତ୍ରର କର୍ପୋରେଟ୍ ନେତୃତ୍ବ କେବଳ ବୋର୍ଡରୁମ୍‌ରେ ସୀମିତ ନରହି ସମାଜରେ ମୂଲ୍ୟ ସଂଯୋଜନ ଓ ସାଧାରଣ ଲୋକଙ୍କ କଲ୍ୟାଣ ଦିଗରେ ମଧ୍ଯ କାର୍ଯ୍ୟ କରିବା ଉଚିତ | ଯୁବପିଢ଼ିଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳି ” ସ୍ବାବଲମ୍ବୀ ଯୁବା, ସମୃଦ୍ଧ ଓଡ଼ିଶା” ଗଠନରେ ଆର୍ଥିକ କାର୍ଯ୍ୟନିର୍ବାହୀମାନେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖୂପାରିବେ ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ ଯେ, ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ବ୍ୟବସାୟ କରିବାର ସହଜତା ଏବଂ ଜୀବନଯାପନର ସହଜତା ପାଇଁ ସଂସ୍କାରମୂଳକ ପରାମର୍ଶ ଦେବାରେ ମଧ୍ଯ ଆର୍ଥିକ ବୃଭିଜୀବୀମାନେ ବୀମାନେ ବଡ଼ ଭୂମିକା ନେଇପାରିବେ ।

ସେ ବିକ ବିକାଶର ନଅଟି ମୁଖ୍ୟ ଶକ୍ତିକେନ୍ଦ୍ର “PRAGATI” ବିଷୟରେ ଆଲୋକପାତ କରି କହିଥ୍ ହିଥିଲେ— ଉତ୍ପାଦକତା (Productivity), ସଂସ୍କାର (Reforms), ମୂଲ୍ୟ ସଂଯୋଜନ (Addition of Value), ବିବିଧୀକରଣ ମାଧ୍ୟମରେ ଅଭିବୃଦ୍ଧି (Growth through Diversification), া (Automation), ໘໖ (Technology), ទទ (Innovation), ໘ติ ดิดิศ (Investment) ง ดิจิต (Infrastructure)। এই ସମସ୍ତ କ୍ଷେତ୍ର ଉପରେ ଶିକ୍ଷାନୁଷ୍ଠାନ ଓ ଶିଳ୍ପ ସଂସ୍ଥାମାନେ ଗୁରୁତ୍ବ ଦେଲେ ରାଜ୍ୟର ବିକାଶ ତ୍ବରାନ୍ବିତ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ, ଶ୍ରୀ ଆଶୁତୋଷ ରଥ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ), ନାଲକୋ ସଂଗଠନଗୁଡ଼ିକର ସାମଗ୍ରିକ ଅଭିବୃଦ୍ଧିରେ ଆର୍ଥିକ ବୃତ୍ତାଧାରୀଙ୍କ ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ଅର୍ଥ ବିଭାଗ ରଣନୈତିକ ତଥା ସାଙ୍ଗଠନିକ ଅଭିବୃଦ୍ଧିର ଏକ ଏକ ଅବିଚ୍ଛେଦ୍ୟ ଅଂଶ ହୋଇ କାର୍ଯ୍ୟ କରିବା ଉଚିତ

ଦୁଇ ଦିନିଆ ଏହି ସେମିନାରରେ ଚାରିଟି ବୈଷୟିକ ଅଧୂବେଶନ ଆୟୋଜିତ ହେବ । ବିଶିଷ୍ଟ ବୃଦ୍ଧିଜୀବୀମାନେ ଏଥିରେ ମତାମତ ମଧ୍ଯ ଅନୁଷ୍ଠିତ ହେବ । । ସହ ଖୋଲା ଆଲୋଚନା ଓ ନେଟୱାକିଂ ଅବେଶନ ରଖୁବା

କ୍ଷେତ୍ରର ଅନୁଗୁଳ ଚାପ୍ଟରର ଅଧ୍ଯକ୍ଷ ସିଏସ୍ଏ ଏ ଆଲୋକ ତ୍ରିପାଠୀଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ କ୍ରମକୁ ନାଲକୋର ପୂର୍ବତନ ସିଜିଏମ୍ (ଫାଇନାନ୍ସ) ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟଙ୍କ ସମେତ ଅନ୍ୟ ସଦସ୍ୟମାନେ ସଫଳତାର ସହ ସମନ୍ବୟ କରିଥିଲେ । ଏହି ଏହି ସେମିନାରରେ ବହୁ ସଂଖ୍ୟାରେ ଆର୍ଥିକ କ୍ଷେ ବୃତ୍ତିଜୀବୀ, କର କର ପରାମର୍ଶଦାତା, ଉଦ୍ୟୋଗୀ, ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ଇନଷ୍ଟିଟ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ଆର ସଦସ୍ୟମାନେ ଅଂଶଗ୍ରହଣ କରି କରିଥିଲେ। ସେମାନଙ୍କର ସକ୍ରିୟ ଉପସ୍ଥିତି ଓ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମକୁ ସଫଳ ଏବଂ ଭବ୍ୟ କରିଥିଲା।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech