ଢେଙ୍କାନାଳର ସେଟ୍ରିଙ୍ଗ ମାଲିକ ସଂଘ ପକ୍ଷରୁ ଆଜି ପବିତ୍ର ବାହୁଡ଼ା ଉପଲକ୍ଷେ ଭକ୍ତମାନଙ୍କୁ ଦହି ସରବତ ବଣ୍ଟନ କରିଥିଲେ। ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଏହି ଦହି ସରବତ ସେବନ କରିଥିଲେ। ଆଗାମୀ ଦିନରେ ଆହୁ ଅନେକ ସେବା କରିବା ପାଇଁ ସୂଚନା ଦେଇଛନ୍ତି। ସଭାପତି ବସନ୍ତ ଦଳେଇ,ସମ୍ପାଦକ ଚକ୍ରଧର ରାଉତ, ଉପ ସଭାପତି ସନ୍ତୋଷ ରାଉତ, କୋଷାଧ୍ୟକ୍ଷ ତ୍ରିଲୋଚନ ଦଳେଇ,ସହଯୋଗ ବିଜୁ ଦଳେଇ,ପ୍ରତାପ ସାହୁ,କୁନା ମହାନ୍ତି, ଜଗନ୍ନାଥ ସାହୁ ତଥା ସମସ୍ତ ସେଟ୍ରିଙ୍ଗ ସଂଘ ସଦସ୍ୟ ଉପସ୍ଥିତ ରହି ସୁପରିଚାଳନା କରିଥିଲେ।

September 13, 2026/
No Comments


