ଶ୍ରୀ ରାମ ଜନ୍ମ ଭୂମି ତ୍ରିର୍ଥ କ୍ଷେତ୍ର ସଂଚାଳନ ସମିତି ର ନୂତନ କର୍ମକର୍ତା ଚୟନ

ଜେ ବି ଏନ, ୧୩/୦୧ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଜଗତସିଂହପୁର ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ସଂଚାଳନ ସମିତିର ନୂତନ କର୍ମକର୍ତା ଚୟନ ହୋଇଯାଇଛି ! ପୂଜ୍ୟ ବାବା ଦିବାକର ଦାସ ଏବଂ ତାଙ୍କ ଶିଷ୍ୟ ଉଦାସ ଆଶ୍ରମର ଅଧ୍ୟକ୍ଷ ବ୍ରମହାଚାରୀ ରବୀନ୍ଦ୍ର ନାଥ ଦାସଙ୍କ ଶିଷ୍ୟ ବାବା ସତ୍ୟରଞ୍ଜନ ଦାସ ଙ୍କ ନେତୃତ୍ୱ ରେ ଏକ ସଂଚାଳନ ସମିତିର 30 ଜଣିଆ କର୍ମକର୍ତା ଚୟନ କରାଯାଇଛି ! ଏହି କମିଟି ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ଭବ୍ୟ ଶ୍ରୀରାମ ମନ୍ଦିର ପାଇଁ ଆର୍ଥିକ ସହାୟତା ପ୍ରଦାନ ଉଦେଶ୍ୟ ରେ ଜଗତସିଂହପୁର ଜିଲାରେ ଏହି କମିଟି ଗଠନ କରାଯାଇଛି ବୋଲି ଖବର ଦାତା ସମିଳନୀ ରେ ବାବା ଦିବାକର ଦାଶ ପ୍ରକାଶ କରିଛନ୍ତି !





