କେନ୍ଦୁଝର ଚମ୍ପୂଆ-ଲାଞ୍ଚ ନେଇ ଗିରଫ ହେଲେ ଚମ୍ପୂଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ର ବରିଷ୍ଠ କିରାଣୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କେନ୍ଦୁଝର ଜିଲ୍ଲା ଚମ୍ପୂଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ର ମୁଖ୍ୟ କିରାଣୀ ମହେନ୍ଦ୍ର କୁମାର ସେଠୀ ।ଶ୍ରୀ ସେଠୀ ଛୁଟି ଦରମା କରାଇ ଦେବା ଲାଗି ଜଣେ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ହେଲେ। କେନ୍ଦୁଝର ରୁ ରତିରଞ୍ଜନ ବାରିକ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।




