ସୁଖୋଇ – 30 ଏବଂ ମିରାଜ 2000 ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ
ସୁଖୋଇ – 30 ଓ ମିରଜ୍ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଅଭ୍ୟାସ ସମୟରେ ମଧ୍ୟପ୍ରଦେଶର ମୋରେନା ନିକଟରେ ଏକ ମିରାଜ 2000 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବର ପାଇ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଦୁର୍ଘଟଣାଗ୍ରସ୍ତ ସ୍ଥାନର ଏକ ଭିଡିଓରେ ବିମାନର ଧ୍ୱଂସାବଶେଷ ଦେଖାଯାଇଛି। ଏହି ଦୁଇଟି ବିମାନ ଗ୍ୱାଲିଅର ଏୟାର ବେସରୁ ଓହ୍ଲାଇଥିଲା।




