ମେଳଣ ଉତ୍ସବ ପାଳିତ 



ଆଜି ଢେଙ୍କାନାଳରେ ଦୋଳ ମେଳଣ ଉତ୍ସବ ପାଳନ ହୋଇଯାଇଛି। ବିମାନ ମାନଙ୍କୁ ଫୁଲରେ ସଜା ଯାଇଛି। ଗଉଡ଼ ମାନେ ବିମାନ ମାନଙ୍କୁ କାନ୍ଧେଇ ମଶାଲ, କାହାଳୀ, ଛତା ଓ ଛତ୍ରି ଧରି ଆଲୋକ କରଣ, ବାଣ ଦ୍ଵାରା ରୋଷଣୀ କରାଯାଇ ଦୋଳ ମଣ୍ଡପ ସାହି କୁ ଯାଆନ୍ତି। ଶେଷରେ ଦୋଳ ଭାଡ଼ି ରେ ସାତ ଭେରା ବୁଲାଯାଇ ମେଣ୍ଢା ଗୁହାଳରେ ନିଆଁ ଲଗାଯାଏ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

