BREAKING NEWS
କେନ୍ଦୁଝର ଜିଲ୍ଲା ପାଟଣା ବନ୍ୟାଞ୍ଚଳ ଅନ୍ତର୍ଗତ ଖିଲାରିପାଟ ନୂଆଗାଁ ଗ୍ରାମରେ ଭାଲୁ ଆକ୍ରମଣରେ ୨ ଜଣ ୧ ଗୁରୁତର ଆହତ ହୋଇଛନ୍ତି ସମସ୍ତଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଛନ୍ତି ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ଗୁରୁତର ହେଲେ ଖିଲାରିପାଟ ନୂଆଗାଁ ଗ୍ରାମର ରାମଚନ୍ଦ୍ର ପଇଦା ଓ ଅନ୍ୟ ଦୁଇ ଜଣ ହେଲେ କୋଠାଘର ଗ୍ରାମର ବିରବର ମହାନ୍ତ ଓ ମଙ୍ଗୁଳୁ ବେହେରା ବୋଲି ଜଣାପଡିଛି ପ୍ରଥମେ ଭାଲୁ ଟି ରାମଚନ୍ଦ୍ର ପଇଦାକୁ ଆକ୍ରମଣ କରିଥିଲା ତାପରେ ବିରବର ଓ ମଙ୍ଗୁଳୁ ବାରଟୁଣିଆ ଗ୍ରାମରୁ ବଳଦ କିଣି ଫେରୁଥିବା ସମୟରେ ତାଙ୍କୁ ମଧ୍ୟ ଭାଲୁ ଆକ୍ରମଣ କରିଥିଲା ବିରବର ମହାନ୍ତ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତତ କରାଯାଇଛି ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଥିବାବେଳେ ବନ ବିଭାଗକୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି ତୁରନ୍ତ ଖବର ପାଇ ପାଟଣା ପୁଲିସ ପହଞ୍ଚି ବୁଝାସୁଝା କରିଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




