ଢ଼େଙ୍କାନାଳ ହିନ୍ଦୋଳ ଏନଏସସି ନିର୍ବାଚନରେ ବାଜି ମାରିଲା ବିଜେଡି। ଅତାବିରା ପରେ ହିନ୍ଦୋଳରେ ମଧ୍ୟ ନିଜର ଦବଦବା ବଜାୟ ରଖିଛି ବିଜୁ ଜନତା ଦଳ । ୧୬ଟି ୱାର୍ଡରୁ ବିଜେଡି ଦଳ ୧୧ଟିରେ ବିଜୟୀ ହୋଇଛି । ଅନ୍ୟପଟେ ୫ଟି ୱାର୍ଡରେ ବିଜେପି ଜିତିଥିବା ଜଣାପଡିଛି । ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର କେଶବ ପ୍ରଧାନ ବିଜୟୀ ହୋଇଛନ୍ତି ।

April 21, 2026/
No Comments



