BCE ବିନା ମୂଲ୍ୟରେ ସୁସ୍ଥ ଓ ସବଳତା କାର୍ଯ୍ୟକ୍ରମ
ସ୍ଥାନ କଟକ
ତାରିଖ 10/04/23
କଟକରୁ ପ୍ରଦିପ୍ତ କୁମାର ଘଡେଇ ଙ୍କ ରିପୋର୍ଟ
BCE ବିନା ମୂଲ୍ୟରେ ସୁସ୍ଥ ଓ ସବଳତା କାର୍ଯ୍ୟକ୍ରମ
କଟକ ର ସତ୍ୟବ୍ରତ ଷ୍ଟାଡିୟମରେ ଏପ୍ରିଲ 5 ତାରିଖରୁ
ଆରମ୍ଭ କରିଛି। ଏକ ସଫଳ ଅଭିଯାନ ବିଗତ ବର୍ଷ 2022
ମସିହା ଭୁବନେଶ୍ବର ଫରେଷ୍ଟ ପାର୍କରେ ଆରମ୍ଭ ହୋଥିଲା।
ଏଥିରେ ହଜାର ହଜାର ହୃଦୟ ଜିତିବା ପରେ BCE କଟକ
କ୍ଲବଙ୍କ ଦ୍ଵାରା କଟକ ଠାରେ ଆରମ୍ଭ କରାଯାଇଛି। ଏଥିରେ
ସମସ୍ତ ବୟଷର ଲୋକମାନେ ବିନା ନିଶୁଳ୍କ ରେ ଅଂଶଗ୍ରହଣ
କରିପାରିବେ। ଏବ୍ଂ ବିଶେଷଜ୍ଞ ଙ୍କ ଠାରୁ ଶିକ୍ଷା କରି ନିଜର
ଦୈନିକ ଜୀବନର ଆନୁକୁଳ୍ କରିପାରିବେ । ଗତ 5 ତାରିଖରେ କଟକ ମେୟର ଶ୍ରୀଯୁକ୍ତ ସୁବାଷ୍ ସିଂହ ଏହାକୁ ବିଧିବଦ୍ଧ ଭାବେ ଉଦଘାଟିତ କରିଥିଲେ। ବିଭିନ୍ନ ବ୍ୟବସାୟୀ
କ୍ଷେତ୍ରରେ BCE କଟକ ର ସଦସ୍ୟ ମାନେ ଏହି ଅଭିଯାନ କୁ ସଫଳତା ଦେବାରେ ସହଯୋଗ କରିଛନ୍ତି। ସେମାନେ
ହେଲେ ସେଣ୍ଟ ଜାଭିଆର୍ଷ ସ୍କୁଲ ଗ୍ରୁପ, ସାଉଣ୍ଡ ଷ୍ଟିକ,ବ୍ଲାଷ୍ଟ
ଏଲ୍, ଆଇ, ସି ଅଫ୍ ଇଣ୍ଡିଆ ,ମୁସ୍ କାନ ଫୁଡ୍,ସଲିମାର
ବସ୍ତ୍ରାଳୟ, ଗ୍ଲାସ୍ & ଗ୍ଲାସ୍, ପେନ୍ ଫ୍ରୀ ହସ୍ପିଟାଲ, natural ସଲ୍ୟୁନ୍ & ସ୍ପା ,ପି କେ ଏଣ୍ଟରପ୍ରାଇଜ, ଶ୍ରି ଲକ୍ଷ୍ମି ଇଣ୍ଟିରିୟର ,ଏସ୍ କେ ଏଣ୍ଟରପ୍ରାଇଜ। BCE ହେଉଛି ସମ୍ମାନ
ସମ୍ପର୍କ ଏବ୍ଂ ସ୍ୱୀକୃତି ଉପରେ ଆଧାରିତ ଏକ ବ୍ୟବସାୟୀ
କ୍ଲବ, ଆମେ ବ୍ୟବସାୟ ମାଲିକ ସମାଜ ପ୍ରତି ଏକ ସକାରାତ୍ମକ ଆଭିମୁଖ୍ୟ ରେ ଅଂଶଗ୍ରହଣ କରିବା ଆବଶ୍ୟକ। କଟକ ସହରର ଲୋକମାନେ ଆମକୁ ଅନେକ
ପ୍ରେମ ଓ ସମର୍ଥନ ଦେଇଛନ୍ତି, ଏବଂ ଆମେ ସେବା ଜାରି ରଖିବା। ଓଡିଶlର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି
ଏଥିରେ ଅଂଶଗ୍ରହଣ କରିସାରିଲେଣି,ଆଗାମୀ ଦିନରେ
କାର୍ଯ୍ୟ ନିଭାଇ ନିର୍ଦ୍ଦେଶକ ରୋନି ଏସ୍ ଦାସ ଙ୍କ ଦ୍ୱାରା
ଜାରି ରହିବ।




