ମା ଦରିଆଣିଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ
ଭୁବନେଶ୍ୱର ଉପକଣ୍ଠ ଭୋଟପଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଦରିଆଣୀଙ୍କ ପୀଠରେ ପବିତ୍ର ଝାମୁଯାତ୍ରା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି ଆଜି ସକାଳେ ମାନସିକ ଧାରୀ ଦଣ୍ଡୁଆମାନେ ଘଣ୍ଟ, ଘଣ୍ଟା ଢୋଲ ଓ ମହୁରୀର ତାଳେ ତାଳେ ନାଚି ନାଚି ଠାକୁର ଙ୍କୁ ଗାଁ ପରିକ୍ରମା କରାଇଥିଲେ. ଏହାପରେ ନିକଟସ୍ଥ ଯମୁନା ରେ ସ୍ନାନ ସାରି ମାଙ୍କ ନିକଟରେ ପହଂଚି ଥିଲେ. ଏହାପରେ ମାଙ୍କ ନିକଟରୁ ଆଶୀର୍ବାଦ ନେଇ ଦଣ୍ଡୁଆ ମାନେ ରଡ ନିଆଁରେ ଚାଲିଥିଲେ. ଭୋଟପଡା ଗ୍ରାମର ସମସ୍ତ ଜନ ସାଧାରଣ ଏଥିରେ ସହଯୋଗ କରିଥିଲେ.


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

