ମହାନଦୀରୁ ଅଜଣା ଯୁବକର ମୃତଦେହ ଉଦ୍ଧାର ।
ଜଗତପୁର ଥାନା ଅନ୍ତର୍ଗତ ମହାନଦୀ ପର୍ଶ୍ଵରୁ ଏକ ଅଜଣା ଯୁବକ ର ମୃତ ଦେହ ଉଦ୍ଧାର କରାଯାଇଛି। ଆଜି ଜଗତପୁର ପେପ୍ସି କମ୍ପାନୀ ପଛ ପାର୍ଶ୍ଵ ବାଲିସାହି ମହାନଦୀ କୂଳରେ ଏକ ମୃତ ଦେହ ଭାସୁଥିବର ଦେଖି ସ୍ଥାନୀୟ ଲୋକ ଜଗତପୁର ଥାନାକୁ ଖବର ଦେଇଥିଲେ । ଜଗତପୁର ଥାନା ପୋଲିସ ସାବିତ୍ରୀ ଜନସେବା ,କଟକ ର ସହାୟତାରେ ନଦୀରୁ ମୃତ ଦେହ ଉଦ୍ଧାର କରି ଏକ ଉଡ଼ି କେସ କରି କଟକ ବଡ ମେଡିକାଲ ପଠାଇଥିଲେ ।
ଏହି ବ୍ୟକ୍ତି ଙ୍କୁ ଜଦି କେହି ଚିହ୍ନି ଛନ୍ତି ତେବେ ଜଗତପୁର ଥାନା ସହ ଯୋଗାଯୋଗ କରିବାକୁ ଥାନା ପକ୍ଷରୁ କୁହାଯାଇଛି ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୁଜ।




