ସପ୍ତମ କଟକ ଜିଲ୍ଲା ଟାଇ କଣ୍ଡୋ ,କ୍ୟୁରୋଗୀ ଓ PUMSE ପ୍ରତିଯୋଗୀତା ଅନୁଷ୍ଠିତ
ସ୍ଥାନ କଟକ
ତାରିଖ 28/05/23
ବାରବାଟୀ କ୍ଲବ ହାଉସ ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲାରୁ 6 ଟି ଏକାଡେମୀ ତରଫରୁ
130 ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ, 10 ଜଣ
ଜାତୀୟ ସ୍ତରର ରେଫରୀ ଏହି ପ୍ରତିଯୋଗୀତା କୁ ପରିଚାଳନା କରିଥିଲେ, ଏଥିରେ A S TAEKWONDO ACADEMY, Choudwar
B N TAEKWONDO ACADEMY, Shikharpur
BARABATI TAEKWONDO ACADEMY, Barabati Stadium
CAPTAIN TAEKWONDO ACADEMY, Mohan mandap, Thoria Sahi
KOREAN MARTIAL-ART SCHOOL, College Square. Branch
KOREAN MARTIAL ART SCHOOL
Sishu Bharati High School CDA Branch
WARRIORS TAEKWONDO ACADEMY , Gopalpur
କ୍ଲବ ର
ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ, ଏହି ପ୍ରତିଯୋଗୀତା
କୁ କଟକ ଜିଲ୍ଲା ଟାଇ କଣ୍ଡୋ ଆସୋସିଏସନ ପରିଚାଳନା
କରିବl ସହ ଏହି ଖେଳରେ ବିଜେତା ହୋଇଥିବା ଖେଳାଳି
ଆସନ୍ତା ଜୁନ୍ 10 ତାରିଖରେ କେନ୍ଦୁଝର ରେ ହେବାକୁ ଥିବା
ରାଜ୍ଯ ସ୍ତରର ପ୍ରତିଯୋଗୀତାରେ ଭାଗ ନେବେ ବୋଲି ସୂଚନା ମିଳିଛି ଏହି
ପ୍ରତିଯୋଗିତା କୁ କଟକ ଆମେଚର଼ ଟାଇ କଣ୍ଡୋ ଆସୋସିଏସନ ର ସାଧାରଣ ସମ୍ପାଦକ ଶ୍ରୀକାନ୍ତ ପରିଡା
ମୁଖ୍ୟ ଅତିଥି ଭାବେ ତଥା ଓଡିଶା ଟାଇ କଣ୍ଡୋ ଆସୋସିଏସନ ର ସଭାପତି କୃଷ୍ନ ଚନ୍ଦ୍ର ଦାସ ସମ୍ମାନୀୟ
ଅତିଥି ଭାବେ ଉପ ସଭାପତି ଚନ୍ଦନ ସାହୁ
ଓ ପ୍ରଦୀପ କୁମାର କାଣ୍ଡି ତଥା ଓଡିଶା ଟାଇ କଣ୍ଡୋ ଆସୋସିଏସନ ର ଯୁଗ ସମ୍ପାଦକ ଜୟ କୃଷ୍ନ ପରିଡ଼ା ଯୋଗଦେଇ ଏହି ଖେଳକୁ ଉଦଘାଟିତ କରିଥିଲେ,
ସାଧାରଣ ସମ୍ପାଦକ ସନ୍ତୋଷ ମହାନ୍ତି ସମସ୍ତ ଙ୍କୁ ସମ୍ଵର୍ଦ୍ଧନା
ଜଣାଇଥିଲେ।





