
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବିଶ୍ୱନାଥପୁର ଠାରେ ବନ ମହୋସ୍ଛବ
ବିଶ୍ଵନାଥପୁର ବନଖଣ୍ଡ ଦ୍ଵାରା ଏହି ବର୍ଷର ପ୍ରଥମ ବନ ମହୋତ୍ସବ ପାଳନ କରାଯାଇଛି।range officer ଶ୍ରୀ ନରୋତ୍ତମ ମାଝିଙ୍କ ତତ୍ତ୍ଵାବଧାନରେ ବିଶ୍ଵନାଥପୂର୍ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଉକ୍ତ ଉତ୍ସବ ପାଳନ ହେଇଛି ଏଥିରେ ଶ୍ରୀ ମାଝିଙ୍କ ସହିତ ଫରେଷ୍ଟର ସୁରେଶ ଚନ୍ଦ୍ର ରାଉତ, ଫରେଷ୍ଟ ଗାର୍ଡ ଦେବରାଜ ଶୁନାନି, ହୃଷୀକେଶ ପୁଟେଲ,janhabi ମୁଣ୍ଡା, ଆମ ଜଙ୍ଗଲ ଯୋଜନା ର team leader ନିରାକାର ଦାସଙ୍କ ସହିତ ସମସ୍ତ ସଦସ୍ୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମଲିକ, ଅନ୍ୟାନ୍ୟ କର୍ମଚାରୀ ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ବି ,ଯେ ,ଡି ,ମିଡିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ,P E W Media Association ର ସମ୍ପାଦକ ଗୋପାଲ ଦାସ ମହାନନ୍ଦ ଓ ବି ତ୍ରିପତି ପାତ୍ର ଉପସ୍ଥିତ ରହିଥିଲେ। 1950 ମସିହା ଠାରୁ ଭାରତ ସରକାର ଏହି ଯୋଜନାକୁ ଲାଗୁ କରିଛନ୍ତି। ସେହି ଦିନ ଠାରୁ ଏହି ଉତ୍ସବ ପାଳନ ହେଇ ଆସୁଛି। ଶ୍ରୀ ମାଝିଙ୍କ କହିବା ଅନୁସାରେ ଆଜିଠାରୁ ଜୁଲାଇ 7 ତାରିଖ ପର୍ଯ୍ୟନ୍ତ ଗୋଟିଏ ସପ୍ତାହ ଏହା ଚାଲୁ ରହିବ ଲାଞ୍ଜିଗଡ ବ୍ଲକର ବିଭିନ୍ନ ଜାଗାରେ।biswanathpur ବନଖଣ୍ଡ ତରଫରୁ ସରକାରଙ୍କ ବିଭିନ୍ନ ଯୋଜନା ମାନ ପାଳନ କରାଯାଇଥାଏ। କଳାହାଣ୍ଡିରୁ ବି ତ୍ରିପ ତି ପାତ୍ର ଜାଗ୍ରତ ଭାରତ ନିଉଜ





