
ପବିତ୍ର ବାହୁଡ଼ାଯାତ୍ରା ଅବସରରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବୃକ୍ଷ ରୋପଣ କରି ଏକ ସୁସ୍ଥ ପରିବେଶ ସୃଷ୍ଟି କରି ପରିବେଶର ଅସନ୍ତୁଳିତ ସ୍ଥିତିର ସୁଧାର ଆଣି ଏକ ସୁସ୍ଥ ପରିବେଶ ଗଠନ କରିବାର ମହତ ଉଦ୍ଧେଶ୍ୟରେ ମଲ୍ଲୀପଶି ବିଦ୍ୟାଳୟ ପରିସର ରେ ଭରସା ପରିବାର ଓଡିଶା ତରଫ ରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି,ଏଥିରେ ରଥଯାତ୍ରା କମିଟି ର ସମସ୍ତ ସଦସ୍ୟ ସଦସ୍ୟା, ଭରସା ପରିବାର ର ରାଜ୍ୟ ସାଧାରଣ ସହ ସମ୍ପାଦକ ପଦ୍ମନାଭ ମହାନ୍ତ, ସଂଯୋଜକ ଡମ୍ବରୁ ଧର ମହାନ୍ତ, ପାଟଣା ବ୍ଲକ ସଭାପତି ଭରତ ଚନ୍ଦ୍ର ମହାନ୍ତ, ଘଟଗାଁ ବ୍ଲକ ସଭା ନେତ୍ରୀ ଭାରତୀ ଭୋଇ,ସକ୍ରିୟ ସଦସ୍ୟ ରକ୍ଷାକର ମହାକୁଡ଼, ମହେଶ୍ୱର ମହାନ୍ତ ମିନତୀ ମହାନ୍ତ,ସୁମତି ମହାନ୍ତ, ସବିତା ମହାନ୍ତ, ଯୁଧିଷ୍ଠିର ମହାନ୍ତ ଘନଶ୍ୟାମ ମହାନ୍ତ, ବ୍ରହ୍ମେଶ୍ୱର ପଲେଇ ଆଦି ଉପସ୍ଥିତ ରହି କାର୍ଯ୍ୟ କୁ ସଫଳ ରୂପାୟନ କରିଛନ୍ତି
କେନ୍ଦୁଝର ଜିଲ୍ଲା ରୁ ରତିରଞ୍ଜନ ଓ ମମତା ନାଏକ ଶହ ପାଟଣା ରୁ
ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍





